Home

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିକଟରେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଦକ୍ଷିଣ…

ଟ୍ରେନ ଟିକେଟ କନଫର୍ମ ନ ହେଲେ ବି ଏସି ବଗିରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୧୮।୯: ଟ୍ରେନ ଯୋଗେ ଯାତ୍ରା କରୁଥିବା ଲୋକମାନେ ଉତ୍ସବ ଏବଂ ଛୁଟିଦିନରେ ସବୁଠାରୁ ବଡ ସମସ୍ୟାର ସମ୍ମୁଖୀନ ହୁଅନ୍ତି, କାରଣ ସେହି ସମୟରେ ଏକ କନଫର୍ମ ଟିକେଟ ପାଇବା ବହୁତ କଷ୍ଟସାଧ୍ୟ, ୧୨୦ ଦିନ ପୂର୍ବରୁ ବୁକିଂ ଆରମ୍ଭ ହେବା ମାତ୍ରେ…

ପେଜର କ’ଣ? କେମିତି ହୁଏ ବ୍ଲାଷ୍ଟ

ବେରୁତ,୧୮।୯: ଲେବାନନର ପେଜର୍‌ ବ୍ଲାଷ୍ଟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦୦ଲୋକ ଆହତ ହୋଇଛନ୍ତି। ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୨୦୦ରୁ ଅଧିକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ପେଜର୍‌ ବିସ୍ଫୋରଣ ପାଇଁ ଲେବାନାନର ଉଗ୍ରବାଦୀ…

କାହା ପାଇଁ ବିପଦରେ କେଜରିଓ୍ବାଲ? ଆଠ ଦିନ ପରେ ଛାଡିବେ ଘର-ଗାଡି

ନୂଆଦିଲ୍ଲୀ,୧୮।୯: ମଙ୍ଗଳବାର ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏବେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଦଳ…

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ ଉଭୟ ମହାନଙ୍କୁ ଏକାଠି ଦେଖାଯାଉଥିଲେ ମଧ୍ୟ ଉଭୟେ ପରସ୍ପରର ସବୁଠାରୁ ବଡ ‘ଶତ୍ରୁ’ ବୋଲି…

ଉଦୟନିଧି ଷ୍ଟାଲିନ ହେବେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୧୮।୯: ତାମିଲନାଡୁରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏବେ ଉଦୟନିଧି ଷ୍ଟାଲିନଙ୍କୁ ତାମିଲନାଡଉର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଏହି ଘୋଷଣା ବୁଧବାର ଯେ କୌଣସି ସମୟରେ ହୋଇପାରେ। ଏହାକୁ ନେଇ ଏକ ସରାକାରୀ ଘୋଷଣା ଜାରି କରାଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ…

ନିର୍ବାଚନ ପ୍ରଚାର ମଧ୍ୟରେ ମୋଦିଙ୍କୁ ଭେଟିବାକୁ କାହିଁକି କହିଲେ ଟ୍ରମ୍ପ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ପ୍ରତିଯୋଗିତା ହେଉଛି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ। ନିର୍ବାଚନ ପାଇଁ ଉଭୟ ନେତା ଜୋରଦାର ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଭାରତୀୟ…

ମୋଦିଙ୍କୁ ଦିଆଯାଇଥିବା ଉପହାରର ହେବ ଇ-ନିଲାମ: କିଣିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ଅର୍ଥାତ୍‌ ମଙ୍ଗଳବାର ଥିଲା। ସାଧାରଣତଃ ଜନ୍ମଦିନରେ ଉପହାର ଗ୍ରହଣ କରାଯାଏ, କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ଉପହାର କିମ୍ବା ସ୍ମୃତିର ଇ-ନିଲାମ ଗତକାଲି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

‘କର୍ନାଟକ ମଡେଲ୍‌ ଆପଣାନ୍ତୁ ଓଡ଼ିଶା ସରକାର’

କୋରାପୁଟ,୧୮ା୯(ଅମିତାଭ ବେହେରା): ସୁଭଦ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କ ପାଖକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏହି ଯୋଜନାରେ ମହିଳାମାନେ କେତେ ଉପକାର ପାଇବେ ତାହା ସମୟ ହିଁ କହିବ ବୋଲି ପଟ୍ଟାଙ୍ଗି ବିଧାୟକ ତଥା କଂଗ୍ରେସ…

ମାତ୍ର ୩ ଗ୍ରାମ ବାରୁଦରେ ଥରି ଉଠିଲା ହିଜବୁଲ, ଜାଣନ୍ତୁ ପେଜର ବ୍ଲାଷ୍ଟର ପୁରା ପ୍ଲାନିଂ

ବେରୁତ,୧୮।୯: ଲେବାନନରେ ହଜାର ହଜାର ପେଜର୍‌ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଲେବାନନ ମିଲିସିଆ ହିଜବୁଲ ବହୁ କ୍ଷତି ସହିଥିବା ଜଣାଯାଇଛି। ଏହି ଅପରେସନ ବିଷୟରେ ଆମେରିକୀୟ ଏବଂ ଅନ୍ୟ ଅଧିକାରୀଙ୍କ କହିବାନୁସାରେ, ଇସ୍ରାଏଲର ଗୁପ୍ତଚର ଏଜେନ୍ସି…

ମାଇଲର୍ଡ ୧୮ ମାସ ହେବ ଜେଲ୍‌ରେ ଅଛି, ଚାଇନା ନାଗରିକ ଗୁହାରୀ କରିବାରୁ ଚନ୍ଦ୍ରଚୂଡ କହିଲେ…

ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ ଆପରାଧିକ ଗ୍ୟାଙ୍ଗ ଚଳାଇଥିବା ଅଭିଯୋଗରେ ଚାଇନା ନାଗରିକଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଜାମିନ ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। କୋର୍ଟ ଅଭିଯୁକ୍ତଙ୍କୁ କହିଛନ୍ତି, ସେ…

ମେଜରଙ୍କୁ ମାଡ଼ ଘଟଣା: ୫ ପୋଲିସ ଅଧିକାରୀ ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୯: ଭରତପୁର ଥାନାର ମାଡ଼ ଓ ଅନ୍ୟାୟ କାହାଣୀର ସତ୍ୟତା ଯେତିକି ଯେତିକି ଆଗକୁ ଆସୁଛି ପୋଲିସର ଅସଲ ଚେହେରା ସାମ୍ନାକୁ ଆସୁଛି। ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ମାମଲାରେ ୫ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?