Home

ଟି-୨୦ ବିଶ୍ୱକପ ଫାଇନାଲର ଦୁଃଖକୁ ଏବେ ପର୍ଯ୍ୟନ୍ତ ଭୁଲିପାରୁ ନାହାଁନ୍ତି ଡେଭିଡ ମିଲର

ନୂଆଦିଲ୍ଲୀ,୨।୭: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ପରାଜୟ ପରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଥିଲା ଏବଂ…

ଉପେନ୍ଦ୍ର କୁଶଓ୍ବାହ ଯିବେ ରାଜ୍ୟ ସଭା, ନିର୍ବାଚନ ହାରିବା ପରେ ବି…

ପାଟନା,୨।୭: ଏହି ସମୟରେ ବିହାରର ରାଜନୈତିକ କରିଡରରୁ ବଡ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏନଡିଏ ଉପେନ୍ଦ୍ର କୁଶୱାଙ୍କୁ ଏକ ବଡ ଉପହାର ଦେଇଛି। ବାସ୍ତବରେ, ଆରଏଲଏମ ଜାତୀୟ ସଭାପତି ଉପେନ୍ଦ୍ର କୁଶୱାହଙ୍କୁ ଏନଡିଏ କୋଟାରୁ ରାଜ୍ୟ ସଭାକୁ ପଠାଯିବ। ମିଳିଥିବା…

ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ: ବଳାତ୍କାର ପୀଡିତାଙ୍କ ତୁରନ୍ତ ସ୍ବାସ୍ଥ୍ୟ ଯାଞ୍ଚ୍‌ କର

ଭୁବନେଶ୍ୱର, ୨।୭(ଅସମାପିକା ସାହୁ):ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ୧୮୪ ଧାରା ଅନୁସାରେ ବଳାତ୍କାର କିମ୍ବା ବଳାତ୍କାର ଉଦ୍ୟମର ଶିକାର ହୋଇଥିବା ମହିଳାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା

ଓ୍ବାଶିଂଟନ୍‌,୨।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦୀର୍ଘ ବର୍ଷ ଧରି ବନ୍ଦ ରହିଛି। ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ ନ କରେ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ…

ଫେରିଲାଣି ଜିକା, ୬ ସଂକ୍ରମିତଙ୍କ ମଧ୍ୟରେ ୨ ଗର୍ଭବତୀ

ପୁଣେ,୨।୭: ମହାରାଷ୍ଟ୍ରର ପୁଣେରେ ଜିକା ଜୀବାଣୁ ସଂକ୍ରମଣ କ୍ରମାଗତ ଭାବରେ ବଢୁଛି। ସୋମବାର ଆଉ ଦୁଇ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ସହରରେ ସମୁଦାୟ ମାମଲା ୬କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୨ ନୂଆ ସଂକ୍ରମିତ ଏରାଣ୍ଡୱାନରେ ରହୁଥିବା ଗର୍ଭବତୀ…

ଏନ୍‌ଡିଏ ସଂସଦୀୟ ଦଳର ବୈଠକ ଶେଷ

ନୂଆଦିଲ୍ଲୀ,୨।୭: ସୋମବାର ୧୮ତମ ଲୋକ ସଭା ଅଧିବେଶନରେ ଉଭୟ ଗୃହରେ ଅନେକ ଆଲୋଡ଼ନ ଦେଖାଦେଇଥିଲା। ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଲୋକ ସଭାରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ,…

ୟୁପିରେ କାହିଁକି ମାଟି କାମୁଡିଲା ଭାଜପା: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୨।୭: ଲୋକ ସଭା ନିର୍ବାଚନରେ ଭାଜପା ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟରେ ଦଳର ପ୍ରଦର୍ଶନ ନିରାଶାଜନକ ହୋଇଥିଲା। ୟୁପିରେ ଭାଜପା ସବୁଠାରୁ ବଡ ଝଟକା ପାଇଥିଲା। ଏଠାରେ କେବଳ ୨୦୧୯ରେ…

ରାହୁଲ ଗାନ୍ଧୀଙ୍କ ଭାଷଣର ଅନେକ ଭାଗକୁ ରେକର୍ଡରୁ ହଟାଇ ଦିଆଯାଇଛି

ନୂଆଦିଲ୍ଲୀ,୨।୭: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଲୋକ ସଭାକୁ ସମ୍ବୋଧିତ କରି ଦେଇଥିବା ଅନେକ ମନ୍ତବ୍ୟ ରେକର୍ଡରୁ କାଟି ଦିଆଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନରେ ହିନ୍ଦୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ବିଷୟରେ ମନ୍ତବ୍ୟ…

ଭାରତ ବିପକ୍ଷ ସିରିଜ୍‌ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା

ନୂଆଦିଲ୍ଲୀ,୨।୭: ଭାରତ ବିପକ୍ଷ ସିରିଜ୍‌ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା ହୋଇଛି। ଏହି ଦଳରେ ଅନେକ ଅଭିଜ୍ଞ ଖେଳାଳି ସାମିଲ ହୋଇଛନ୍ତି। ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଭାରତ ଏବଂ ଜିମ୍ବାୱେ…

ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ସମୀକ୍ଷା:ନିୟୋଜିତ ହେବ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ, ୨ା୭(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ୫୩ ବର୍ଷପରେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରଉସତ୍ବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ପଡୁଛି। ତେଣୁ ଦୁର୍ଲ୍ଲଭ ରଥଯାତ୍ରାରେ ଭକ୍ତଙ୍କ ସମାଗମ…

ପ୍ରଭୁ ଜଗନ୍ନାଥଙ୍କୁ ନେଇ ସଂସଦରେ ଏମିତି କଥା କହିଦେଲେ ସମ୍ବିତ ପାତ୍ର: ସମସ୍ତେ କଲେ ବାଃ ବାଃ

ନୂଆଦିଲ୍ଲୀ,୨।୭: ପୁରୀରୁ ପ୍ରଥମଥର ପାଇଁ ଲୋକ ସଭା ଏମ୍‌ପି ହୋଇଥିବା ସମ୍ବିତ ପାତ୍ର ସଂସଦରେ ପ୍ରଭୁ ଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି। ସେ ନିଜକୁ ଓଡ଼ିଶାବାସୀ କହି ଗର୍ବିତ ଅନୁଭବ କରୁଥିବା ସେ କହିଛନ୍ତି। ସେ କହିଛନ୍ତି, ମୁଁ ଜଗନ୍ନାଥ ଧାମ…

ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଖେଳିଗଲା ଚାଞ୍ଚଲ୍ୟ

ଭୋପାଳ,୨।୭: ମଧ୍ୟପ୍ରଦେଶର ଅଲିରାଜପୁର ଜିଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଗୋଟିଏ ପରିବାରରେ ପାଞ୍ଚ ଜଣଙ୍କ ମୃତଦେହ ବନ୍ଦ ଘରେ ଝୁଲୁଥିବା ଦେଖିବାକୁ ମିଳିଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଫାଶରୁ ବାହାର କରି ପୋଷ୍ଟମର୍ଟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri