ବାଚସ୍ପତି ପଦ ସମ୍ଭାଳିବା ପରେ ପରେ ଜରୁରୀକାଳୀନ ସ୍ଥିତି -ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇଲେ ବିର୍ଲା, ଲୋକ ସଭାରେ ହଙ୍ଗାମା
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦ ସମ୍ଭାଳିବା ପରେ ଓମ୍ ବିର୍ଲା ଜରୁରୀକାଳୀନ ପରିସ୍ଥିତି ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବୟାନ ଦେଇଥିଲେ। ଏହାକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ବିଶେଷକରି ବିରୋଧୀ ଦଳର ଏମ୍ପିମାନେ ଏହାକୁ ଦୃଢ଼ ପ୍ରତିବାଦ…
କଡ଼ା ନିୟମ: ପାର୍ଲାମେଣ୍ଟରେ ଏମ୍ପିମାନେ ବ୍ୟବହାର କରିପାରିବେନି ଏସବୁ ଶବ୍ଦ, ନ ମାନିଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୬ା୬: ଭାରତରେ ଲୋକ ସଭା ନିର୍ବାଚନ ଫଳାଫଳ ପରେ ୧୮ ତମ ଲୋକ ସଭା ଗଠନ କରାଯାଇଛି। ଦ୍ୱିତୀୟ ଦିନରେ ଘଟିଥିବା ଏକ ଘଟଣା ବହୁ ଚର୍ଚ୍ଚିତ। ବାସ୍ତବରେ ହାଇଦ୍ରାବାଦ ଏମ୍ପି ଅସ୍ଦୁଦ୍ଦିନ ଓଓ୍ବାଇସି ଲୋକ ସଭାରେ ଶପଥ ଗ୍ରହଣ କରିବା…
କେଜ୍ରିଓ୍ବାଲଙ୍କୁ ପୁଣି ବଡ଼ ଝଟ୍କା: ୩ ଦିନ ପାଇଁ ସିବିଆଇ ହେପାଜତକୁ ଗଲେ
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ସମସ୍ୟା ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ଏବେ ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ କରିଛି।…
ଗଛମୂଳେ ଖଟି କରୁଥିବା ବେଳେ ହେଲା ବଜ୍ରପାତ: ଚାଲିଗଲା ୩ ଜୀବନ, ଦୁଇ ଗୁରୁତର
ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେଓ୍ବାନଡିହିରେ ବୁଧବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ ଦେଓ୍ବାନ ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି…
ପୋଲିସ ଡରରେ ଛଦ୍ମବେଶ ହୋଇ ବୁଲୁଥିଲେ ମୋଦି, ନାଁ ରଖୁଥିଲେ ଭିନ୍ନଭିନ୍ନ
ନୂଆଦିଲ୍ଲୀ,୨୬।୬: ଏମରଜେନ୍ସକୁ ୪୯ବର୍ଷ ପୁରିଛି। ତେବେ ଏହାକୁ ନେଇ ବିରୋଧୀଙ୍କୁ ଆକ୍ରାମଣତ୍ମକ ଭାବରେ ହମଲା କରୁଛି ଏନଡିଏ। ଏମରଜେନ୍ସି ଲାଗୁ ହେବା ପରେ ଏହାକୁ ବିରୋଧ କରୁଥିବା ନେତାଙ୍କୁ ୨ବର୍ଷ ଯାଏଁ ବନ୍ଦୀ ରଖାଗଲା। ତେବେ ଜରୁରୀକାଳୀନ ପରିସ୍ଥିତିକୁ ଘୋର ବିରୋଧ…
ଏକାସାଙ୍ଗରେ ୩ ବଡ଼ ରେକର୍ଡ ହାସଲ କଲେ ବାଚସ୍ପତି ଓମ ବିର୍ଲା: ଗୋଟିଏ ରେକର୍ଡ ଭାଙ୍ଗିବା ଅସମ୍ଭବ
ଜୟପୁର,୨୬।୬: ଲୋକ ସଭାର ନୂତନ ବାଚସ୍ପତି ଭାବରେ ଓମ ବିର୍ଲା ପୁଣି ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ଗୃହର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦି ଲୋକ ସଭାର ବାଚସ୍ପତି ପଦ ପାଇଁ ଓମ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯାହାକୁ…
ହଠାତ୍ ଥରେ ଏହି ମହିଳାଙ୍କୁ ଫୋନ୍ କରିଥିଲେ ଅବଦୁଲ୍ କଲାମ୍: ଏବେ ହେଲା ଖୁଲାସା
ନୂଆଦିଲ୍ଲୀ,୨୬।୬: ଲେଖକ, ସାମାଜିକ କର୍ମୀ ତଥା ରାଜ୍ୟ ସଭା ସଦସ୍ୟ ସୁଧା ମୁର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ୨୦୦୬ରେ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ହାତରୁ ପଦ୍ମଶ୍ରୀ ନେବା ବେଳର ଫଟୋ ଶେୟାର କରି ସେ କହିଛନ୍ତି, ସେ ଥରେ ପୂର୍ବତନ…
ହାତ ଧରାଧରି ହୋଇ ପାର୍ଲାମେଣ୍ଟ ଭିତରକୁ ପ୍ରବେଶ କଲେ କଙ୍ଗନା-ଚିରାଗ, ଭାଇରାଲ ହେଉଛି ଭିଡିଓ
ଶିମ୍ଲା,୨୬ା୬: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନ ଜିତିବା ପରେ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବତ ଚର୍ଚ୍ଚାରେ ରହିଛନ୍ତି। ଆଜିକାଲି ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୧୩…
ବାଚସ୍ପତି ପରେ ଏବେ ଉପବାଚସ୍ପତି ହେବେ କିଏ? ଏନଡିଏ ଦେବ ବିରୋଧୀଙ୍କୁ ଚାନ୍ସ…
ନୂଆଦିଲ୍ଲୀ,୨୬।୬:ଭାଜପା ଏମପି ଓମ ବିର୍ଲା ଦ୍ୱିତୀୟ ଥର ପାଇଁ ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଚସ୍ପତିି ହୋଇ ବଳରାମ ଜାଖର ଜିଏମ ବାଲାୟୋଗୀ ଏବଂ ପିଏ ସାଙ୍ଗମା ତାଲିକାରେ ଯୋଗ ଦେଇଛନ୍ତି। ଲୋକ…
କହୁ କହୁ ଏମିତି କହିଦେଲେ କେଜ୍ରିଓ୍ବାଲ୍ଙ୍କ ସ୍ତ୍ରୀ
ନୂଆଦିଲ୍ଲୀ,୨୬।୬:ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ତ୍ରୀ ସୁନୀତା କେଜ୍ରିୱାଲ କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଦାବି…
ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ…
ଅମରାବତି,୨୬।୬: ଭାରତୀୟ ଅଲରାଉଣ୍ଡର ହନୁମା ବିହାରୀ ଏବେ ଆନ୍ଧ୍ରପ୍ରଦେଶ ପାଇଁ ଖେଳିବେ। ୩ ବର୍ଷ ପୂର୍ବେ ସେ କେବେହେଲେ ଆନ୍ଧ୍ର ଲାଗି ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏବେ ସେ ନୂଆ ସରକାର ଗଠନ ପରେ ୟୁ-ଟର୍ନ ମାରିଥିବା…
ସାମ୍ବାଦିକଙ୍କୁ ପୂର୍ବତନ ମନ୍ତ୍ରୀ କୁକୁର ଲଗାଇ ଆକ୍ରମଣ ଘଟଣାର ପ୍ରତିବାଦ, ସୁରକ୍ଷା ଆଇନ ପ୍ରଣୟନ ଦାବି
ବାରିପଦା,୨୬ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଭୁବନେଶ୍ବରଠାରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୂର୍ବତନ ମନ୍ତ୍ରୀ କୁକୁର ଲଗାଇ ଆକ୍ରମଣ କରିବା ଘଟଣାରେ ମୟୂରଭଞ୍ଜ ଜିଲାର କାର୍ଯ୍ୟରତ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ପ୍ରତିବାଦ ଜଣାଇଛନ୍ତି। ଦୋଷୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାଜ୍ୟରେ…
Archives


