ନାବାଳିକାଙ୍କୁ ବଳାତ୍କାର କରି ଫସିଲେ ଭାଜପା ନେତା: ଧରିଲା ପୋଲିସ
ନୂଆଦିଲ୍ଲୀ,୨୬ା୬: ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ ୧୩ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ଭାଜପା ନେତା ଆଦିତ୍ୟରାଜ ସାଇନି ଗିରଫ ହୋଇଛନ୍ତି। ଗିରଫଦାରି ପରେ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରିଛି। ଏଥିସହ ଓବିସି ପଛୁଆ ବର୍ଗ କମିଶନ ମନୋନୀତ…
ବଦଳିଯିବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ! ଏପର୍ଯ୍ୟନ୍ତ ୧୨ ବିରୋଧୀ ଦଳ ନେତାଙ୍କ କେମିତି ଥିଲା କାର୍ଯ୍ୟକାଳ
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ଓମ ବିର୍ଲା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଗୃହରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି। ଲୋକ ସଭା ସଚିବାଳୟର ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ରାହୁଲ ଗାନ୍ଧୀଙ୍କ ବିରୋଧୀ ଦଳର ନେତାଙ୍କ…
ସାମ୍ ପିଟ୍ରୋଡାଙ୍କୁ ନେଇ ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୬ା୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ ସାମ୍ ପିଟ୍ରୋଡାଙ୍କୁ ପୁଣି ଥରେ କଂଗ୍ରେସର ଓଭରସିଜ୍ ଅଧ୍ୟକ୍ଷ ନିଯୁକ୍ତ ଦେଇଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବାନୁମାନ ଠିକ୍ ପ୍ରମାଣିତ ହୋଇଛି। ଲୋକ ସଭା ନିର୍ବାଚନ ସମୟରେ…
ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼
ନିରାକାରପୁର,୨୬ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଉପର ବଜାରଠାରେ ଥିବା ରେଳବାଇ ଫାଟକଟିରେ ଦୈନିକ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଏହା ଯୋଗୁ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ସ୍କୁଲ, କଲେଜ ଛାତ୍ରୀଛାତ୍ର ଦୈନିକ ବାଇକ କାର୍ ଅନ୍ୟ ଗାଡ଼ି ଯୋଗେ…
କଂଗ୍ରେସକୁ ଧ୍ୱଂସ ପାଇଁ ୧୫ ବର୍ଷ ନେଲେ ରାହୁଲ ଗାନ୍ଧୀ, ବିରୋଧୀଙ୍କୁ ବିନାଶ ପାଇଁ ଲାଗିବନି ୧୫ ମାସ
ଗାଜିଆବାଦ,୨୬।୬: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ବୁଧବାର ପୁଣି ଥରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଲୋକ ସଭା ନିର୍ବାଚନ ଆରମ୍ଭ ହେବାର କିଛି ମାସ ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପ୍ରମୋଦ କ୍ରିଷ୍ଣମ୍ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ…
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ
ଶ୍ରୀନଗର, ୨୬।୬:ଜମ୍ମୁ-କଶ୍ମୀରର ଡୋଡା ଜିଲା ଅନ୍ତର୍ଗତ ଗନ୍ଦୋହ ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଉକ୍ତ ୩ ଆତଙ୍କବାଦୀ ଲୁଚିଥିବା ନେଇ ଗୋଇନ୍ଦା ଆଧାରରେ ସୂଚନା ମିଳିବାରୁ ବୁଧବାର ସୁରକ୍ଷା ବାହିନୀ…
ବଳାତ୍କାର ମାମଲାରେ ପ୍ରଜ୍ଜ୍ୱଳଙ୍କୁ ବଡ଼ ଝଟ୍କା
ବେଙ୍ଗାଲୁରୁ, ୨୬।୬:କର୍ନାଟକର ଚର୍ଚ୍ଚିତ ସେକ୍ସ-ସ୍କାଣ୍ଡାଲ ମାମଲାରେ ପୂର୍ବତନ ଏମ୍ପି ତଥା ନିଲମ୍ବିତ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍) ନେତା ପ୍ରଜ୍ୱଳ ରେଭନ୍ନା(୩୩)ଙ୍କ ଜାମିନ ଆବେଦନକୁ ବେଙ୍ଗାଲୁରୁର ସ୍ବତନ୍ତ୍ର ଲୋକ ପ୍ରତିନିଧି କୋର୍ଟ ବୁଧବାର ଖାରଜ କରିଛନ୍ତି। ଅନେକ ମହିଳାଙ୍କ ସହ ବଳାତ୍କାର…
‘ରାମମନ୍ଦିର ଗର୍ଭଗୃହରେ ଟୋପାଏ ବି ପଡ଼ିନି ପାଣି’
ଅଯୋଧ୍ୟା,୨୬ା୬: ଅଯୋଧ୍ୟା ରାମମନ୍ଦିରରେ ପାଣି ଲିକ୍ ଖବର ପରେ ବୁଧବାର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସ୍ପଷ୍ଟୀକରଣ ଦିଆଯାଇଛି। ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି ବୋଲି…
କିଏ ସେହି ୨ କୁନି ଝିଅ, ଯାହାଙ୍କୁ କୋଳେଇ ନେଲେ ପ୍ରଧାନମନ୍ତ୍ରା ମୋଦି
ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭବନରେ ତାଙ୍କ କାର୍ଯ୍ୟାଳୟରେ ଦୁଇଜଣ ସ୍ବତନ୍ତ୍ର ଛୋଟ ଅତିଥିଙ୍କୁ ସ୍ବାଗତ କରିଛନ୍ତି। ତାଙ୍କୁ ଦେଖିବା ମାତ୍ରେ ପ୍ରଧାନମନ୍ତ୍ରୀ ଖୁସିରେ ଆତ୍ମହରା ହୋଇଉଠିଥିଲେ। ଉଭୟ ଝିଅ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପରେ ଲେଖାଯାଇଥିବା ଏକ କବିତା…
ଆଜିଠୁ ଲାଗୁ ହେଲା ନୂଆ ନିୟମ, ନକଲି ସିମ୍ କିଣିଲେ ଗଣିବେ ୫୦ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ,୨୬ା୬: ଆଜି ଅର୍ଥାତ୍ ୨୬ ଜୁନ୍ରୁ ନୂଆ ‘ଟେଲିକମ୍ୟୁନିକେଶନ କାନୁନ୍ ୨୦୨୩) ସମଗ୍ର ଦେଶରେ ଲାଗୁ ହୋଇଛି। ଏବେ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏବେ ଭାରତୀୟମାନେ ଅତି ବେଶିରେ ଜୀବନକାଳ ମଧ୍ୟରେ ମାତ୍ର ୯ଟି ସିମ୍ ନେଇପାରିବେ। ଏଥିସହିତ…
ପୃଥିବୀ ଉପରେ ମାଡିଆସୁଛି ବିପଦ: ନାସା ଦେଲା ଚେତାବନୀ
ନୂଆଦିଲ୍ଲୀ୨୬।୬: ଗ୍ରୀନହାଉସ ଗ୍ୟାସ ପୃଥିବୀରେ କ’ଣ ଖରାପ ପ୍ରଭାବ ପକାଏ, ଆମେରିକାର ସ୍ପେସ ଏଜେନ୍ସି ନାସା ଦ୍ୱାରା ଭିଜୁଆଲାଇଜେସନ ମାଧ୍ୟମରେ ଦର୍ଶାଯାଇଛି। ନାସା ଏହି ଭିଜୁଆଲାଇଜେସନକୁ ସୋସିଆଲ ମିଡିଆରେ ଶେୟାର କରିଛି। ନାସା ଲେଖିଛି ଯେ, ମାନବ କାର୍ଯ୍ୟକଳାପ ଦ୍ୱାରା ଉତ୍ପାଦିତ…
ହଷ୍ଟେଲରେ ରହି ପଢ଼ିବାକୁ ଯାଇଥିଲେ, ଘରକୁ ଫେରିଲା ଛାତ୍ରୀଙ୍କ ମୃତଦେହ
ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ହଷ୍ଟେଲରେ ରହି ପାଠ ପଢ଼ିବାକୁ ଯାଇଥିଲେ ଜଣେ ଛାତ୍ରୀ। ହେଲେ ଘରକୁ ଫେରିଲା ତାଙ୍କ ମୃତଦେହ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟରେ। ସୂଚନାନୁଯାୟୀ, ବୁଡ୍ରୁକିଆ ଆଶ୍ରମ…
Archives


