Home

ଆଜିଠୁ ଲାଗୁ ହେଲା ନୂଆ ନିୟମ, ନକଲି ସିମ୍‌ କିଣିଲେ ଗଣିବେ ୫୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୬ା୬: ଆଜି ଅର୍ଥାତ୍‌ ୨୬ ଜୁନ୍‌ରୁ ନୂଆ ‘ଟେଲିକମ୍ୟୁନିକେଶନ କାନୁନ୍‌ ୨୦୨୩) ସମଗ୍ର ଦେଶରେ ଲାଗୁ ହୋଇଛି। ଏବେ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏବେ ଭାରତୀୟମାନେ ଅତି ବେଶିରେ ଜୀବନକାଳ ମଧ୍ୟରେ ମାତ୍ର ୯ଟି ସିମ୍‌ ନେଇପାରିବେ। ଏଥିସହିତ…

ପୃଥିବୀ ଉପରେ ମାଡିଆସୁଛି ବିପଦ: ନାସା ଦେଲା ଚେତାବନୀ

ନୂଆଦିଲ୍ଲୀ୨୬।୬: ଗ୍ରୀନହାଉସ ଗ୍ୟାସ ପୃଥିବୀରେ କ’ଣ ଖରାପ ପ୍ରଭାବ ପକାଏ, ଆମେରିକାର ସ୍ପେସ ଏଜେନ୍ସି ନାସା ଦ୍ୱାରା ଭିଜୁଆଲାଇଜେସନ ମାଧ୍ୟମରେ ଦର୍ଶାଯାଇଛି। ନାସା ଏହି ଭିଜୁଆଲାଇଜେସନକୁ ସୋସିଆଲ ମିଡିଆରେ ଶେୟାର କରିଛି। ନାସା ଲେଖିଛି ଯେ, ମାନବ କାର୍ଯ୍ୟକଳାପ ଦ୍ୱାରା ଉତ୍ପାଦିତ…

ହଷ୍ଟେଲରେ ରହି ପଢ଼ିବାକୁ ଯାଇଥିଲେ, ଘରକୁ ଫେରିଲା ଛାତ୍ରୀଙ୍କ ମୃତଦେହ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ହଷ୍ଟେଲରେ ରହି ପାଠ ପଢ଼ିବାକୁ ଯାଇଥିଲେ ଜଣେ ଛାତ୍ରୀ। ହେଲେ ଘରକୁ ଫେରିଲା ତାଙ୍କ ମୃତଦେହ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟରେ। ସୂଚନାନୁଯାୟୀ, ବୁଡ୍ରୁକିଆ ଆଶ୍ରମ…

ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ କିଣିପାରେ। ପରିବାରର ଭରଣପୋଷଣରେ ମଧ୍ୟ ଧନର ଆବଶ୍ୟକତା ରହିଛି। ଏଥିଲାଗି ରୋଜଗାର କରିବାକୁ ଲୋକମାନେ…

ଷ୍ଟଣ୍ଟ୍‌ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ବାଇକ୍‌ରେ ଷ୍ଟଣ୍ଟ କରି ଦ୍ରୁତଗତିରେ ଯାଉଥିବା ବେଳେ ଏହା ତାଙ୍କ ପାଇଁ କାଳ ସାଜିଛି। ଏକ ଘରୋଇ ଆମ୍ବୁଲାନ୍ସ ମୃତଦେହ ଧରି…

ଆଜିଯାଏ କାହିଁକି ଅବିବାହିତ ଅଛନ୍ତି ସଲମାନ? ବାପା ସଲିମ କହିଲେ କାରଣ…

ବମ୍ବେ: ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ ବ୍ୟାଚେଲର ହେଉଛନ୍ତି ଦବଙ୍ଗ ଖାନ୍‌ ସଲମାନ। ଏଯାଏ ଅବିବାହିତ ଥିବାରୁ ତାଙ୍କର ମହିଳା ପ୍ରଶଂସକଙ୍କ ସଂଖ୍ୟା କାହିଁରେ କେତେ। ଅନେକ ସମୟରେ ଏଯାଏ ବିବାହ ନ କରିବା ପଛରେ କାରଣ କ’ଣ ବୋଲି ତାଙ୍କୁ ପଚରାଯାଇଥାଏ।…

