Home

ରତ୍ନଭଣ୍ଡାରରୁ ବାହାରିବା ପରେ ଗଜପତି ମହାରାଜ ଦେଲେ ବଡ଼ ସୂଚନା: କହିଲେ…

ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ…

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି: ୩୪ରେ ପହଞ୍ଚିଲା ସଂଖ୍ୟା

ନୂଆଦିଲ୍ଲୀ,୧୮।୭:ସୁପ୍ରିମକୋର୍ଟରେ ଗୁରୁବାର ୨ ନୂଆ ବିଚାରପତି ନିଯୁକ୍ତ ହୋଛନ୍ତି। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆର. ମହାଦେବନ ଏବଂ ଜମ୍ମୁ କଶ୍ମୀରର ତଥା ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନଙ୍ଗମେଇକାପାମ କୋଟିଶ୍ୱର ସିଂ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ…

୧୬୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଲା ଆଇସିସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜନ କରିଥିଲା। ପ୍ରଥମ ଥର ପାଇଁ ଆମେରିକାରେ ଏତେ ବଡ କ୍ରିକେଟ ଇଭେଣ୍ଟ ଆୟୋଜିତ ହୋଇଥିଲା। ତେବେ ଆଇସିସି ପାଇଁ ଆମେରିକାରେ ଟି-୨୦ ବିଶ୍ୱକପ ଆୟୋଜନ…

ଓଡ଼ିଶା ଇତିହାସରେ ପ୍ରଥମ, ନବୀନ ଗଢିଲେ ଛାୟା କ୍ୟାବିନେଟ

ଭୁବନେଶ୍ୱର,୧୮।୭: ବୁଧବାର ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। କ୍ଷମତାସୀନ ମନ୍ତ୍ରୀମଣ୍ଡଳ ପରି ବିରୋଧୀଙ୍କ ମଧ୍ୟ ଏକ ମନ୍ତ୍ରୀ ମଣ୍ଡଳ ରହିଛି ଯାହାକୁ ‘ଛାୟା କ୍ୟାବିନେଟ’ ବୋଲି କୁହାଯାଏ। ଭାରତରେ…

ଆଇଏଏସ୍‌ ପୂଜା ଖେଡକରଙ୍କ ମା’ ଗିରଫ

ପୁଣେ ,୧୮।୭: ଆଇଏଏସ ଟ୍ରେନିଂ ଅଧିକାରୀ ପୂଜା ଖେଡକରଙ୍କ ମା’ ମନୋରାମା ଖେଡକରଙ୍କୁ ବେଆଇନ ବନ୍ଧୁକ ଥିବା ଅଭିଯୋଗରେ ପୁଣେ ପୋଲିସ ଗିରଫ କରାଯାଇଛି। ନିକଟରେ ମନୋରାମାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ପୁଣେ ଜିଲାର ମୁଲସି ଗ୍ରାମରେ ଜମି…

ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ,୧୮ା୭(ଶିଳ୍ପା ପ୍ରିୟଦର୍ଶିନୀ): ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସ୍‌ସିବିର ମେଡିସିନ୍‌ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି।…

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ

ପୁରୀ,୧୮ା୭: ଗୁରୁବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ମନ୍ଦିର ଭିତରକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି। ସବୁକିଛି ଭଲରେ ଭଲରେ ହୋଇଯାଉ ବୋଲି…

ରିଲ୍‌ କରିବା କାଳ ହେଲା, ୩୦୦ ଫୁଟ୍‌ ଖାଲକୁ ଖସି ପଡ଼ି ଇନ୍‌ଫ୍ଲୁଏନ୍ସର ଅନ୍‌ଭିଙ୍କ ମୃତ୍ୟୁ

ମୁମ୍ବାଇ,୧୮।୭: ରିଲ୍‌ କରି ହୋଇଥିଲେ ଲୋକପ୍ରିୟ। ହେଲେ ସେହି ରିଲ୍‌ ନିଶା ହିଁ ନେଇଗଲା ଜୀବନ। ଏଭଳି ଏକ ଘଟଣାକ୍ରମରେ ୨୭  ବର୍ଷୀୟ ଅନ୍‌ଭି କାମଦାରଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ମାନଗାଓରେ କୁମ୍ଭେ ଝରଣା ନିକଟରେ ୩୦୦ ଫୁଟ୍‌ …

ଏହି ଦେଶରେ ଅଟା କିଲୋ ୮୦୦, ତେଲ ଲିଟର ୯୦୦ ଟଙ୍କା

ଇସଲାମାବାଦ୍‌,୧୮।୭: ଆଜିକାଲି ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଛି। ଚାଇନାର ଋଣ ଅଧୀନରେ ଦେଶର ଅର୍ଥନୀତି ପୋତି ହୋଇଯାଉଛି। ଏକ ଜାମିନ ପ୍ୟାକେଜ ପାଇଁ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)କୁ ଅନୁରୋଧ କରିବାକୁ ପଡିବ। ତେବେ ଆଇଏମଏଫର ସର୍ତ୍ତ ଏତେ…

ପୁତୁରାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦାଦା-ଖୁଡ଼ୀ

ବଲାଙ୍ଗୀର,୧୮ା୭: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ହତ୍ୟା କରାଯାଇଛି। ଦାଦା-ଖୁଡ଼ୀଙ୍କ ଟାଙ୍ଗିଆ ଚୋଟରେ ପୁତୁରାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ତେବେ ଜମି ଭାଗବଣ୍ଟାକୁ ନେଇ…

ଭାଜପାରେ ତେଜିଲା କଳହ: ଉପମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଆସିଲେ ବିଧାୟକ

ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଟୁଇଟ ଏବଂ ଭାଜପା ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ୟୁପି ଭାଜପାରେ ରାଜନୈତିକ କଳହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାନ୍ଦୁଲିର ସୟଦରାଜ ଆସନରୁ ଭାଜପା ବିଧାୟକ ସୁଶୀଲ ସିଂଙ୍କଠାରୁ ମଧ୍ୟ ଏକ…

ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିପାରେ ବଡ଼ ଝଟ୍‌କା, ସିଏସ୍‌କେ ଯିବେ ଏହି ଖେଳାଳି…

ନୂଆଦିଲ୍ଲୀ,୧୮।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୫) ଲାଗି ଦଳଗୁଡ଼ିକ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ମାମଲଶରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ରହିଛି। କିଛିଦିନ ପୂର୍ବେ କୋଚ୍‌ ରିକି ପଣ୍ଟିଂ ଦଳ ଛାଡ଼ିଥିଲେ। ଏବେ ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri