ହଠାତ୍ ଥରେ ଏହି ମହିଳାଙ୍କୁ ଫୋନ୍ କରିଥିଲେ ଅବଦୁଲ୍ କଲାମ୍: ଏବେ ହେଲା ଖୁଲାସା
ନୂଆଦିଲ୍ଲୀ,୨୬।୬: ଲେଖକ, ସାମାଜିକ କର୍ମୀ ତଥା ରାଜ୍ୟ ସଭା ସଦସ୍ୟ ସୁଧା ମୁର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ୨୦୦୬ରେ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ହାତରୁ ପଦ୍ମଶ୍ରୀ ନେବା ବେଳର ଫଟୋ ଶେୟାର କରି ସେ କହିଛନ୍ତି, ସେ ଥରେ ପୂର୍ବତନ…
ହାତ ଧରାଧରି ହୋଇ ପାର୍ଲାମେଣ୍ଟ ଭିତରକୁ ପ୍ରବେଶ କଲେ କଙ୍ଗନା-ଚିରାଗ, ଭାଇରାଲ ହେଉଛି ଭିଡିଓ
ଶିମ୍ଲା,୨୬ା୬: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନ ଜିତିବା ପରେ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବତ ଚର୍ଚ୍ଚାରେ ରହିଛନ୍ତି। ଆଜିକାଲି ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୧୩…
ବାଚସ୍ପତି ପରେ ଏବେ ଉପବାଚସ୍ପତି ହେବେ କିଏ? ଏନଡିଏ ଦେବ ବିରୋଧୀଙ୍କୁ ଚାନ୍ସ…
ନୂଆଦିଲ୍ଲୀ,୨୬।୬:ଭାଜପା ଏମପି ଓମ ବିର୍ଲା ଦ୍ୱିତୀୟ ଥର ପାଇଁ ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଚସ୍ପତିି ହୋଇ ବଳରାମ ଜାଖର ଜିଏମ ବାଲାୟୋଗୀ ଏବଂ ପିଏ ସାଙ୍ଗମା ତାଲିକାରେ ଯୋଗ ଦେଇଛନ୍ତି। ଲୋକ…
କହୁ କହୁ ଏମିତି କହିଦେଲେ କେଜ୍ରିଓ୍ବାଲ୍ଙ୍କ ସ୍ତ୍ରୀ
ନୂଆଦିଲ୍ଲୀ,୨୬।୬:ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ତ୍ରୀ ସୁନୀତା କେଜ୍ରିୱାଲ କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଦାବି…
ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ…
ଅମରାବତି,୨୬।୬: ଭାରତୀୟ ଅଲରାଉଣ୍ଡର ହନୁମା ବିହାରୀ ଏବେ ଆନ୍ଧ୍ରପ୍ରଦେଶ ପାଇଁ ଖେଳିବେ। ୩ ବର୍ଷ ପୂର୍ବେ ସେ କେବେହେଲେ ଆନ୍ଧ୍ର ଲାଗି ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏବେ ସେ ନୂଆ ସରକାର ଗଠନ ପରେ ୟୁ-ଟର୍ନ ମାରିଥିବା…
ସାମ୍ବାଦିକଙ୍କୁ ପୂର୍ବତନ ମନ୍ତ୍ରୀ କୁକୁର ଲଗାଇ ଆକ୍ରମଣ ଘଟଣାର ପ୍ରତିବାଦ, ସୁରକ୍ଷା ଆଇନ ପ୍ରଣୟନ ଦାବି
ବାରିପଦା,୨୬ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଭୁବନେଶ୍ବରଠାରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୂର୍ବତନ ମନ୍ତ୍ରୀ କୁକୁର ଲଗାଇ ଆକ୍ରମଣ କରିବା ଘଟଣାରେ ମୟୂରଭଞ୍ଜ ଜିଲାର କାର୍ଯ୍ୟରତ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ପ୍ରତିବାଦ ଜଣାଇଛନ୍ତି। ଦୋଷୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାଜ୍ୟରେ…
‘ଓଓ୍ବାଇସିଙ୍କ ଜିଭ କାଟି ଆଣିଲେ ଉପହାର ଦେବି’
ନୂଆଦିଲ୍ଲୀ,୨୬।୬: ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓଓ୍ବାଇସିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଭାଜପା ବିଧାୟକ ନୀତେଶ ରାଣେ। ଯଦି କେହି ଓଓ୍ବାଇସିଙ୍କର ଜିଭକୁ କାଟି ଆଣିବ ତେବେ ସେ ତାଙ୍କୁ ଉପହାର ଦେବେ ବୋଲି ସେ କହିଛନ୍ତି। ମଙ୍ଗଳବାର ଲୋକ ସଭା…
ପ୍ରବଳ ଗରମ ଯୋଗୁ ତରଳିଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତି
ଓ୍ବାଶିଂଟନ୍,୨୬।୬: ଆଜିକାଲି ଆମେରିକାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଗ୍ରୀଷ୍ମ ମଝିରେ ୱାଶିଂଟନ ଡିସିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ୬…
ରାସ୍ତା ମଝିରେ ଗର୍ତ୍ତକୁ ନେଇ ଅସନ୍ତୋଷ
ଗଞ୍ଜାମ,୨୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମକୁ ଯିବା ମୁଖ୍ୟ ରାସ୍ତାରେ ଡ୍ରେନ୍ର ପ୍ଲେଟ୍ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଗାଁର ମୁଖ୍ୟ ରାସ୍ତା ହୋଇଥିବା ଯୋଗୁ ଯାତାୟାତରେ ଘୋର ସମସ୍ୟା ଦେଖାଦେଇଛି। ଏଥିସହ ସେଠାରେ ଏକ…
ରାହୁଲଙ୍କ ପାଇଁ ବିକ୍ରି ହେଲାଣି ୫ହଜାର ସମ୍ବିଧାନ କପି!
ନୂଆଦିଲ୍ଲୀ,୨୬।୬: ଲୋକ ସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ସମ୍ବିଧାନର କୋଟ ପକେଟ ସଂସ୍କରଣକୁ ପ୍ରତୀକ ଭାବରେ ବ୍ୟବହାର କରିଥିଲା। ସେବେଠାରୁ ଦେଶରେ ସମ୍ବିଧାନ ଏବଂ ଏହାର ପୁସ୍ତକ ପୁଣିଥରେ ଚର୍ଚ୍ଚାକୁ ଆସିଛି। ବିଶେଷ କରି ଏହି…
ସୂର୍ଯ୍ୟକୁମାରଙ୍କୁ ହଟାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୬।୬: ଟି -୨୦ ବିଶ୍ୱକପ ୨୦୨୪ ମଧ୍ୟରେ ଆଇସିସି ଦ୍ୱାରା ଟି-୨୦ ର଼୍ୟାଙ୍କିଙ୍ଗ୍ ପ୍ରକାଶ ପାଇଛି। ଏଥର ର଼୍ୟାଙ୍କିଙ୍ଗରେ ବହୁତ ବଡ ଓଲଟପାଲଟ ଘଟିଛି। ବିଶେଷ କଥା ହେଉଛି ଦୀର୍ଘ ଦିନ ଧରି ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଭାରତର…
ପଦ୍ମପୁରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ମାଜିଷ୍ଟ୍ରେଟ୍, ପୌରାଧିକାରୀଙ୍କ ସମେତ ପୋଲିସ ମୁତୟନ
ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ପଦ୍ମପୁର ଭେଉଁରିଆ ଛକ ସମେତ ଜଗଦଲପୁର, ପାଇକମାଲ ରାସ୍ତା ଓ ବହୁ ପୁରାତନ ପଞ୍ଚାୟତ ଇଣ୍ଡଷ୍ଟ୍ରିର କୋଠାକୁ ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପଦ୍ମପୁର ତହସିଲଦାର ବିପିନ ବିହାରୀ ପଧାନ, ପଦ୍ମପୁର ନିର୍ବାହୀ ଅଧିକାରୀ…
Archives


