ଇକୋ ରିଟ୍ରିଟ୍ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକ ପାଇବେ ଏସବୁ ସୁବିଧା
କୋରାପୁଟ,୧୫ା୧୧(ଅମିତାଭ ବେହେରା): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲଠାରେ ଶନିବାର ଇକୋ ରିଟ୍ରିଟ୍ ୨୦୨୫ର ଆଭାସୀ ମାଧ୍ୟମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ପୁଟସିଲଠାରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ମୁଖ୍ୟ…
ମହିଳା ଗ୍ୟାଙ୍ଗକୁ ଧରିଲା ପୋଲିସ: ସୁନା ମାଳ ଗୁନ୍ଥିବା ନାଁରେ କରୁଥିଲେ ଲୁଟ୍
ପରଜଙ୍ଗ,୧୫।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ସୁନା ଚୋରି ମହିଳା ଗ୍ୟାଙ୍ଗକୁ ସ୍ଥାନୀୟ ଲୋକେ ଧରି ପରଜଙ୍ଗ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଛତିଶଗଡରୁ ଆସି ଓଡ଼ିଶାର ବିଭିନ୍ନ ଅଂଚଳକୁ ଯାଇ କରୁଥିଲେ ସୁନା…
ଭେଣ୍ଟିଲେଟର୍ରେ ହ୍ୟୁମାନ ସାଗର: କାନ୍ଦି କାନ୍ଦି ସହାୟତା ଲୋଡିଲେ ମା’
ଭୁବନେଶ୍ୱର,୧୫।୧୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର କିଡ୍ନୀ ଏବଂ ଲିଭରଜନିତ ରୋଗରେ ପୀଡ଼ିତ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକରୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏହି ସମୟରେ ପୁଅର…
ଚାଷୀଙ୍କ ଧାରଣାକୁ ବିଜେଡ଼ିର ସମର୍ଥନ: ଦାବି ଅଣଦେଖା କଲେ ଆନ୍ଦୋଳନ ଧମକ
ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ)- ଧାନ ବିକ୍ରି ପଞ୍ଜୀକରଣ ଦାବିରେ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଧାରଣା ଚାଲିଛି। ଚାଷୀମାନେ ନିଜର ହକ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ ବସିଛନ୍ତି। ଧାରଣାକୁ ମଧ୍ୟ…
ଭାରତ ୧୮୯ ରନରେ ଅଲ୍ଆଉଟ୍: ରାହୁଲଙ୍କୁ ଛାଡ଼ି ସମସ୍ତେ ଫ୍ଲପ୍
କୋଲକାତା,୧୫।୧୧:ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଥମ ଇନିଂସ ଶେଷ ହୋଇଛି। ପ୍ରଥମ ଇନିଂସରେ ଭାରତ ୧୮୯ ରନ କରିଛନ୍ତି। ଫଳରେ ଟିମ୍ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଉପରେ ୩୦ ରନର ସାମାନ୍ୟ ଅଗ୍ରଣୀ ନେଇଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ବ୍ୟାଟିଂ କରୁଥିବା…
୨ ଭିନ୍ନ ଡିଜାଇନ୍ ଜୋତା ପିନ୍ଧି ପଡ଼ିଆକୁ ଆସିଲେ ପନ୍ତ: ଭାଙ୍ଗିଦେଲେ ସେହ୍ବାଗଙ୍କ ବଡ଼ ରେକର୍ଡ
