Home

ପୁଅ ରୋହିତ ଶର୍ମାଙ୍କୁ ଦେଖିବା ମାତ୍ରେ ଏମିତି କାମ କଲେ ମା’: ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ,୫।୭: ଟି-୨୦ ବିଶ୍ୱକପ୍‌ ଜିତିବା ପରେ ଘରକୁ ଫେରିଛି ଟିମ୍‌ ଇଣ୍ଡିଆ। ଏଠାରେ ଦଳକୁ ଜୋରଦାର ସ୍ବାଗତ କରାଯାଇଉଛି। ପ୍ରଥମେ ଟିମ୍‌ ଇଣ୍ଡିଆ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା, ପରେ ତାଙ୍କୁ ମୁମ୍ବାଇ ଗ୍ରାଣ୍ଡ ଓ୍ବେଲକମ୍‌ କରାଯାଇଥିଲା। ଭାରତୀୟ ଦଳର ବିଜୟ…

ଭାଜପା ଗଡ଼ରୁ ମୋଦିଙ୍କୁ ବଡ଼ ଚ୍ୟାଲେଞ୍ଜ୍‌ ଦେଲେ ଚନ୍ଦ୍ରଶେଖର

ନୂଆଦିଲ୍ଲୀ,୫।୭: ଲୋକ ସଭା ନିର୍ବାଚନରେ ବିଜୟ ପରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ମନୋଭାବ ଆହୁରି କଠୋର ହୋଇଛି। ସଂସଦ ଗୃହ ହେଉ କିମ୍ବା ଛତିଶଗଡ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକ ଖୋଲା ପ୍ଲାଟଫର୍ମରୁ ଭାଜପା ସରକାରଙ୍କୁ…

ଋଣ କରି ୫୦ ଲକ୍ଷର ଜମି ଦାନ କଲେ ବିଧାୟକ

ଭୋପାଳ,୫।୭: ମଧ୍ୟପ୍ରଦେଶକୁ ଯାହା ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ କରିଥାଏ ତାହା ହେଉଛି ଏହାର ସୌନ୍ଦର୍ଯ୍ୟ, କାହାଣୀ ଏବଂ ଏଠାରେ ବାସ କରୁଥିବା ଲୋକ। ରାଜ୍ୟର କେଉଁ ନା କେଉଁ କୋଣରେ କେହି ନା କେହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଜାରି ରଖିଛନ୍ତି। ଜବଲପୁରର…

ଜଣେ ଓଡ଼ିଆ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଜାଣନ୍ତୁ ସେ କିଏ, ଯାହାଙ୍କ ନାଁରେ ହେଉଛି ଚର୍ଚ୍ଚା

ଭୁବନେଶ୍ୱର,୫।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇପାରେ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ନେଇ ଏବେ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ, ଏଜିଏମୟୁଟି କ୍ୟାଡର ୨୦୦୬…

ହାରିଲେ ଋଷି ସୁନକ

ଲଣ୍ଡନ,୫ା୭: ପ୍ରଧାନମନ୍ତ୍ରୀ ପଦ ପାଇଁ ୪ ଜୁଲାଇରେ ବ୍ରିଟେନ୍‌ରେ  ଭୋଟ  ଅନୁଷ୍ଠିତ ହୋଇଥିଲା। ଏବେ ବି ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡକୁ ଦେଖିଲେ କଞ୍ଜରଭେଟିଭ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। …

ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି,୫ା୭: ଛତିଶଗଡ଼ ନାରାୟଣପୁର ତେଲାଙ୍ଗୁର ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ କହିଛି। ଘଟଣାସ୍ଥଳରୁ କିଛି ମାଓବାଦୀ ପୋଷ୍ଟର ମଧ୍ୟ ଜବତ କରିଛି ପୋଲିସ।

ହାଥରସ ପୀଡ଼ିତଙ୍କ ପରିବାରକୁ ଭେଟିଲେ ରାହୁଲ, ସାହାଯ୍ୟ ପାଇଁ ଦେଲେ ଭରସା

ଅଲିଗଡ଼,୫।୭: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଆଲିଗଡ଼ ଏବଂ ପରେ ହାଥରସରେ ପହଞ୍ଚି ହାଥରସରେ ସତସଙ୍ଗ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଆହତଙ୍କ ଅବସ୍ଥା ଜାଣିବା ପାଇଁ…

ଅଧିକ ଶୋଇବାକୁ ଗଭର୍ନରଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଯଥାସମ୍ଭବ ଶୋଇବାକୁ ଡେମୋକ୍ରାଟିକ ଗଭର୍ନର ଗୋଷ୍ଠୀକୁ ନିବେଦନ କରିଛନ୍ତି। କମ ଘଣ୍ଟା କାମ କରିବାକୁ ଏବଂ ରାତି ୮ଟା ପରେ କାର୍ଯ୍ୟକ୍ରମକୁ ନ ଯିବାକୁ ମଧ୍ୟ କୁହାଯାଇଛି। ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ…

ଜବରଦଖଲରେ ପଦ୍ମପୁରର ପୋଖରୀ

ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ କେଉଁଠି ଜବରଦଖଲଙ୍କ କବ୍‌ଜାରେ ରହିଛି। ଜବରଦଖଲକାରୀମାନେ କେବଳ ପୋଖରୀ ହିଡରେ ଘର କରୁନାହାନ୍ତି, ଧୀରେ…

ଏହି ଖେଳାଳିଙ୍କୁ ପ୍ରଶଂସା କରୁ କରୁ ଏମିତି କହିଦେଲେ କୋହଲି

ମୁମ୍ବାଇ,୫।୭: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଷ୍ଟାର ଇଣ୍ଡିଆନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କୁ ପ୍ରଶଂସା କରିଥିଲେ। କୋହଲି ବୁମରାଙ୍କୁ ଏକ ଜାତୀୟ ଐତିହ୍ୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯଦି ଦ୍ରୁତ ବୋଲର…

ଭିକ୍ଟ୍ରି ପରେଡ ସମୟରେ ଅନେକ ପ୍ରଶଂସକ ଆହତ, ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଅନେକେ ବେହୋସ

ମୁମ୍ବାଇ,୫।୭: ଟି -୨୦ ବିଶ୍ୱକପ ଜିତିବା ପରେ ସ୍ବଦେଶ ଫେରିଥିବା ଟିମ ଇଣ୍ଡିଆକୁ ଦେଶରେ ଏକ ଐ ତିହାସିକ ସ୍ବାଗତ କରାଯାଇଥିଲା। ରୋହିତ ଶର୍ମାଙ୍କ ଦ୍ୱାରା ଅଧିନାୟକ ହୋଇଥିବା ଟିମ ଇଣ୍ଡିଆ ଜୁନ୨୯ରେ ବାରବାଡୋସରେ ଚାଲିଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ…

ଗର୍ଜନବାହାଲ କୋଇଲା ଖଣିରେ ଫୁଟିଲା ଗୁଳି: ୩ ଆହତ, ୧୦ ଅଟକ

ସୁନ୍ଦରଗଡ଼,୫ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ସ୍ଥିତ ଗର୍ଜନବାହାଲ କୋଇଲା ଖଣି ନିକଟ ବରପାଲିରେ ଥିବା ଏକ କୋଲ ଓ୍ବାସେରୀରେ ଗୁରୁବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ଖବର ମିଳିଛି। ଖବର ପାଇ ସୁନ୍ଦରଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri