ଦଲାଲଙ୍କ କବ୍ଜାରେ ବାଲେଶ୍ୱରର ୧୦ ଶିଶୁଶ୍ରମିକ, ଧାନ କାଟିବାକୁ ଆସି…
ମହାକାଳପଡ଼ା,୧୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଧାନ କାଟିବା ଆରମ୍ଭ ହୋଇଛି। ଏହି ଅବସରରେ ଧାନ କାଟିବା ପାଇଁ ଶ୍ରମିକଙ୍କ ଅଭାବ ଯୋଗୁ ଲୋକେ ବାହାର ଜିଲାର ଶ୍ରମିକମାନଙ୍କୁ ଆଣି ଧାନକଟାରେ ନିୟୋଜିତ କରୁଛନ୍ତି। ଏହାର…
ରାଜ୍ୟରେ ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରହିଛି…
ଜି.ଉଦୟଗିରି,୧୭ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ। ଦିନକୁ ଦିନର ଶୀତର ପ୍ରକୋପ ବଢ଼ୁଥିବା ବେଳେ ଜି.ଉଦୟଗିରିରେ ଦୈନନ୍ଦିନ ପାରଦ ତଳମୁହାଁ ହେଉଛି। ଫଳରେ ଅଞ୍ଚଳବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି। ପ୍ରବଳ ଶୀତ ଯୋଗୁ ସକାଳ ୧୦ଟା ପର୍ଯ୍ୟନ୍ତ…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର
ପାଟ୍ନା,୧୭ା୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ଆଜି ଅର୍ଥାତ୍ ସୋମବାର(ନଭେମ୍ବର ୧୭)ରେ ଜନତା ଦଳ (ୟୁନାଇଟେଡ୍) ନେତା ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ରାଜ୍ୟପାଳ ଆରିଫ…
ପୋଖରୀ ଭିତରେ ପଶିଗଲା ବିସ୍କୁଟ ବୋଝେଇ ଟ୍ରକ୍: ଆଉ ତା’ପରେ ଘଟିଲା…
ବଲାଙ୍ଗିର,୧୭।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସମ୍ବଲପୁର ରୋଡ଼ ଛତାମଖନା ଗ୍ରାମ ନିକଟ ୨୬ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଥିବା ଏକ ପୋଖରୀକୁ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ ପାଣି ଭିତରେ ପଶି ଯାଇଛି l ସୂଚନା ଅନୁଯାୟୀ, ବରଗଡ଼ରୁ…
ଚିରାଗ ହେବେ ଉପ ମୁଖ୍ୟମନ୍ତ୍ରୀ! ବଡ ଭବିଷ୍ୟବାଣୀ କଲେ ବରିଷ୍ଠ ଖବରଦାତା
ପାଟନା,୧୭।୧୧: ୨୦୨୦ ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଥିଲା ଏବଂ ମହାଗଠବନ୍ଧନ ଏକ ବଡ଼ ପରାଜୟ ବରଣ କରିଥିଲା। ଲୋକ ଜନ ଶକ୍ତି ପାର୍ଟି (ରାମ ବିଳାସ ପାସୱାନ) ମଧ୍ୟ ବିହାରରେ ଅଭୂତପୂର୍ବ ସଫଳତା ହାସଲ…
ସ୍ବାମୀଙ୍କଠାରୁ ପାଇଲେ ଧୋକା, ChatGPT ପ୍ରେମିକଙ୍କ ସହ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଟୋକିଓ,୧୭ା୧୧: ଜାପାନରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୨ ବର୍ଷୀୟା ମହିଳା ChatGPTରେ ତାଙ୍କ ଭର୍ଚୁଆଲ ପ୍ରେମିକଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ମା-ବାପାଙ୍କ ଉପସ୍ଥିତିରେ ଏକ ଆନୁଷ୍ଠାନିକ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଏହି ଖବର…
ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ
ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ ପରଜଙ୍ଗ ଥାନା ଏସଆଇ ଦେବଗ୍ରାହୀ ମହାନ୍ତି,ଏଏସଆଇ ଜଳନ୍ଧର ବାରିକ ଚଢ଼ାଉ କରି ବିଭିନ୍ନ ପ୍ରକାର…
ଚିରାଗଙ୍କ ଦଳରୁ ୩ ବିଧାୟକ ହେବେ ମନ୍ତ୍ରୀ, ଜାଣନ୍ତୁ କେଉଁମାନେ ଅଛନ୍ତି ରେସ୍ରେ
ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି (ସୋମବାର), ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ କ୍ୟାବିନେଟ ବୈଠକ କରିବେ, କ୍ୟାବିନେଟ ଭାଙ୍ଗି ଦେବେ ଏବଂ ରାଜ୍ୟପାଳଙ୍କୁ ଇସ୍ତଫା…
IND A vs PAK A: ନମନ ଧିରଙ୍କୁ ଆଉଟ କଲା ପରେ ଏମିତି ଅଭଦ୍ର ଇସାରା କଲେ ପାକିସ୍ତାନ ଖେଳାଳି, ସୋସିଆଲ ମିଡିଆରେ…
ନୂଆଦିଲ୍ଲୀ,୧୭।୧୧: ପୁରୁଷ ରାଇଜିଂ ଷ୍ଟାର ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ A ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିବାଦରେ ଫସି ରହିଛି। ଦୋହାରେ ଖେଳାଯାଇଥିବା ମ୍ୟାଚକୁ ପାକିସ୍ତାନ A ଦଳ ସହଜରେ ୮ ୱିକେଟରେ ଜିତିଥିଲା। କିନ୍ତୁ, ମ୍ୟାଚ ସମୟରେ…
ଏହି କାରଣରୁ ହୋଇପାରେ ଡାଇବେଟିସ୍: ହୋଇଯାନ୍ତୁ ସାବଧାନ
ପୃଥୁଳତା ଏବଂ ଡାଇବେଟିସ୍ ମଧ୍ୟରେ ଯେ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ଅବଶ୍ୟ ଅଧିକାଂଶ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଏଥିରେ ବଂଶଗତ ପ୍ରଭାବ ପରିଲକ୍ଷିତ ହୋଇଥାଏ। ପୃଥୁଳତା ବା ଓବେସିଟି ବଢ଼ିଗଲେ ତାହା ରକ୍ତରେ ସୁଗାର ପରିମାଣ ବଢ଼ାଇ ଦିଏ। ରକ୍ତରେ ଚର୍ବି…
ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଂସ ଚୟନ
ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ।…
ପାଣି ପାଇଁ ଛଟପଟ ହେଲାଣି ଇରାନ, ଆରମ୍ଭ କଲା ‘ଅପରେଶନ ବର୍ଷା’
ତେହେରାନ,୧୭।୧୧: ଦଶନ୍ଧି ପରେ ପ୍ରଥମ ଥର ପାଇଁ ଇରାନ ଏକ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛି। ପରିସ୍ଥିତି ଏପରି ଖରାପ ହୋଇଛି ଯେ ସରକାର କ୍ଲାଉଡ ସିଡିଂ କିମ୍ବା କୃତ୍ରିମ ବର୍ଷା କରିବାକୁ ଯାଉଛନ୍ତି। ଶନିବାର, ଇରାନୀ ଅଧିକାରୀମାନେ ମେଘରେ ରାସାୟନିକ…
Archives


