ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ, ସାମ୍ନାକୁ ଆସିଲା ଖବର, ଆଉ ତା’ ପରେ…
ବଲାଙ୍ଗୀର,୧୮ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ବାରମ୍ବାର ଦେହ ଭଲ ନ ହେବାରୁ ପରିବାର ଲୋକେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ। ତାନ୍ତ୍ରିକ ଜଣକ…
ନୀତୀଶଙ୍କୁ ବଡ଼ ଝଟ୍କା: ହାତ ଛାଡିଲେ ଏହି ବଡ଼ ନେତା
ପାଟନା,୧୮।୭: ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଜେଡିୟୁକୁ ଏକ ବଡ଼ ଝଟ୍କା ଦେଇଛନ୍ତି। ଜେଡିୟୁ ନେତା ତଥା ରାଜ୍ୟ ସଚିବ ମହମ୍ମଦ ଇରଫାନ ଗୁରୁବାର ଦିନ ଜେଡିୟୁର ସମସ୍ତ ପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଏବଂ ଜନ…
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଘରର ଇଏମଆଇ, ଚେକ୍ ବାଉନ୍ସ ପାଇଁ ହେବ ନାହିଁ ବାଧ୍ୟତାମୂଳକ କାର୍ଯ୍ୟନୁଷ୍ଠାନ
ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ନିଜର ଫ୍ଲାଟ ନ ପାଇ ଅସୁବିଧାରେ ପଡିଥିବା ଘର କ୍ରେତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ କିମ୍ବା ବିଲଡରମାନେ ମାସିକ କିସ୍ତି…
ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି….
ନୂଆଦିଲ୍ଲୀ,୧୮।୭: ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତି ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟରେ…
ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ କପୁର
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଫୁଡ୍ ପଏଜନ ହୋଇଥିଲା ଏବଂ ଏହି କାରଣରୁ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାହ୍ନବୀ ବର୍ତ୍ତମାନ…
ଦିନେ ଥିଲେ ପ୍ରଧାନମନ୍ତ୍ରୀଙ୍କ ଚାକର, ଏବେ ୨୮୪ କୋଟି ଟଙ୍କାର ମାଲିକ
ଢାକା,୧୮।୭:ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ କାମ କରୁଥିବା ଜଣେ ଚାକର କୋଟିପତି ହୋଇଯାଇଛନ୍ତି। ସେ ବ୍ୟକ୍ତିଗତ ବିମାନରେ ଯାତ୍ରା କରୁଛନ୍ତି ଏବଂ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ଶେଖ ହସିନା ଏହା ଜାଣି ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ସାଧାରଣ…
ଯେଉଁଠି ସୂର୍ଯ୍ୟଙ୍କ କିରଣ ବି ପହଞ୍ଚିପାରେ ନାହିଁ ,ସେଠି ରହିଛି ମାଓବାଦୀଙ୍କ ଲଞ୍ଚପ୍ୟାଡ
ଗଡ଼ଚିରୌଲି,୧୮।୭: ମାଓବାଦୀମାନଙ୍କ ବିରୁଦ୍ଧରେ ଲଗାତାର ଅଭିଯାନ ଚାଲିବା ଫଳରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଭଳି ରାଜ୍ୟ ମାଓବାଦୀ କାର୍ଯ୍ୟକଳାପରୁ ପ୍ରାୟ ମୁକ୍ତ ହୋଇପାରିଛନ୍ତି। ବର୍ତ୍ତମାନ ସରକାର ଏବଂ ସୁରକ୍ଷା ବାହିନୀର ସମ୍ପୂର୍ଣ୍ଣ ଧ୍ୟାନ ଛତିଶଗଡ଼ ଏବଂ ମହାରାଷ୍ଟ୍ରର ମାଓବାଦୀ ପ୍ରଭାବିତ ଅଞ୍ଚଳ…
ମହାକାଶରେ କାହିଁକି ଲାଗେନି ଭୋକ, ମନପସନ୍ଦର ଖାଦ୍ୟ ବି ଲାଗେ ଫିକା, ଜାଣନ୍ତୁ କାରଣ…
ମହାକାଶଚାରୀମାନେ ମହାକାଶରେ ଖାଇପାରନ୍ତି ନାହିଁ। ପୃଥିବୀରେ ଭରପୂର ଖାଦ୍ୟ ଖାଉଥିବା ବେଳେ ମହାକାଶରେ ସେମାନଙ୍କ ପାଇଁ ଏହା ଫିକା ପଡ଼ିଯାଏ। ତେବେ ଏପରି କାହିଁକି ଘଟେ ତାହା ଜାଣିବା ପାଇଁ ଅଷ୍ଟ୍ରେଲିଆର ଆର୍ଏମ୍ଆଇଟି ବିଶ୍ୱବିଦ୍ୟାଳୟରେ ଗବେଷଣା କରାଯାଇଛି। ଅନୁସନ୍ଧାନକାରୀମାନେ ଏଥିରେ ଭିଆର୍…
ନିଜ ଦମ୍ରେ ଏକେଲା ବିଧାନସଭା ନିର୍ବାଚନ ଲଢିବ ଏଏପି
ଚଣ୍ଡିଗଡ଼,୧୮।୭: ପ୍ରାୟ ସମସ୍ତ ରାଜନୈତିକ ଦଳ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି(ଏଏପି) ଚଣ୍ଡିଗଡ଼ରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ଏଏପି ଘୋଷଣା କରିଛି ଯେ…
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍ ରେଜଲ୍ଟ
ନୂଆଦିଲ୍ଲୀ,୧୮।୭: ନିଟ୍ ରେଜଲ୍ଟକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ NEET-UG 2024 ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ତଦନ୍ତ ରିପୋର୍ଟ ମାଗିଛନ୍ତି। ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ କୋର୍ଟରେ ଏହି ମାମଲାର ଶୁଣାଣି କରୁଛି। ଏହି ମାମଲାର ପରବର୍ତ୍ତୀ…
ନିଜ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା
ଅଭିନେତା ସଞ୍ଚୀବ କୁମାର ବଲିଉଡ୍ର ମେଗାଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରଶଂସକଙ୍କ ଗହଣରେ ହରି ଭାଇ ଭାବେ ଜଣାଶୁଣା ଥିଲେ। ସେ ନିଜ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ସେ କେବଳ ଜଣେ ଚମତ୍କାର ଅଭିନେତା…
ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ରେଳ ଧାରଣାରୁ ଖସିଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସର ୫ ବଗି
ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ…
Archives