ବଜ୍ରପାତରେ ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୬: ବରଗଡ଼ ଜିଲା ପଦ୍ମପୁର ଖଲିଆପଲି ପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା…

ବାଚସ୍ପତି ପଦ ସମ୍ଭାଳିବା ପରେ ପରେ ଜରୁରୀକାଳୀନ ସ୍ଥିତି -ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇଲେ ବିର୍ଲା, ଲୋକ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦ ସମ୍ଭାଳିବା ପରେ ଓମ୍‌ ବିର୍ଲା ଜରୁରୀକାଳୀନ ପରିସ୍ଥିତି ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବୟାନ ଦେଇଥିଲେ। ଏହାକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ବିଶେଷକରି ବିରୋଧୀ ଦଳର ଏମ୍‌ପିମାନେ ଏହାକୁ ଦୃଢ଼ ପ୍ରତିବାଦ…

କଡ଼ା ନିୟମ: ପାର୍ଲାମେଣ୍ଟରେ ଏମ୍‌ପିମାନେ ବ୍ୟବହାର କରିପାରିବେନି ଏସବୁ ଶବ୍ଦ, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୬ା୬: ଭାରତରେ ଲୋକ ସଭା ନିର୍ବାଚନ ଫଳାଫଳ ପରେ ୧୮ ତମ ଲୋକ ସଭା ଗଠନ କରାଯାଇଛି। ଦ୍ୱିତୀୟ ଦିନରେ ଘଟିଥିବା ଏକ ଘଟଣା ବହୁ ଚର୍ଚ୍ଚିତ। ବାସ୍ତବରେ ହାଇଦ୍ରାବାଦ ଏମ୍‌ପି ଅସ୍‌ଦୁଦ୍ଦିନ ଓଓ୍ବାଇସି ଲୋକ ସଭାରେ ଶପଥ ଗ୍ରହଣ କରିବା…

କେଜ୍‌ରିଓ୍ବାଲଙ୍କୁ ପୁଣି ବଡ଼ ଝଟ୍‌କା: ୩ ଦିନ ପାଇଁ ସିବିଆଇ ହେପାଜତକୁ ଗଲେ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ସମସ୍ୟା ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ଏବେ ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ କରିଛି।…

ଗଛମୂଳେ ଖଟି କରୁଥିବା ବେଳେ ହେଲା ବଜ୍ରପାତ: ଚାଲିଗଲା ୩ ଜୀବନ, ଦୁଇ ଗୁରୁତର

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେଓ୍ବାନଡିହିରେ ବୁଧବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ ଦେଓ୍ବାନ ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି…

ପୋଲିସ ଡରରେ ଛଦ୍ମବେଶ ହୋଇ ବୁଲୁଥିଲେ ମୋଦି, ନାଁ ରଖୁଥିଲେ ଭିନ୍ନଭିନ୍ନ

ନୂଆଦିଲ୍ଲୀ,୨୬।୬: ଏମରଜେନ୍ସକୁ ୪୯ବର୍ଷ ପୁରିଛି। ତେବେ ଏହାକୁ ନେଇ ବିରୋଧୀଙ୍କୁ ଆକ୍ରାମଣତ୍ମକ ଭାବରେ ହମଲା କରୁଛି ଏନଡିଏ। ଏମରଜେନ୍ସି ଲାଗୁ ହେବା ପରେ ଏହାକୁ ବିରୋଧ କରୁଥିବା ନେତାଙ୍କୁ ୨ବର୍ଷ ଯାଏଁ ବନ୍ଦୀ ରଖାଗଲା। ତେବେ ଜରୁରୀକାଳୀନ ପରିସ୍ଥିତିକୁ ଘୋର ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri