ରାଣୀଙ୍କୁ ନେଇ ଏମିତି କହିଦେଲେ ଅନୁଷ୍କା ଶର୍ମା
ବଲିଉଡର ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ଆଗାମୀ ଫିଲ୍ମ ‘ମର୍ଦାନୀ-୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲରଟି ନିକଟରେ ମୁକ୍ତିଲାଭ କରିଛି। ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। କେବଳ ପ୍ରଶଂସକ ନୁହେଁ, ସେଲିବ୍ରିଟିମାନେ ରାଣୀଙ୍କୁ ବାଃ ବାଃ କହିଛନ୍ତି। ମର୍ଦାନୀ ୩ ରାଣୀ…
UPI ଏବଂ BHIMରେ କ’ଣ ତଫାତ ,ଟ୍ରାନ୍ଜାକ୍ସନ ଲିମିଟ୍ କେତେ? ଜାଣନ୍ତୁ ସବିଶେଷ…
ନୂଆଦିଲ୍ଲୀ,୨୩।୧: ଆଜିର ଡିଜିଟାଲ୍ ଯୁଗରେ ଭାରତରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ମାଧ୍ୟମରେ UPI ଦ୍ୱାରା ଅନଲାଇନ୍ ପେମେଣ୍ଟ୍ କରୁଛନ୍ତି। କିନ୍ତୁ ଅନେକେ UPI ଏବଂ BHIM ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନାହାନ୍ତି। ଯଦି ଆପଣଙ୍କର ମଧ୍ୟ ଏହି ଦୁଇଟି ମଧ୍ୟରେ…
ଏହି ଦିନ ବ୍ୟାଙ୍କ ଧର୍ମଘଟ ଡାକରା: ଠପ୍ ହୋଇଯିବ…
ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା):ବ୍ୟାଙ୍କିଙ୍ଗ୍ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ(ୟୁଏଫ୍ବିୟୁ) ପକ୍ଷରୁ ଦାବି କରାଯାଇ ୨୭ ତାରିଖରେ ଧର୍ମଘଟର ଡାକରା ଦେଇଛି।…
ଗୋଟିଏ ରକେଟ ଲଞ୍ଚ କରିବା ବେଳେ ୧୯ ଲକ୍ଷ ଲିଟର ପାଣି ଖର୍ଚ୍ଚ କରେ ନାସା, କାରଣ ଜାଣିଲେ ଚକିତ ହେବେ
ଫ୍ଲୋରିଡା: ଯେତେବେଳେ NASAର କୌଣସି ବଡ଼ ରକେଟ ଯେମିତି Space Launch System (SLS) କିମ୍ବା ପୂର୍ବରୁ ସ୍ପେସ ଶଟଲ ଲଞ୍ଚ ହୁଏ, ସେତେବେଳେ ଲଞ୍ଚ ପ୍ୟାଡ ଉପରେ ଲକ୍ଷାଧିକ ଲିଟର୍ ପାଣିର ବର୍ଷା ଦେଖାଯାଏ। ଏହି ପାଣି ରକେଟର ବେଗକୁ…
ବଦଳିବନି ରାତି ତାପମାତ୍ରା: ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ…
ରାଜ୍ୟରେ ଶୀତର ପ୍ରକୋପ କମିବା ସହିତ ଏବେ ତାପମାତ୍ରା ଧୀରେ ଧୀରେ ବଢି ଚାଲିଛି। ତେବେ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି…
ସରସ୍ବତୀ ପୂଜାରେ ପୁରୀରେ ବଡ ଅଘଟଣ: ଜଗନ୍ନାଥ ବସ ଧକ୍କାରେ…
ପୁରୀ,୨୩।୧: ସରସ୍ବତୀ ପୂଜା ଅବସରରେ ପୁରୀରେ ଏକ ବଡ ଅଘଟଣ ଘଟିଛି। ଜଗନ୍ନାଥ ବସ ଧକ୍କାରେ ବୃଦ୍ଧା ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ…
ରକ୍ତ ସଞ୍ଚାଳନ ଉନ୍ନତ କରିବା ପାଇଁ କରନ୍ତୁ ଏହି ୫ ଯୋଗାସନ, ତ୍ବଚାରେ ଆସିବ ଚମକ
ଶୀତ ଋତୁରେ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଏ । ଆମେ ଅଧିକାଂଶ ସମୟ ବସି କିମ୍ବା କମ୍ବଳ ତଳେ ଶୋଇ ରହିଥାଉ। ଏହା ରକ୍ତ ସଞ୍ଚାଳନକୁ ଧୀର କରିଦିଏ । ଏହା ବ୍ୟତୀତ, ଥଣ୍ଡା ପାଗ ରକ୍ତବାହୀ ନଳୀଗୁଡ଼ିକୁ ସଙ୍କୁଚିତ କରିଦିଏ,…
ରାସ୍ତାରେ ଓଲଟି ପଡ଼ିଲା ଟ୍ୟାଙ୍କର, ଗାଡ଼ି ଭିତରୁ…
ଆନନ୍ଦପୁର,୨୩ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ୨୦ ନମ୍ବର ରାଜପଥ କୋଳିମାଟି ନିକଟରେ ଶୁକ୍ରବାର ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କେନ୍ଦୁଝରରୁ ବାଲେଶ୍ୱର ଯାଉଥିବା ଏହି ଟ୍ୟାଙ୍କରଟି କୋଳିମାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାବେଳେ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ…
ଘାଟି ଜଙ୍ଗଲରେ ଧରାପଡିଲେ ଗଞ୍ଜେଇ ମାଫିଆ: ଶହେ କେଜି ଗଞ୍ଜେଇ ଜବତ
ଦାରିଙ୍ଗବାଡି, ୨୩।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ପାଟ୍ରୋଲିଂ ସମୟରେ ମିଳିଛି ବଡ଼ ସଫଳତା। ଗୋଟିଏ କୁଇଣ୍ଟାଲ ଗଞ୍ଜେଇ ଭର୍ତ୍ତି ବସ୍ତା ସହ ଅଟୋକୁ ଜବତ କରିଛି ଦାରିଙ୍ଗବାଡି ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣକୁ ପୋଲିସ ଗିରଫ କରିଛି।…
ଟ୍ରମ୍ପଙ୍କୁ ବୁଡ଼ାଇ ଦେବ ଅହଙ୍କାର: WHO ଓହରିଲା ଆମେରିକା, ମାତ୍ର ଗୋଟିଏ ବର୍ଷରେ…
ଓ୍ବାଶିଂଟନ୍,୨୩।୧: ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ରୁ ଓହରିଯିବାର ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ସମାପ୍ତ କରିଛି। ଏହି ନିଷ୍ପତ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଜାନୁଆରୀ ୨୨, ୨୦୨୬ରେ ସମାପ୍ତ ହୋଇଛି।…
ଜିତିବାର ବଡ଼ ଫର୍ମୁଲା ଦେଲେ ମୋଦି: ଏଣିକି ସବୁ ରାଜ୍ୟରେ ଜିତିବ ଭାଜପା!
ନୂଆଦିଲ୍ଲୀ,୨୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି କେରଳରେ ନବସୃଜନ ଏବଂ ଉଦ୍ୟୋଗୀତା ହବ ପାଇଁ ଶିଳାନ୍ୟାସ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ସ୍ବନିଧି କ୍ରେଡିଟ କାର୍ଡ ମଧ୍ୟ ଆରମ୍ଭ କରିଛନ୍ତି, ଯାହା…
ଏହି କାରଣ ପାଇଁ ଦଳରୁ ବିଦା ହେଲେ ଏନ୍ଏସି ଉପାଧ୍ୟକ୍ଷ
ପାଟଣାଗଡ଼,୨୩ା୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ପତ୍ରସଂଖ୍ୟା ୩୦/୧/ଏସ୍ବି/ବିଜେଡି/୨୦୨୬ରେ ତାଙ୍କୁ ଦଳର ଉପସଭାପତି ପ୍ରତାପ ଜେନା ବହିଷ୍କୃତ କରିଛନ୍ତି। ପ୍ରକାଶ ଯେ,…
Archives


