ଚର୍ଚ୍ଚାରେ ପଶ୍ଚିମବଙ୍ଗ, ମଧ୍ୟରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର
କୋଲକାତା,୨୭।୧: ଅଭିନେତ୍ରୀ ତଥା ପୂର୍ବତନ ଏମପି ମିମି ଚକ୍ରବର୍ତ୍ତୀ ଉତ୍ତର ୨୪ ପରଗନା ଜିଲାର ବନଗାଓଁରେ ମଞ୍ଚ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ନିର୍ଯାତନା ଅଭିଯୋଗ କରି ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ମିମିଙ୍କ ଅଭିଯୋଗ ଅନୁଯାୟୀ, ସେ ରବିବାର…
୧୬ ଚୌକା, ଗୋଟିଏ ଛକା: ମାତ୍ର ୫୭ ବଲ୍ରେ ଇତିହାସ ରଚିଦେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୭।୧: ମହିଳା ପ୍ରିମିୟର ଲିଗ ୨୦୨୬ର ୧୬ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଭଦୋଦରାର କୋଟାମ୍ବି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍ରେ ଇଂଲଣ୍ଡର ନାଟ ସାଇଭର ବ୍ରଣ୍ଟ ଇତିହାସ ରଚିଥିଲେ।…
T20 World Cup 2026: କାହାଣୀରେ ଆସିଲା ବଡ଼ ଟୁଇଷ୍ଟ, ICC କହିଲା ପାକିସ୍ତାନ ହଟିଲେ ବାଂଲାଦେଶକୁ ମିଳିବ ଏଣ୍ଟ୍ରି!
ନୂଆଦିଲ୍ଲୀ,୨୭।୧: ଆରମ୍ଭ ହେବା ପୂର୍ବରୁ ବିବାଦରେ ଫସି ରହିଥିବା T20 ବିଶ୍ୱକପ 2026କୁ ନେଇ ଏବେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିଯିବାକୁ ଧମକ ଦେଉଥିବା ବେଳେ, ICC ଏକ ପ୍ଲାନ B ପ୍ରସ୍ତୁତ କରିଛି। ସୂତ୍ର ଅନୁଯାୟୀ…
ଆଜି ସୁନା ଭଳି ଚମକିବ ଏହି ରାଶିର ଭାଗ୍ୟ, ହନୁମାନଙ୍କ କୃପାରୁ ଦୂର ହେବ ସଙ୍କଟ
ଆଜି ମାଘ ମାସର ଶୁକ୍ଳ ପକ୍ଷ ନବମୀ ତିଥି । ଆଜି ନବମୀ ତିଥି ସନ୍ଧ୍ୟା ୭ଟା୦୬ ପର୍ଯ୍ୟନ୍ତ ରହିବ। ଆଜି ଶୁକ୍ଳ ଯୋଗ ୩ଟା୧୩ ପର୍ଯ୍ୟନ୍ତ ବିରାଜମାନ ରହିବ। ଆଜି ସକାଳ ୧୧ଟା୦୮ ପର୍ଯ୍ୟନ୍ତ ଭରଣୀ ନକ୍ଷତ୍ର ମଧ୍ୟ ବିରାଜମାନ…
ମାଲବାହୀ ଟ୍ରେନ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି
କୋରାପୁଟ, ୨୭।୧(ଅମିତାଭ ବେହେରା):କୋରାପୁଟରୁ ଡୁମୁରିପୁଟ ରେଳଲାଇନ ମଧ୍ୟରେ ଏକ ଲୁହା ବୋଝେଇ ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳ ବିଭାଗ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜଗଦଳପୁରରୁ ଦାମନଯୋଡି ଯାଉଥିବା ଲୁହା ବୋଝେଇ…
ଟି-୨୦ ବିଶ୍ୱକପ୍ ପୂର୍ବରୁ ନୂଆ ବିବାଦ: କଳା ପଟ୍ଟି ପିନ୍ଧି ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ!
ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ୭ରେ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଟୁର୍ନାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ବିଶ୍ୱକପରେ ପାକିସ୍ତାନର ଅଂଶଗ୍ରହଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇ ନ ଥିବାବେଳେ, ବାଂଲାଦେଶକୁ…
ଟି-୨୦ ବିଶ୍ୱକପରେ ପାକିସ୍ତାନ ଖେଳିବ ନା ନାହିଁ? ଏହି ଦିନ ହେବ ନିଷ୍ପତ୍ତି, PCB ମୁଖ୍ୟ କହିଲେ….
ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି । ତଥାପି, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନୀ କ୍ରିକେଟକୁ ନେଇ ଚାଲିଥିବା ନାଟକ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ପାକିସ୍ତାନ ବିଶ୍ୱକପରେ ଅଂଶଗ୍ରହଣ କରିବ…
Bank Strike: ବ୍ୟାଙ୍କ ଧର୍ମଘଟ ପାଇଁ ମିଳିଲା ନିର୍ଦ୍ଦେଶ, ପ୍ରଭାବିତ ହେବ ନାହିଁ ଗ୍ରାହକ ସେବା!
ନୂଆଦିଲ୍ଲୀ,୨୭।୧: ମଙ୍ଗଳବାର ବ୍ୟାଙ୍କ ୟୁନିଅନଗୁଡ଼ିକ ଦ୍ୱାରା ପୂର୍ଣ୍ଣ ଦିବସ ଧର୍ମଘଟ ଘୋଷଣା ପରେ, ସରକାର ଏବଂ ବ୍ୟାଙ୍କଗୁଡ଼ିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସୋମବାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଧର୍ମଘଟ ସତ୍ତ୍ୱେ ଗ୍ରାହକମାନେ ଯେପରି କୌଣସି ଅସୁବିଧାର…
ଗ୍ରାମସଭାରେ ଗର୍ଜିଲେ ଜନତା: ପିଇଓ ଅନୁପସ୍ଥିତ, ବିକାଶ ନାଁରେ ପ୍ରହସନକୁ ନେଇ ସରପଞ୍ଚ ଓ ADEOଙ୍କୁ…
ଥୁଆମୂଳ ରାମପୁର, ୨୭|୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ଅବସରରେ ସୋମବାର ଅନୁଷ୍ଠିତ ଗ୍ରାମସଭାରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସରକାରୀ ଯୋଜନାରେ ବାଟମାରଣା, ଅଧିକାରୀ…
ଅମରେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି
ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ବିଜେଡ଼ିର ମିଡ଼ିଆ ସେଲ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲାବେଳେ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ଭାବେ ହାଟଡ଼ିହୀ ବ୍ଲକ କଳିଙ୍ଗା ପଞ୍ଚାୟତର ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦିଆଯାଇଛି l ବିଜୁ ଜନତା ଦଳର ରାଜ୍ୟ…
ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ: ଚୁଆରେ ବୁଡିଗଲେ ଶିଶୁକନ୍ୟା, ଆଉ ତା’ପରେ…
ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦନେକବାଡି ପଞ୍ଚାୟତ ପାଡ଼ନକେତା ଗ୍ରାମରରେ ଘଟିଯାଇଛି ବଡ଼ ଅଘଟଣ । ଜଣେ ଶିଶୁ କନ୍ୟାଙ୍କ ଚୁଆର ଭରି ପାଣିରେ ବୁଡି ଅମୁଲ୍ୟ ଜୀବନ ଚାଲିଯାଇଛି। ମୃତ ଶିଶୁ କନ୍ୟା ହେଲେ…
ବରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ପଞ୍ଚାୟତିରାଜ ମନ୍ତ୍ରୀ, ସମ୍ବିଧାନର ଲିଖିତ ଆଦର୍ଶକୁ ବଜାଜୟ ରଖି…
ବରଗଡ଼,୨୬ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ…
Archives


