Home

‘ଇମ୍ରାନ ଖାଁ ବାହାରକୁ ଆସିଲେ ହେବ ହିଂସା,’ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ କାହିଁକି ୨୦୨୯ ପର୍ଯ୍ୟନ୍ତ ଜେଲରେ ରହିବା ଉଚିତ ଇମ୍ରାନ

ଇସଲାମାବାଦ,୧୬।୬: ପାକିସ୍ତାନର ଲୋକମାନେ ବିଶ୍ୱାସ କରନ୍ତି ଯେ ଦେଶର ଆର୍ଥିକ ସ୍ଥିରତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୨୦୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଜେଲରେ ରଖିବା ଆବଶ୍ୟକ। ପାକିସ୍ତାନର ଜଣେ ମନ୍ତ୍ରୀ ଏହି ଦାବି କରିଛନ୍ତି। ସଂଘିୟ ଯୋଜନା ଏବଂ…

ଇତିହାସ ରଚିବାକୁ ଯାଉଛନ୍ତି ହିଟ୍‌ମ୍ୟାନ୍‌: ଟି-୨୦ରେ ଏମିତି ହାସଲ କରିବାରେ ହେବେ ପ୍ରଥମ ବ୍ୟାଟ୍ସମ୍ୟାନ୍‌

ନ୍ୟୁୟର୍କ,୧୬।୬: ଭାରତୀୟ ଦଳ ଆଫଗାନିସ୍ତାନ ସହିତ ଜୁନ ୨୦ରେ ଟି-୨୦ ବିଶ୍ୱକପ ୨୦୨୪ର ସୁପର ୮ ରାଉଣ୍ଡରେ ଖେଳିବ। ସୁପର ୮ ରାଉଣ୍ଡରେ ଭାରତକୁ ତିନୋଟି ମ୍ୟାଚ ଖେଳିବାକୁ ପଡିବ। ସୁପର ୮ ରାଉଣ୍ଡରେ ନିଜ ଗ୍ରୁପ୍‌ରେ ଟପ ୨ରେ ଶେଷ…

ଭାରତ ଜି-୭ର ଅଂଶ ନୁହେଁ, ତଥାପି ଇଟାଲୀରେ କିଭଳି ସେଣ୍ଟର ପଏଣ୍ଟରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଜି୭ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲିରୁ ଭାରତ ଫେରି ଆସିଛନ୍ତି। ହେଲେ ଗତ ୨ ଦିନ ମଧ୍ୟରେ ବିଶ୍ୱନେତାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହାର ଯେଉଁ ଫଟୋ ଶେଷରେ ସାମ୍ନାକୁ ଆସିଥିଲା, ସେଥିରେ…

ଆସିବ ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ ରିପୋର୍ଟ

ନୂଆଦିଲ୍ଲୀ,୧୬ା୬: କେନ୍ଦ୍ର କ୍ୟାବିନେଟ୍‌ରେ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଏନ୍‌ଡିଏ ସରକାରଙ୍କ ୧୦୦ ଦିନିଆ ଯୋଜନାର ଅଂଶ ଭାବରେ ଆସନ୍ତା ସପ୍ତାହେ, ଦୁଇ ସପ୍ତାହ ମଧ୍ୟରେ ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କେନ୍ଦ୍ର…

ବଢିଲା ଖରାଛୁଟି, ଏହିଦିନ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧୬।୬: ବଢିଲା ଖରା ଛୁଟି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛୁଟି ବଢାଇବାକୁ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମଛୁଟିକୁ ଆହୁରି କିଛିଦିନ ପାଇଁ ବଢାଇ ଦିଆଯାଇଛି। ଜୁନ ୨୮ରେ ସ୍କୁଲ ଖୋଲିବ ବୋଲି ସୂଚନା ଜାରି କରାଯାଇଛି। କହିରଖୁଛୁ କି,…

ରାହୁଲ ଦ୍ରାଭିଡଙ୍କ ସ୍ଥାନ ନେବେ ଗୌତମ ଗମ୍ଭିର…ହେବେ ଟିମ ଇଣ୍ଡିଆର ନୂଆ ହେଡ କୋଚ! ଜାଣନ୍ତୁ କେବେ ହେବ ଘୋଷଣା