କୋଲକାତା,୧୫।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ରିଷଭ ପନ୍ତ ଟିମ ଇଣ୍ଡିଆକୁ ଫେରିଛନ୍ତି। ପୂର୍ବରୁ ସେ ପାଦରେ ଆଘାତ ଯୋଗୁ ବାହାରେ ଥିଲେ। ଦଳକୁ ଫେରିବା ପରେ, ପନ୍ତ କୋଲକାତାର ଇଡେନ ଗାର୍ଡେନରେ ତାଙ୍କର ପ୍ରଥମ ଇନିଂସ ପାଇଁ…
ଜୟଙ୍କ ବିଜୟ ପରେ ବଡ଼ ବୟାନ ଦେଲେ ବସନ୍ତଙ୍କ ପୁଅ, କହିଲେ ଆଉ ଆଶା ନାହିଁ…
ନୂଆପଡା,୧୫।୧୧: ବିଜେଡି ଗଡ଼ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡା ପୁଣି ଥରେ ପଦ୍ମ ଫୁଟିଛି । ଭାଜପା ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩…
ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଳାକାର ଚୟନ
ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ…
କମାଲ୍ କଲେ ଧର୍ମେନ୍ଦ୍ର ପ୍ରଧାନ: ଭାଜପାର ‘ନୂଆ ଚାଣକ୍ୟ’ଙ୍କୁ ଦିଆଯାଇପାରେ ବଡ଼ ଦାୟିତ୍ୱ
ପାଟନା,୧୫।୧୧: ବିହାର ବିଧାନସଭା ନିର୍ବାଚନରେ NDA ମେଣ୍ଟ ପ୍ରଚଣ୍ଡ ବହୁମତ ହାସିଲ କରିଛି। ଏହି ମେଣ୍ଟର ନେତୃତ୍ୱ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସବୁଠୁ ବଡ଼ ଭାବେ ଉଭା ହୋଇଛି। ଭାଜପା ୮୯ ଆସନରେ ଜିତିଥିବାବେଳେ ଜେଡିୟୁ ୮୫ ଆସନରେ ଜିତିଛି।…
ଭାଜପାର ବଢିଲା ଟେନଶନ, ନୀତିଶଙ୍କୁ ମିଳିପାରେ ଝଟ୍କା!
ପାଟନା,୧୫।୧୧: ବିହାରର ନିର୍ବାଚନ ଫଳାଫଳ ପରେ, ଦୁଇଟି ପ୍ରଶ୍ନ ମୁଖ୍ୟ ଖବରକୁ ପ୍ରଭାବିତ କରୁଛି। ପ୍ରଥମତଃ, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ଏବଂ ଦ୍ୱିତୀୟତଃ, କି ପ୍ରକାରର ନୂତନ ସରକାର ଆସିବ? ଏନଡିଏରୁ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ହେଉନା…
ଖୋଲିଲା ଇକୋ ରିଟ୍ରିଟ: ଭିଡିଓ କନଫରେନ୍ସରେ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ
ଦାରିଙ୍ଗବାଡି, ୧୫।୧୧ (ଅରୁଣ ସାହୁ):ଆଜି ରାଜ୍ୟରେ ୬ଟି ଇକୋ ରିଟ୍ରିଟକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଥିବାବେଳେ ଏଥିରେ ଦାରିଙ୍ଗବାଡି ଇକୋ ରିଟ୍ରିଟର ମଧ୍ୟ ଉଦଘାଟନ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡି ଇକୋ ରିଟ୍ରିଟ…
IPL 2026 ରିଟେନସନ ପୂର୍ବରୁ ବଡ଼ ଅଦଳବଦଳ: CSKରୁ ଜାଡେଜା ଆଉଟ୍
ନୂଆଦିଲ୍ଲୀ,୧୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL) ଫ୍ରାଞ୍ଚାଇଜ ଗୁଡ଼ିକ ୨୦୨୬ ସିଜିନ ରିଟେନସନ ଶେଷ ତାରିଖ ପୂର୍ବରୁ ୮ ଜଣ ଖେଳାଳିଙ୍କୁ ଟ୍ରେଡ୍ କରିଛନ୍ତି। ଏଥିରେ ରବିନ୍ଦ୍ର ଜାଡେଜା ଏବଂ ସଞ୍ଜୁ ସାମସନ ପ୍ରମୁଖ ସ୍ଥାନ ପାଇଛନ୍ତି। ଅଲରାଉଣ୍ଡର ଜାଡେଜା ଙ୍କୁ…
Archives


