ଶିଳାନ୍ୟାସ ନ କରି ବାଟରୁ ଫେରିଗଲେ ବିଧାୟକ
ମଙ୍ଗୁଳି-ଜଗତପୁର,୯ା୧୧(ମାନସ ସାମଲ):କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ଅଧୀନ ଯାଜଭୈରବ ନୂଆଗଁାରେ ଯାଜଭୈରବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ହେଲେ ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ ଏହାର ଶିଳାନ୍ୟାସ ନ କରି ବାଟରୁ ଫେରିଯାଇଥିବାବେଳେ…
ମୁଖ୍ୟମନ୍ତ୍ରୀଙ୍କ ପିଏ ଘର ଉପରେ ଆଇଟି ଚଢାଉ
ରାଞ୍ଚି,୯।୧୧:: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଖବର ଆସିଛି। ଏଠାରେ ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତା (ପିଏ) ସୁନୀଲ ଶ୍ରୀବାସ୍ତବ ଏବଂ ତାଙ୍କ ସହ ଜଡିତ ଲୋକଙ୍କ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ,…
ବନ୍ଧୁଙ୍କ ଅନ୍ତିମ ସଂସ୍କାର ଯାଉଥିଲେ, ଓଲଟିଲା ଅଟୋ: ଜଣେ ମୃତ ୪ ଆହତ
ଜି.ଉଦୟଗିରି,୯।୧୧(ଚିନ୍ମୟ କୁମାର ସେଠୀ):ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାନବାଗେରି ଗ୍ରାମ ନିକଟରେ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପାଞ୍ଚ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ…
କଚ୍ଛପ ଗତିରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଉପସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ ଆଣି ରୋଗୀଙ୍କ ପାଇଁ ଅଧିକା ସୁବିଧା କରାଯାଉଛି। ହେଲେ ସରକାର କରୁଥିବା ଯୋଜନା ସଠିକ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟକୁ…
ଧାନକିଣା ବିଳମ୍ବିତ, ଚାଷୀ ଅସନ୍ତୋଷ
ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀମାନେ ଖରିଫ୍ ଧାନ ଅମଳ ଆରମ୍ଭ କରି ଦେଇଛନ୍ତି। ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଅମଳ ପ୍ରକ୍ରିୟା ଆଗେଇ ଚାଲିଛି। ଅନେକ ଚାଷୀ କ୍ଷେତରୁ ଧାନ ଫସଲ କାଟିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ…
ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ: ଉଦ୍ଧାର ଜାରି
କୋଲକାତା,୯।୧୧: ପଶ୍ଚିମବଙ୍ଗ: ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଶନିବାର ସକାଳୁ ଲାଇନଚ୍ୟୁତ ହୋଇଛି। ହାୱଡ଼ା ନାଲପୁର ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ମୃତାହତ ନେଇ…
ସିଧା ଶୁଣାଇଦେଲେ ମୋଦି: କହିଲେ, ବିଶ୍ୱର କୌଣସି ଶକ୍ତି ଅନୁଚ୍ଛେଦ ୩୭୦କୁ କରିପାରିବ ନାହିଁ ପୁନଃ ଅବସ୍ଥାପିତ
ନାସିକ/ନୂଆଦିଲ୍ଲୀ,୯ା୧୧:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଜୋର ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ବ୍ଲକ୍ ଜମ୍ମୁ-କଶ୍ମୀରକୁ ସମ୍ବିଧାନ…
ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର
ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ଶୁକ୍ରବାର ଘଟିଥିବା…
ୟୁଜି, ପିଜି, ବି.ଏଡ୍/ ଏମ୍.ଏଡ୍ ପାଠ୍ୟକ୍ରମର ବଳକା ସିଟ୍ରେ ହେବ ସ୍ପଟ୍ ଆଡ୍ମିଶନ
ଭୁବନେଶ୍ୱର,୯ା୧୧(ଅନୁରାଧା ମହାରଣା): ଛାତ୍ରୀଛାତ୍ର, ଅଭିଭାବକ ତଥା ଶୈକ୍ଷିକ ସମାଜର ଆଗ୍ରହକ୍ରମେ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍ରେ ସ୍ପଟ୍ ଆଡ୍ମିଶନ ହେବ। ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି) ଏବଂ ଦୁଇ ବର୍ଷିଆ ବି.ଏଡ୍/ ଏମ୍.ଏଡ୍ ପାଠ୍ୟକ୍ରମ ନିମନ୍ତେ…
ଛାତ୍ରାବାସରୁ ୪ର୍ଥଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ:ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ
ରାୟଗଡ଼ା/କାଶୀପୁର/ଟିକିରି,୯।୧୧ (ଆଶିଷ ରଞ୍ଜନ ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା) ରାୟଗଡ଼ା ଜିଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ…
ବିଶ୍ୱରେ ପ୍ରତି ୧୩ ମିନିଟ୍ରେ ଜଣେ ପିଲା ହତ୍ୟାର ଶିକାର
ନୂଆଦିଲ୍ଲୀ,୯ା୧୧:ବିଶ୍ୱର ୧ ବିଲିୟନ୍ (୧୦୦ କୋଟି)ରୁ ଊର୍ଦ୍ଧ୍ୱ ଶିଶୁ ବିଭିନ୍ନ ପ୍ରକାର ହିଂସା ଦ୍ୱାରା ପ୍ରଭାବିତ। ପିଲାମାନେ ବିଶେଷକରି ଦୁର୍ବ୍ୟବହାର, ଠକେଇ, ଶାରୀରିକ ଓ ମାନସିକ ନିର୍ଯାତନା, ଯୌନ ହିଂସା ପୀଡ଼ିତ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ର ଏକ ସଦ୍ୟ…
ଭାଜପାରେ ଯୋଗଦେବା ପାଇଁ ପଡୁଛି ଚାପ: ଚାଞ୍ଚଲ୍ୟକର ଖୁଲାସା କଲେ ସଞ୍ଜୟ ରାଉତ
ପୁଣେ,୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସେପଟେ ଉଦ୍ଧବ ଠାକ୍ରେ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ ତାଙ୍କ ଉପରେ ଚାପ ରହିଛି। ଏଥିସହ ଭାଜପା କେବଳ ବିଭାଜନ କାର୍ଯ୍ୟରେ…