ନୂଆଦିଲ୍ଲୀ,୧୬।୬: ଟି -୨୦ ବିଶ୍ୱକପ ୨୦୨୪ ଶେଷ ହେବାକୁ ଯାଉଛି। ଭାରତର ନୂତନ କୋଚ ସମ୍ପର୍କରେ ଆଲୋଚନା ମଧ୍ୟ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଏହି ବିଶ୍ୱକପ ପରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ବିସିସିଆଇ…

ଲୋକ ସଭା ବାଚସ୍ପତି ନିର୍ବାଚନ ଭିତରେ ସଞ୍ଜୟ ରାଉତ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଲୋକ ସଭା ବାଚସ୍ପତି ପଦବୀ ଏନଡିଏ ମିଳିତ ମେଣ୍ଟର ଜଣେ ନେତାଙ୍କ ନିକଟକୁ ଯିବା ଉଚିତ ବୋଲି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରାବାବୁ ନାଇଡୁ ଲୋକ ସଭା ବାଚସ୍ପତି ପଦ ମାଗିଛନ୍ତି ଏବଂ…

ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସ୍‌ଜିଦ ବିଷୟବସ୍ତୁ

ନୂଆଦିଲ୍ଲୀ,୧୬ା୬: ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ବହି ବଜାରକୁ ଆସିଛି। ଏହି ବହିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଯୋଧ୍ୟା ବିବାଦ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ ଘଟିଛି, ଯେଉଁଠାରେ ବାବ୍ରି ମସ୍‌ଜିଦ ଉକ୍ତ ବହିରେ ନାହିଁ। ମସ୍‌ଜିଦର…

ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଅଯୋଧ୍ୟାରେ ଲୋକ ସଭା ନିର୍ବାଚନ ହାରିବା ପରେ ଭାଜପାର ବୁଦ୍ଧି ପଶିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ବିସ୍ଥାପିତଙ୍କ ପାଇଁ ପୁଣି ନିଜର ନୀତି ପରିବର୍ତ୍ତନ କରିଛନ୍ତି। କହିରଖୁଛୁ କି, ଅଯୋଧ୍ୟା ମନ୍ଦିର ନିର୍ମାଣବେଳେ ଅଯୋଧ୍ୟାରେ ବସବାସ କରୁଥିବା ଅନେକ…

ଶଳାଙ୍କୁ ଗୁଳି କରି ହତ୍ୟା କଲେ ଭିଣୋଇ

ପାରଳାଖେମୁଣ୍ଡି,୧୬ା୬(ଗିରିଧାରୀ ପରିଚ୍ଛା): ଶଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗାଁରେ। ମୃତକ ଶଳା ହେଲେ କୈଳାସ ନାୟକ। ରବିବାର ସକାଳୁ ଏ ବିଷୟରେ ଜଣାପଡ଼ିଛି। ଶିକାର କରିବାକୁ…

ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭଦ୍ରକ ଜିଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି…

ମୋଦିଙ୍କୁ ଚିଠି ଲେଖିଲେ ପାଲେଷ୍ଟାଇନ୍‌ ପ୍ରଧାନମନ୍ତ୍ରୀ, କହିଲେ ଏହାକୁ ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବି ପଢ଼ିବା ଉଚିତ, କାରଣ…

ଜେରୁଜେଲମ୍‌,୧୬ା୬: ପଡ଼ୋଶୀ ଦେଶ ପାକିସ୍ତାନ ନିଜକୁ ମୁସଲମାନ ଦେଶର ବାଦ୍‌ଶାହା ଭାବରେ ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିଛି। ସେ ଅନୁଭବ କରୁଛି ଯେ, ସେ ବିଶ୍ୱର ମୁସଲମାନ ଦେଶଗୁଡ଼ିକର ନେତୃତ୍ୱ ନେଉଛି। କିନ୍ତୁ ବାସ୍ତବତା ଏହା ବ୍ୟତୀତ ଅନ୍ୟ କିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri