ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ କହିଲେ ପୂର୍ବରୁ ଡୁପ୍ଲିକେଟ୍ ଚାବି…
ପୁରୀ,୧୫ା୭: ପୁରୀ ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଡୁପ୍ଲିକେଟ୍ ଚାବି ନେଇ ମିଛ କଥା କୁହାଯାଇଥିଲା, ତାହାର ନିଶ୍ଚିତ ତଦନ୍ତ ହେବ। ସେ ଚାବି କଥା କିଏ କାହିଁକି…
ଗାଁରେ ଫାଙ୍କା ଗୁଳିଚାଳନା କରି ଜଣେ ଗିରଫ
ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଅପରପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି।…
ଭାଜପାକୁ ପାନେ ଦେବେ ନୀତୀଶ କୁମାର! ଭିତିରିଆ ଚାଲିଛି ପ୍ଲାନିଂ
ପାଟନା,୧୫।୭: ଚଳିତ ବର୍ଷ ଶେଷ ସୁଦ୍ଧା ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ଜନତନ୍ତ୍ର ମୋର୍ଚ୍ଚା (ବିଜେଏମ୍) ମୁଖ୍ୟ ତଥା ପୂର୍ବତନ ଭାଜପା ନେତା ସରୟୁ ରାୟ କହିଛନ୍ତି, ସେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ…
ଖାସ୍ ମେସେଜ୍ ଦେଲେ ବିରାଟ କୋହଲି
ପ୍ୟାରିସ,୧୫।୭: ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହେବ। କ୍ରୀଡ଼ାର ଏହି ମହାକୁମ୍ଭ ପାଇଁ ସମସ୍ତେ ଉତ୍ସାହିତ ଦେଖାଯାନ୍ତି। ଉତ୍ସାହିତ ଲୋକଙ୍କ ମଧ୍ୟରେ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡା ଯାଇଛି। ବିରାଟ କୋହଲି ସୋସିଆଲ…
ନିଟ୍ ପେପର ଲିକ୍ ମାମଲା: ହାଇକୋର୍ଟରେ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ,୧୫ା୭: ନିଟ୍ ପେପର ଲିକ୍ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ଆବେଦନକୁ ହସ୍ତାନ୍ତର କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁମାନେ ହାଇକୋର୍ଟରେ ଏହି ପ୍ରସଙ୍ଗରେ ଆବେଦନ କରିଥିଲେ ସେମାନଙ୍କୁ ସୁପ୍ରିମକୋର୍ଟ ଏକ ନୋଟିସ୍ ଜାରି କରିଛନ୍ତି।…
ବିଏସ୍ଏନ୍ଏଲ୍ ଆଣିଲା ସବୁଠୁ ଶସ୍ତା ପ୍ଲାନ୍: ମାତ୍ର ଏତିକି ଟଙ୍କା ରିଚାର୍ଜ କଲେ ବର୍ଷେ ଯାଏ ସବୁକିଛି ମାଗଣା…
ନୂଆଦିଲ୍ଲୀ,୧୫।୭: ଘରୋଇ ଟେଲିକମ କମ୍ପାନୀଗୁଡିକ ନିକଟରେ ସେମାନଙ୍କର ରିଚାର୍ଜ ପ୍ଲାନ୍ଗୁଡ଼ିକୁ ୫ ପ୍ରତିଶତ ମହଙ୍ଗା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ବିଏସ୍ଏନ୍ଏଲ୍କୁ ମନେ ପକାଇଛନ୍ତି। ବେସରକାରୀ କମ୍ପାନୀଗୁଡିକର ଯୋଜନା ମହଙ୍ଗା ହେବା ପରେ ବିଏସଏନଏଲ ମଧ୍ୟ ଜାଗ୍ରତ ହୋଇଛି। ବିଏସଏନଏଲ…
ସିସୋଡିଆଙ୍କୁ ସୁପ୍ରିମକୋର୍ଟ୍ରୁ ମିଳିଲାନି ଆଶ୍ୱସ୍ତି
ନୂଆଦିଲ୍ଲୀ,୧୫ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଆମ ଆଦ୍ମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା ଲାଗିଛି। ପ୍ରଥମେ ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ସୋମବାର ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୨…
ଓଲିଙ୍କୁ ଅଭିନନ୍ଦନ ଜଣାଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ/କାଠମାଣ୍ଡୁ,୧୫।୭: କେ.ପି ଶର୍ମା ଓଲିଙ୍କୁ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସୋମବାର ସେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ନେପାଳର ନୂତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା…
କେବେ କ୍ରିକେଟ୍କୁ ବାଏ ବାଏ କହିବେ ରୋହିତ ଶର୍ମା: କହିଦେଲେ ଏମିତି…
ନୂଆଦିଲ୍ଲୀ,୧୫।୭: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ୱକପରେ ଭାରତର ଟାଇଟଲ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ରୋହିତ କହିଥିଲେ ଯେ ସେ ଦିନିକିଆ ଏବଂ ଟେଷ୍ଟରେ ଭାରତ ପାଇଁ ଖେଳିବା ଜାରି ରଖିବେ, କିନ୍ତୁ ବର୍ତ୍ତମାନ…
ବାହାଘର କଥା, ଭୁଲ୍କୁ କ୍ଷମା କରିଦେବେ, ହାତଯୋଡ଼ି କହିଲେ ନୀତା ଅମ୍ବାନୀ
ମୁମ୍ବାଇ,୧୫ା୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହ ଚର୍ଚ୍ଚାରେ ରହିଛି। ଅମ୍ବାନୀ ପରିବାର ଦ୍ୱାରା ବିବାହର ‘ଶୁଭ ଆଶୀର୍ବାଦ’ ଏବଂ ତା’ପରେ ୧୪ ଜୁଲାଇରେ ‘ମଙ୍ଗଳ ଉତ୍ସବ’ ବା ରିସେପ୍ସନ…
କୋମାକୁ ଚାଲିଯାଇପାରନ୍ତି କେଜ୍ରିଓ୍ବାଲ୍, ବଢୁଛି ବ୍ରେନ୍ ଷ୍ଟ୍ରୋକ ଆଶଙ୍କା:ସାଂଘାତିକ ଅଭିଯୋଗ ଆଣିଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ,୧୫।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ତିହାର ଜେଲ ପ୍ରଶାସନର ଡାକ୍ତରୀ ରିପୋର୍ଟରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଏଏପି ଏମ୍ପି ସଞ୍ଜୟ ସିଂ କହିଛନ୍ତି, କେଜ୍ରିଓ୍ବାଲ୍ଙ୍କ ସୁଗାର ସ୍ତର ଅନେକ ଥର ହ୍ରାସ ପାଇଛି ବୋଲି ତିହାର ଜେଲ…
ହଠାତ୍ ୩ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ଅମିତ ଶାହା: ଜାଣନ୍ତୁ କ’ଣ ରହିଛି କାରଣ
ନୂଆଦିଲ୍ଲୀ,୧୫।୭: ୟୁପି, ଆସାମ ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସକ୍ରିୟ ହୋଇପଡିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ଗୁଜରାଟର…
Archives


