ତୁର୍ଲା ଗାଁ ପରିଦର୍ଶନ କଲେ ପଞ୍ଚାୟତିରାଜ ମନ୍ତ୍ରୀ
ବଲାଙ୍ଗୀର,୧୯ା୧୧(ସୁନିଲ କୁମାର ମହାନ୍ତି): ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ବଲାଙ୍ଗୀର ଲୋକ ସଭା ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ, ସଚିବ ଏସ୍ଏନ୍ ଗିରିଶ, ଓରମାସ ଡାଇରେକ୍ଟର, ଦାଦନ ଟାକ୍ସ ଫୋର୍ସ ଟିମ ସଦସ୍ୟ, ଅତିରିକ୍ତ ଜିଲାପାଳ ପବିତ୍ର ବେହେରା, ସିଡିଓ…
‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ ଥିଲେ ଦେଶର ଚିତ୍ର ଅଲଗା ହୋଇଥାନ୍ତା’
ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏନେଇ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରୁ ଏକ…
ଇକୋ ରିଟ୍ରିଟ୍ କର୍ମଚାରୀ ଶିଖୁଛନ୍ତି ନିଆଁ ଲିଭାଇବାର କୌଶଳ
ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପରିସର ମଧ୍ୟରେ ପର୍ଯ୍ୟଟକଙ୍କୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବୁଧବାର ପୂର୍ବ ଯୋଜନା ଅନୁଯାୟୀ ଅଗ୍ନିଶମ ବିଭାଗର ଗାଡ଼ି ସାଇରନ ଦେଇ…
ରାଜ୍ୟରେ ବଢ଼ିବ ତହସିଲ ସଂଖ୍ୟା, ସୂଚନା ଦେଇ ରାଜସ୍ବ ମନ୍ତ୍ରୀ କହିଲେ ପ୍ରଥମ ପର୍ଯ୍ୟାୟରେ…
ଭୁବନେଶ୍ୱର,୧୯ା୧୧: ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟରେ ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୭ ଜନଗଣନା ପରେ ରାଜ୍ୟରେ ତହସିଲ ସଂଖ୍ୟା ବଢ଼ିବ। ଏନେଇ ସୂଚନା ଦେଇଛନ୍ତି…
ବିଦ୍ୟାଳୟ ପାଇଖାନା ଘରେ ପଡ଼ି ଚାଲିଗଲା ଆଦିବାସୀ ଛାତ୍ରୀଙ୍କ ଜୀବନ
କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଜଣେ ଛାତ୍ରୀ ପାଇଖାନା ଯାଇଥିବା ବେଳେ ସେଠାରେ ପଡ଼ି ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ…
ପୁଅର ନାଁ ରଖିଲେ ପରିଣୀତି: ଅର୍ଥ ଜାଣିଲେ…
ପରିଣୀତି ଚୋପ୍ରା ଏବଂ ରାଘବ ଚଢା ନିକଟରେ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ପ୍ରଶଂସକମାନେ ସେମାନଙ୍କ ପୁଅର ଏକ ଝଲକ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏବେ ଏହି ଦମ୍ପତି ସେମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଏକ ମାସ…
ଆଦିବାସୀ ଟଙ୍କାରେ ଅୟସ କରୁଥିଲେ ଯନ୍ତ୍ରୀ, ଡେପୁଟେଶନରେ ଯିବାକୁ ଜାରି ହେଲା ଅର୍ଡର
ନୀଳଗିରି,୧୯ା୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ନୀଳଗିରିର ବହୁ ବାଦବିବାଦରେ ଲିପ୍ତ ନୀଳଗିରି ବ୍ଲକର ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ଉପାଧ୍ୟାୟ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକକୁ ଡେପୁଟେଶନରେ ବଦଳି ଅର୍ଡର ହୋଇଥିବା ଜଣାଯାଇଛି। ଆଇଟିଡିଏ କାର୍ଯ୍ୟରତ ଥିବାବେଳେ ଆଦିବାସୀ ଟଙ୍କାରେ ଅୟସ କରୁଥିଲେ…
ଏହି ରୋଗ ପାଇଁ ଗୁଜୁରାତି ବେଶ୍ ଉପକାରୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗୁଜୁରାତିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହା ପାଚନ କ୍ରିୟାକୁ କେତେକାଂଶରେ ସକ୍ରିୟ କରିଥାଏ। ତା’ସହ ଶରୀରରେ ଥିବା ଏନ୍ଜାଇମ୍ ତତ୍ତ୍ୱକୁ ମଧ୍ୟ ଦୃଢ଼ କରେ। ଶ୍ୱାସକ୍ରିୟାକୁ ସତେଜ ରଖେ ଗୁଜୁରାତି। ଏହାକୁ ଖାଇଲେ ପାଟିରେ ଥିବା ବ୍ୟାକ୍ଟେରିଆ…
୨୦୦ ଟଙ୍କାର ପ୍ଲେଟ୍କୁ ୮ ଲକ୍ଷ ଟଙ୍କାରେ ବିକ୍ରି କଲେ ଦୋକାନୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କେତେବେଳେ ଅଳିଆ ମଧ୍ୟ ଅମୂଲ୍ୟ ରତ୍ନ ପରି ସାବ୍ୟସ୍ତ ହୋଇପାରେ ତାହା କେହି କହିପାରିବେ ନାହିଁ। ଜଣେ ବ୍ୟକ୍ତିଙ୍କ ସହିତ ଠିକ୍ ସେମିତି ଏକ ଘଟଣା ଘଟିଛି। ସେ ଏକ ପୁରୁଣା ପ୍ଲେଟ୍ କମ୍ ମୂଲ୍ୟରେ କିଣିଥିଲେ, କିନ୍ତୁ ଯେତେବେଳେ ସେ…
ରାଜ୍ୟରେ ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି
ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ବି ଦାୟିତ୍ୱ ଦିଆଯାଇଛି।…
ଜେଡିୟୁ ବିଧାୟକ ଦଳ ନେତା ହେଲେ ନୀତୀଶ
ପାଟ୍ନା,୧୯ା୧୧: ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନୀତୀଶ କୁମାର। ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ନୀତୀଶ କୁମାର ଶପଥ ନେବେ। ଦଶମ ଥର…
ବାଇକ୍ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଗାଡ଼ି ଚକ: ଆଉ ତା’ପରେ ଘଟିଲା…
ପାଟଣା,୧୯।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାର ପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପରମେଶ୍ବର ଶିବ ମନ୍ଦିର ନିକଟରେ ବୁଧବାର ଭୋରରୁ ଅଜଣା ସକାଳୁ ଗାଡି ଧକ୍କାରେ ଜଣେ ୨୯ ବର୍ଷୀୟ ବାଇକ ଆରୋହୀ ମୃତ୍ୟୁ…
Archives


