Home

ବିଳାସପୂର୍ଣ୍ଣ କାର ନିର୍ମାତାଙ୍କ ପାର୍ବଣ ଉପହାର

ଭୁବନେଶ୍ୱର,୩୦।୯: ଚଳିତ ପାର୍ବଣ ପୂର୍ବରୁ ବିଳାସପୂର୍ଣ୍ଣ କାର ର୍ନିମାତାଗୁଡିକଙ୍କ ପକ୍ଷରୁ ଫେଷ୍ଟିଭ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ପାର୍ବଣ ଋତୁରେ ଗାଡି ବ୍ରିକି ବୃଦ୍ଧି ପାଇଁ ଆକର୍ଷଣୀୟ ଅଫର ଓ ଆଖିଦୃଶିଆ ଇଏମଆଇ ଭଳି ସୁବିଧା ଗ୍ରାହକଙ୍କୁ ଯୋଗାଇ…

ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ

ଭୁବନେଶ୍ୱର,୩୦।୯: ପ୍ଲାଟିନମ ଗିଲ୍‌ଡ ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ସୁକ୍ଷ୍ମ କାରିଗରିରେ ନିର୍ମିତ ମେନ୍‌ ଅଫ ପ୍ଲାଟିନମ୍‌ ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ଏମ୍‌ଏସ୍‌…

ଅଲ୍‌ ଓଡ଼ିଶା ସେଲ୍ଫ୍‌ ଫାଇନାନ୍‌ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦।୯ (ଅଭୟ ଦାଶ): ଅଲ୍‌ ଓଡ଼ିଶା ସେଲ୍ଫ୍‌ ପାଇନାନ୍‌ସିଂ କଲେଜର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ୍‌ ପୁଷ୍ପକ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା ଓ ବାର୍ଷିକ ସମ୍ମିଳନୀରେ ୧୩୫ କଲେଜର ପ୍ରତିନିଧମାନେ ଯୋଗ ଦେଇଥିଲେ। ଏହି ଅବସରରେ…

ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ

ଭୁବନେଶ୍ୱର,୩୦।୯: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ର ବହୁ ପ୍ରତୀକ୍ଷିତ ଦ ବିଗ୍‌ ବିଲିୟନ ଡେଜ୍‌ (ଟିବିବିଡି)ର ୧୧ତମ ସଂସ୍କରଣ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ଲିପ୍‌କାର୍ଟ ଭିଆଇପି ଏବଂ ପ୍ଲସ୍‌ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍ସେସ୍‌ ୨୦୨୪ସେପ୍ଟେମ୍ବର ୨୬ରୁ ଆରମ୍ଭ…

ୟୁଏସ୍‌ ପୋଲୋର ନୂତନ ଆଉଟଲେଟ

ଭୁବନେଶ୍ୱର,୩୦।୯: ଭାରତର ଅଗ୍ରଣୀ କାଜୁଆଲ୍‌ ଓୟାର ବ୍ରାଣ୍ଡ୍‌ ତଥା ବିଶ୍ୱପ୍ରସିଦ୍ଧ ୟୁନାଇଟେଡ୍‌ ଷ୍ଟେଟ୍ସ ପୋଲୋ ଆସୋସିଏଶନ୍‌ (ୟୁଏସ୍‌ପିଏ)ର ରିଟେଲ ଚେନ ୟୁଏସ୍‌ ପୋଲୋ ଆସୋସିଏଶନ ବା ୟୁଏସ୍‌ ପୋଲୋର ନୂତନ ଆଉଟଲେଟ ଭୁବନେଶ୍ୱରର ଜନପଥ ରୋଡ(ଶହୀଦନଗରସ୍ଥିତ ମହାନ୍ତି ଛକ)ଠାରେ ଉଦ୍‌ଘାଟିତ ହୋଇଯାଇଛି।…

ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଥିବାବେଳେ ଏହା ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଛତିଶଗଡ଼ ଧାମତାରୀ ଜିଲାର ଏକ ଛୋଟ ଗାଁ ପାରସତରାଇ ଜଳ ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ମରୁଡ଼ି…

ହମାସ୍‌, ହେଜ୍‌ବୋଲ୍ଲା ପରେ ହୁଟି

ଜେରୁଜେଲମ୍‌/ବେରୁଟ୍‌/ ତେହରାନ/,୩୦ା୯: ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ନିରୀହଙ୍କ ଜୀବନ ନେବା ପରେ ଅନେକଙ୍କୁ ପଣବନ୍ଦୀ କରିଥିଲା। ସେବେଠୁ ଇସ୍ରାଏଲୀ ସେନା ଓ ହମାସ୍‌ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ…

‘ଯୌନକାର୍ଯ୍ୟ ଦେଖିବାକୁ ବାଧ୍ୟ କରିଥିଲେ’

ଥିରୁଭାନନ୍ତପୁରମ, ୩୦।୯: ମଲିଉଡ୍‌ର ବରିଷ୍ଠ ଫିଲ୍ମ ନିର୍ମାତା ବାଲଚନ୍ଦ୍ର ମେନନ୍‌ଙ୍କ ବିରୋଧରେ ରବିବାର ଅଭିନେତ୍ରୀ ମିନୁ ମୁନିର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ୨୦୦୭ରେ ଅନ୍ୟମାନଙ୍କ ସହ ମିଶି ସେକ୍ସୁଆଲ ଆକ୍ଟ ଦେଖିବାକୁ ତାଙ୍କୁ ମେନନ୍‌ ବାଧ୍ୟ କରିଥିଲେ ବୋଲି ମିନୁ…

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌: ୩୭ ଆତଙ୍କବାଦୀ ନିହତ

ବେରୁଟ୍‌,୩୦ା୯: ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌ରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌କାଏଦା ସହ ସମ୍ପୃକ୍ତ ଗ୍ରୁପ୍‌ ଦ୍ୱାରା ଆତଙ୍କବାଦୀ ଭାବେ ସ୍ବୀକୃତି ପାଇଥିଲେ ବୋଲି ଆମେରିକା ସେନା କହିଛି। ମୃତକଙ୍କ ମଧ୍ୟରୁ ୨ ଜଣ…

କଶ୍ମୀରରେ ନିର୍ବାଚନ ପ୍ରଚାର ଶେଷ

ଶ୍ରୀନଗର,୩୦ା୯: ଜମ୍ମୁ-କଶ୍ମୀର ବିଧାନସଭାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ହେବାକୁ ଥିବାବେଳେ ଏଥିପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଶେଷ ପର୍ଯ୍ୟାୟର ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋର୍‌ଦାର ପ୍ରଚାର କରାଯାଇଥିଲା। ବିଶେଷ କରି…

ବିଶ୍ୱ ଅନୁବାଦ ଦିବସ: ପ୍ରତିବନ୍ଧକ ଦୂର କରେ ଭାଷା….

ପ୍ରତିବର୍ଷ ୩୦ ସେପ୍ଟେମ୍ବରରେ ବିଶ୍ୱ ଅନୁବାଦ ଦିବସ ପାଳନ କରାଯାଇଥାଏ। ଚଳିତବର୍ଷ ଏହାର ଥିମ୍‌ ରହିଛି, ‘ଅନୁବାଦ ସଂରକ୍ଷଣର ଏକ କଳା, ସ୍ବଦେଶୀ ଭାଷା ପାଇଁ ନୈତିକ ଏବଂ ଭୌତିକ ଅଧିକାର’। ଏହି ଥିମ୍‌ ଅଧୀନରେ କପିରାଇଟ, ତଥ୍ୟ ସଂଗ୍ରହ ଏବଂ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଭାଜପାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୯।୯: ଆଗକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭାଜପାର ନିର୍ବାଚନ ପ୍ରଚାର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହଛି। ପୂର୍ବାହ୍ନ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri