Home

କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍‌ ନାଗପୁରର ରାମ ଜୀ ଶ୍ୟାମ ଜୀ ପୋହା ବିକ୍ରେତାଙ୍କୁ ଦେଖା କରି ସେଠାରେ ପୋହା ତିଆରି କରି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ…

ଜାଣନ୍ତୁ ଏମିତି କୌଶଳ ଆପଣାଇଲେ ପୂରା ବଦଳିଯିବ ଦିଲ୍ଲୀର ଚିତ୍ର, କେବେ ବି ହେବ ନାହିଁ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୮ା୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୂ ପ୍ରଦୂଷଣ ହାର ସୀମା ଟପିଛି। ଏଥିଯୋଗୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀ-ଏନ୍‌ସିଆର ସିଭିୟର ପ୍ଲସ୍‌ ବର୍ଗରେ ଆସିଛି। ଅନେକ ସ୍ଥାନରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)୪୫୦…

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଅଳଙ୍କାର ଗଣତି

ଭୁବନେଶ୍ୱର/ପୁରୀ,୧୮ା୧୧: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ରତ୍ନଭଣ୍ଡାର ଅଳଙ୍କାର ଗଣତିକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାରର ଗଣତି ମଣତି ଶେଷ ହେବ। କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ…

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’, ଫଲିକ୍‌ ଏସିଡ଼୍‌, ଲୌହ, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଇତ୍ୟାଦି ଉପାଦାନ ଭରି ରହିଛି।…

ସୌଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଦିଆଯାଇଛି ଫାଶୀ, କେତେଜଣ ଭାରତୀୟ ଅଛନ୍ତି ଏଥିରେ ସାମିଲ? ଜାଣନ୍ତୁ…

ରିୟାଦ,୧୮।୧୧: ଚଳିତ ବର୍ଷ ସୌଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀ ଦିଆଯାଇଛି (Saudi Arabia Executes Over 100 Foreigners)। ମାନବ ଅଧିକାର ସଂଗଠନର ଉଦ୍ଧୃତ ଖବର ସମ୍ବାଦ ଏଜେନ୍ସି ଏଏଫପି ଏହି ସୂଚନା ଦେଇଛି। ଗତ ତିନି ବର୍ଷ…

ଭାଜପାରେ ସାମିଲ ହେଲେ କୈଳାଶ ଗେହଲୋଟ

ନୂଆଦିଲ୍ଲୀ,୧୮।୧୧: ମନ୍ତ୍ରୀ ପଦ ଏବଂ ଆମ ଆଦମୀ ପାର୍ଟି (ଏଏପି) ରୁ ଇସ୍ତଫା ଦେଇଛନ୍ତି ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା କୈଳାଶ ଗେହଲୋଟ। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ତାଙ୍କୁ ସୋମବାର ଜାତୀୟ…

ସୈନିକ ସ୍କୁଲ ଡମ୍ପିଂୟାର୍ଡରୁ ପୁଣି ଦୁର୍ଗନ୍ଧ

ଭୁବନେଶ୍ୱର,୧୮ା୧୧(ଅନିଲ ଦାସ): ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ସରକାର ବଦଳିଛି ହେଲେ ସହରର ବର୍ଜ୍ୟ ପରିଚାଳନାରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୈନିକ ସ୍କୁଲ ଡମ୍ପିଂୟାର୍ଡରୁ ବାହାରୁଥିବା ଦୁର୍ଗନ୍ଧ ପୁଣି ସାରା…

ଇରାନର ପରବର୍ତ୍ତି ସୁପ୍ରିମ ଲିଡର ହେବେ ମୋଜତବା? ଖାମୋନେଇ ହଠାତ୍‌ କାହିଁକି ପୁଅକୁ ବାଛିଲେ ଉତ୍ତରାଧିକାରୀ

ଜେରୁଜେଳମ,୧୮।୧୧: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଇରାନର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଖବର ଅନୁଯାୟୀ, ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ କୋମାକୁ ଯାଇ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଇରାନର ସର୍ବୋଚ୍ଚ ନେତା…

ଲୋପ ପାଉଛି ପାରମ୍ପରିକ ଚାଷ, କଳାହାଣ୍ଡି ଜିଲା ହରାଉଛି ଜୈବ ବିବିଧତା

ଭବାନୀପାଟଣା,୧୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ଚାଷ ଓ ବିହନ କିସମ ଲୋପ ପାଇବାରେ ଲାଗିଥିବା ବେଳେ ଜୈବ ବିଭିଧତା ହରାଇବାରେ ଲାଗିଛି। ସେହିପରି ବହୁ ବର୍ଷ ଧରି ଚାଲିଆସିଥିବା ମିଶ୍ରିତ ଚାଷ…

ଜଣାପଡିଲା ସତ! ଘରେ ଥିବା ଗାଡ଼ିର କେମିତି କଟୁଛି ଚାଲାଣ

ଭାଗଲପୁର,୧୮।୧୧: ଟ୍ରାଫିକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଭାଗଲପୁରରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି, କିନ୍ତୁ ଏହା ସତ୍ତ୍ୱେ୍‌ ଲୋକମାନେ ନିଜ ଚତୁରତା ଦ୍ୱାରା ଅନ୍ୟମାନଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ବାସ୍ତବରେ, ଏହି ସମଗ୍ର ବିଷୟ ବିହାର ଭାଗଲପୁର ଜିଲାର, ଯେଉଁଠାରେ ଟ୍ରାଫିକ…

ଆଜି ଭାଜପାରେ ସାମିଲ ହୋଇପାରନ୍ତି କୈଳାଶ ଗେହଲୋଟ, ଗୋଟିଏ ଦିନ ପୂର୍ବରୁ ଛାଡିଥିଲେ ଏଏପି

ନୂଆଦିଲ୍ଲୀ,୧୮।୧୧: ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନଜାଫଗଡ ବିଧାୟକ କୈଳାଶ ଗେହଲୋଟ ଆଜି ଅର୍ଥାତ୍‌ ସୋମବାର ଭାଜପାରେ ଯୋଗ ଦେଇ ପାରନ୍ତି॥ ଦିନ ପ୍ରାୟ ୧୨ଟା ୩୦ରେ ସେ ଭାଜପାର ସଦସ୍ୟତା ଗ୍ରହଣ…

ସେମ୍ବକର୍ପର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରି ରବିବାର ବିଭିନ୍ନ କମ୍ପାନୀର ଶୀର୍ଷ ନେତୃତ୍ୱମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏହା ହେଉଛି ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?