Home

ଆଟମାନେଙ୍କୁ ଜରିମାନା

ପ୍ୟାରିସ, ୧।୬ (ପି.ଟି.): ଫ୍ରେଞ୍ଚ୍‌ ଟେନିସ ଖେଳାଳି ଟେରେନ୍ସ ଆଟମାନେଙ୍କୁ ୨୫,୦୦୦ ଆମେରିକୀୟ ଡଲାର (ପାଖାପାଖି ୨୩,୦୦୦ ୟୁରୋ) ଜରିମାନା ଆକାରରେ ଦେବାକୁ ପଡ଼ିଛି। ଏହା ହେଉଛି ତାଙ୍କ ପ୍ରାଇଜ୍‌ମନିର ଏକ ତୃତୀୟାଂଶ। ସେ ପ୍ରଥମ ରାଉଣ୍ଡ ମ୍ୟାଚ ହାରିବାପରେ କ୍ରୋଧରେ…

ଶିବ ପ୍ରସାଦଙ୍କୁ ସୁଯୋଗ

ଭୁବନେଶ୍ୱର, ୧।୬(ତପନ ସ୍ବାଇଁ): ଭାରତୀୟ ୨୦ ବର୍ଷରୁ କମ୍‌ ଫୁଟବଲ ଦଳ ମନୋନୟନ ପାଇଁ ଟ୍ରାଏଲ୍ସ ଜୁନ୍‌ ୪ରୁ ୯ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ଓଡ଼ିଶାର ଫୁଟବଲ ପ୍ରତିଭା ଏ. ଶିବ ପ୍ରସାଦ ମନୋନୀତ…

ତନେଇରାର ସାବିତ୍ରୀ,ରଜ ଅଫର

ଭୁବନେଶ୍ୱର,୧।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତନେଇରା ପକ୍ଷରୁ ସାବିତ୍ରୀ ଓ ରଜ ଉପଲକ୍ଷେ ସ୍ବତନ୍ତ୍ର ଗୋଲ୍‌ଡ କଏନ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁନ୍‌ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରର ଷ୍ଟେଶନ ସ୍କୋୟାରସ୍ଥିତ ତନେଇରା…

୮.୨% ହୋଇପାରେ ଜିଡିପି ଅଭିବୃଦ୍ଧି

ଭୁବନେଶ୍ୱର,୧।୬(ଅନୁରାଧା ମହାରଣା): ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ), ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ କାର୍ଯ୍ୟାନ୍ବୟନ ପକ୍ଷରୁୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ସାମୟିକ ଆକଳନ ପ୍ରକାଶ ପାଇଛି। ଏହାସହ ୨୦୨୩-୨୪ର ଚତୁର୍ଥ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ) ପାଇଁ…

ଟ୍ରେଣ୍ଡସ୍‌ର ରଜ ମଉଜ

ଭୁବନେଶ୍ୱର, ୧।୬(ଅଭୟ ଦାଶ): ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡସ୍‌’ର ରଜ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଶନିବାରଠାରୁ ଟ୍ରେଣ୍ଡସ୍‌ର ରଜ ମଉଜ ଏବଂ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତା ସହ ରଜ ଅଭିଯାନ ଆରମ୍ଭ ହୋଇଯାଇଛି।…

ମାଲାବାରର ସ୍ବତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ

ଭୁବନେଶ୍ୱର, ୧।୬ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସର ଚନ୍ଦ୍ରଶେଖରପୁରସ୍ଥିତ ଏକ୍ସକ୍ଲୁସିଭ ଆଉଟ୍‌ଲେଟ ପରିସରରେ ଏକ ୧୦ ଦିନିଆ ସ୍ବତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଏପରିକି ମାଲାବାରର ପ୍ରିମିୟମ ଅଳଙ୍କାର ‘ଏରା ଆଣ୍ଡ ପ୍ରେସିଆ ଜୁଏଲେରି ଫେଷ୍ଟିଭାଲ’…

ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ୱ

ଭୁବନେଶ୍ୱର, ୧।୬: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ ତଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ୟୁକୋ ବ୍ୟାଙ୍କର ମିଳିତ ସହଯୋଗରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ…

ପୁଷ୍ଟିକର ଖାଦ୍ୟରେ ଦୁଗ୍ଧର ଭୂମିକା

ଦୁଗ୍ଧ ହେଉଛି ବିଭିନ୍ନ ଖାଦ୍ୟ ମଧ୍ୟରେ ମନୁଷ୍ୟ ତଥା ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ପ୍ରକୃତିର ଶ୍ରେଷ୍ଠ ଦାନ। ଆମ ବିଶ୍ୱରେ ଏପରି ଏକ କୌଣସି ଖାଦ୍ୟ ନାହିଁ, ଯାହାକି ଦୁଗ୍ଧର ପରିପୂରକ ବା ସମକକ୍ଷ ହୋଇପାରିବ। ଜନ୍ମଠାରୁ ଆରମ୍ଭ କରି…

ଭଗବାନ୍‌ଙ୍କ ସବୁଠୁ ମୂଲ୍ୟବାନ୍‌ ଉପହାର ମାତାପିତା

ଭାରତୀୟ ସଂସ୍କୃତିରେ ମାତାପିତାଙ୍କୁ ଚଳନ୍ତି ଭଗବାନ ମାନ୍ୟତା ଦିଆଯାଇଛି। କୁହାଯାଏ ଯେ, ମାତାପିତା ହେଉଛନ୍ତି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସବୁଠାରୁ ମୂଲ୍ୟବାନ ଉପହାର ଏବଂ ଜୀବନରେ କେହି ସେମାନଙ୍କ ସ୍ଥାନ ନେଇ ପାରିବେ ନାହିଁ। ମାତାପିତାଙ୍କ ଉତ୍ସର୍ଗ, ପ୍ରେମ ଓ ବଳିଦାନକୁ…

କମିଲା ଗ୍ୟାସ ଦାମ୍‌

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଏହି…

ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣାକର

ନୂଆଦିଲ୍ଲୀ, ୧।୬: ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ହିଟ୍‌ଓ୍ବେଭ ସ୍ଥିତି ଜାରିରହିଛି। ଏହାଫଳରେ ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ପାରକରୁଛି। ଏପରି ସ୍ଥିତିରେ ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ରାଜସ୍ଥାନ ହାଇକୋର୍ଟ କହିଛନ୍ତି। ଜଷ୍ଟିସ…

୮ ରାଜ୍ୟର ୫୭ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୯୦୪ ଜଣ ପ୍ରାର୍ଥିଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନ ୨୦୨୪ର ଛଅଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ସପ୍ତମ ପର୍ଯ୍ୟାୟ ପାଇଁ ଆଠଟି ରାଜ୍ୟର ୫୭ଟି ଆସନରେ ଭୋଟରମାନେ ସେମାନଙ୍କର ମତ ବ୍ୟବହାର କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri