Home

ନିର୍ବାଚନ ପୂର୍ବରୁ ଫସିଗଲେ ଶଶି ଥରୁର

ଥରୁଭାନନ୍ତପୁରମ,୨୧।୪: କେନ୍ଦ୍ର ମନ୍ତ୍ରୀ ତଥା ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ପ୍ରଚାର ଅଭିଯୋଗରେ ଥିରୁଭାନନ୍ତପୁରମ ଲୋକ ସଭା ଆସନରୁ ଆସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ଦଳର ପ୍ରାର୍ଥୀ ଶଶି ଥରୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଅଧିକାରୀମାନେ…

ଇଣ୍ଡିଆ ମେଣ୍ଟ ରାଲିରେ ମାଡପିଟ, ଭିଡିଲେ ଆରଜେଡି-କଂଗ୍ରେସ କର୍ମୀ

ରାଞ୍ଚି,୨୧।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ବଡ ଖବର ଆସୁଛି, ଯେଉଁଠାରେ ଇଣ୍ଡିଆ ଆଲାଇନ୍ସର ରାଲିରେ ତୀବ୍ର ସଂଘର୍ଷ ହୋଇଥିଲା। ସୂଚନାଯୋଗ୍ୟ, ରାଞ୍ଚିର ପ୍ରଭାତ ତାରା ଗ୍ରାଉଣ୍ଡରେ ରବିବାର ଇଣ୍ଡିଆ ଆଲାଇନ୍ସ ଦ୍ୱାରା ଉଲଗୁଲାନ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ…

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକମାନଙ୍କୁ ଧରି ଧୀରେ ଧୀରେ ରାଜନୈତିକ ଦଳର ପ୍ରଚାର ଆରମ୍ଭ…

ଜେଲରେ ବନ୍ଦ ଥିବା ଅରବିନ୍ଦ କେଜରିଓ୍ବାଲ, ହେମନ୍ତ ସୋରେନଙ୍କ ପାଇଁ ଷ୍ଟେଜରେ ଖାଲି ରହିଲା ଚୌକି

ରାଞ୍ଚି,୨୧।୪: ରାଞ୍ଚିରେ ଚାଲିଥିବା ‘ଇଣ୍ଡିଆ’ ମିଳିତ ସମାବେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଦୁଇଟି ଚେୟାର ମଞ୍ଚରେ ଖାଲି ରହିଥିଲା। କେଜରିୱାଲ ଏବଂ ସୋରେନ ବିଭିନ୍ନ ମାମଲାର ବିଚାରକୁ ନେଇ ଜେଲରେ…

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ପ୍ରାର୍ଥୀ ଭାବେ ଅଭିମନ୍ୟୁ ସେଠୀଙ୍କ ନାମ ଘୋଷଣା ହୋଇଛି। ବିଧାୟକ ଭାଗିରଥିଙ୍କ ଉପରେ…

ପାକିସ୍ତାନକୁ ଧମକ ଦେଲା ରୁଷିଆ

ମସ୍କୋ,୨୧।୪: ପାକିସ୍ତାନରୁ ଆସୁଥିବା ଚାଉଳକୁ ନିଷିଦ୍ଧ କରିବ ବୋଲି ରୁଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ରୁଷିଆର ଏହି ଧମକ ଦେବାର କାରଣ ପାକିସ୍ତାନରୁ ଯୋଗାଣ ହେଉଥିବା ଚାଉଳରେ ଏମିତି ଏକ କିଟାଣୁ ଦେଖିବାକୁ ମିଳିଛି, ଯାହା ଅନିୟନ୍ତ୍ରିତ ହେଲେ ଫସଲରେ ବ୍ୟାପକ…

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା ପାଲଟିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ନିର୍ବାଚନମଣ୍ଡଳୀରେ ପ୍ରାଥମିକ ପର୍ଯ୍ୟାୟରେ ବିଜେଡି ତାର ପ୍ରାର୍ଥୀ ତାଲିକା…

ଅଭିଷେକଙ୍କ ସହ ନିଜକୁ ହତ୍ୟା ଉଦ୍ୟମ କରାଯାଉଥିବ ଆଶଙ୍କା କଲେ ମମତା

କୋଳକାତା,୨୧।୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଅଭିଷେକ ଏବଂ ମୋତେ ହତ୍ୟା କରାଯାଇପାରେ। ୨୦ ମିନିଟର ଭାଷଣ ପରେ ମମତା ବାନାର୍ଜୀ ଏକ ଗର୍ଜନ ସହିତ ଏକ ବଡ଼ ଦାବି କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ବୋମା…

‘ଆମେ ଅନ୍ୟ ଦଳ ପାଇଁ କାମ କରୁଥିଲୁ, ହେଲେ ନବୀନଙ୍କୁ ଭଲ ପାଉଥିଲୁ’

ଭୁବନେଶ୍ବର ୨୧।୪: ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀର ବିଭିନ୍ନ ଓ୍ବାର୍ଡର ଭାଜପା ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ରବିବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ସୁକାନ୍ତ ରାଉତଙ୍କ ଉପସ୍ଥିତିରେ ଭାଜପା ନେତା ଓ କର୍ମୀ ବିଜେଡିରେ…

ବରଯାତ୍ରୀ ନେଇ ଯାଉଥିବା କାର୍‌ର ଫାଟିଲା ଟାୟାର: ଚାଲିଗଲା ୫ ଜୀବନ, ୩ ଗୁରୁତର

ଲକ୍ଷ୍ନୌ,୨୧।୪: ଉତ୍ତରପ୍ରଦେଶର ଆଗ୍ରାସ୍ଥିତ କୁବେରପୁର କଟ ନିକଟରେ ଏକ୍ସପ୍ରେସୱେ ଉପରେ ଏକ ଦ୍ରୁତ ଗତିରେ ଆସୁଥିବା କାରର ଟାୟାର ଫାଟିଛି। ଏହି ଦୁର୍ଘଟଣାରେ ବରଙ୍କ ଭାଇଙ୍କ ସମେତ ୫ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ତିନି ଜଣ ଗୁରୁତର ଆହତ ହୋଇଛନ୍ତି।…

ମୋଦିଙ୍କୁ ପ୍ରଶଂସା କରି ରାହୁଲଙ୍କୁ ଜୁମଲା ବୋଲି କହିଲେ ରେସଲର ଦ ଗ୍ରେଟ ଖଲି

ନୂଆଦିଲ୍ଲୀ,୨୧।୪: ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟେଜରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା କୁସ୍ତି ଯୋଦ୍ଧାମାନଙ୍କୁ ପରାସ୍ତ କରିଥିବା ଦି ଗ୍ରେଟ ଖଲି ଓରଫଦିଲୀପ ସିଂ ରାଣା ମଧ୍ୟ ଭାଜପା ପକ୍ଷରୁ ନିର୍ବାଚନ କ୍ଷେତ୍ରରେ ଅଗ୍ରଣୀ ହୋଇଛନ୍ତି। ରବିବାର (ଏପ୍ରିଲ ୨୨) ରେ ରାଜସ୍ଥାନର ବାଡମେରରେ…

କେଜ୍‌ରିଓ୍ବାଲଙ୍କୁ ମାରିବାକୁ ଚାଲିଛି ଷଡଯନ୍ତ୍ର: ସୁନୀତା

ରାଞ୍ଚି,୨୧।୪: ବିରୋଧୀ ଦଳ ‘ଇଣ୍ଡିଆ’ ରବିବାର ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଏକତା ପ୍ରଦର୍ଶନ କରିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ଏକ ରାଲି ରାଞ୍ଚିର ପ୍ରଭାତ ତାରା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri