ବିଜେଡିର ପରାଜୟ ପରେ ମୁହଁ ଖୋଲିଲେ ପ୍ରଦୀପ ମାଝି, କହିଲେ ଆମେ…
ଭୁବନେଶ୍ୱର,୮ା୬: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପ୍ରଦୀପ ମାଝି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନ ଥିଲା। ଆମେ ଡିଫେନ୍ସିଭ ହୋଇ ନିର୍ବାଚନ ଲଢ଼ିଲୁ। ନବୀନଙ୍କୁ କାଉଣ୍ଟର କଲାଭଳି ଭାଜପା…
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ, ଜବାବରେ ମୋଦି କହିଲେ…
ଓ୍ବାଶିଂଟନ,୮ା୬: ଆମେରିକାର ଶିଳ୍ପପତି ଏଲନ ମସ୍କ ଭାରତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବିଜୟରେ ଅଭିନନ୍ଦନ ଜଣାଇବା ସହ ଭାରତରେ ତାଙ୍କ କମ୍ପାନୀଗୁଡିକ ଦ୍ୱାରା ‘ରୋମାଞ୍ଚକର କାର୍ଯ୍ୟ’ କରିବାକୁ ସେ ଅପେକ୍ଷା କରିଥିବା କହିଛନ୍ତି। ଏହାର ଜବାବ ଦେଇ ମୋଦି କହିଛନ୍ତି,…
ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କାହିଁକି ସ୍ତ୍ରୀ,ପିଲାଙ୍କୁ ବିଦେଶ ପଠାଇଥିଲେ ପାଣ୍ଡିଆନ, ରିପୋର୍ଟ କହୁଛି…
ଭୁବନେଶ୍ୱର,୮ା୬: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ବରଣ କରିଛି। ତେବେ ଏହା ପଛରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ରହିଛି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ପାଣ୍ଡିଆନ କେଉଁଆଡ଼େ ଚାଲିଯିବା ଏବଂ ସ୍ତ୍ରୀ…
ଭାଙ୍ଗିଯିବ ଏନ୍ଡିଏ ସରକାର, ମୋଦି ଶପଥ ନେବା ପୂର୍ବରୁ କହିଲେ ମମତା ବାନାର୍ଜୀ
କୋଲକାତା,୮ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ରବିବାର ଅର୍ଥାତ୍ ଜୁନ୍ ୯ରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଟିଏମ୍ସି ମୁଖ୍ୟ…
ପ୍ରେମିକାଙ୍କ ତଣ୍ଟି କାଟି ନିଜ ତଣ୍ଟି କାଟି ଆତ୍ମହତ୍ୟା କଲେ ପ୍ରେମିକ
ଦେବଗଡ଼,୮ା୬:ବିଚ୍ ରାସ୍ତାରେ ପ୍ରେମିକାଙ୍କ ତଣ୍ଟି କାଟିଦେଲେ ପ୍ରେମିକ। ପ୍ରେମିକାଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ବି କରିଛନ୍ତି ପ୍ରେମିକ ଜଣକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ୪ ନମ୍ବର ଓ୍ବାର୍ଡ ଗୁରୁସାହିରେ।…
କୋଇଲା ଟ୍ରେନ୍ରେ ଲାଗିଲା ନିଆଁ
ସୋର,୮ା୬: ବାଲେଶ୍ୱର ଜିଲା ସୋର ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଟ୍ରେନ୍ର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ତାଳଚେରରୁ ଝାଡ଼ଖଣ୍ଡ ଯିବା…
କେଉଁ ଆସନ ଛାଡ଼ିବେ ରାହୁଲ? ରାଏବରେଲି ନା ଓ୍ବାୟନାଡ, ଶୀଘ୍ର ହେବ ସ୍ପଷ୍ଟ
ନୂଆଦିଲ୍ଲୀ,୮ା୬: ଶନିବାର କଂଗ୍ରେସ କହିଛି ଯେ, ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଉଭୟ ଓ୍ବାୟନାଡ ଏବଂ ରା ଏବରେଲି ଆସନ ଜିତିଥିବା ରାହୁଲ ଗାନ୍ଧୀ ଆସନ୍ତା ୧୮ ତମ ଲୋକ ସଭାରେ କେଉଁ ଦୁଇଟି ଆସନରୁ ପ୍ରତିନିଧିତ୍ୱ କରିବେ ତାହା…
କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ହେଲେ ସୋନିଆ
ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କଠାରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ଘନଘନ ବୈଠକ ଅନୁଷ୍ଠିତ ହେଉଛି। ଶନିବାର ସନ୍ଧ୍ୟାରେ ଉଭୟ ଲୋକ…
ଅଘୋଷିତ ବିଦ୍ୟୁତ୍ କାଟ୍, ସଞ୍ଜ ନଇଁଲେ ଲୋକଙ୍କୁ କ୍ୟାଣ୍ଡେଲ ଭରସା
ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): ଗୋଟିଏ ପଟେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଅନ୍ୟପଟେ ମଧ୍ୟାହ୍ନରେ ଆରମ୍ଭ ହୋଇଯାଉଛି କାଳବୈଶାଖୀର ତାଣ୍ଡବ। ଅନ୍ୟପଟେ ଦାଉ ସାଧୁଛି ଘନଘନ ବିଦ୍ୟୁତ୍ କାଟ୍। ଏଭଳି ଘଟଣା ଘଟୁଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ। କିଛିଦିନ ହେଲା…
ଜିତିବାର ଅନେକ ବାପା, ହାରିବାର କେବଳ ଜଣେ, କାହିଁକି ଏମିତି କହିଲେ ଫଡନବିସ୍
ମୁମ୍ବାଇ,୮ା୬: ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ବାହାରିଛି ଏବଂ ବର୍ତ୍ତମାନ ଏହାର ସମୀକ୍ଷା ଚାଲିଛି। ୪୮ଟି ଲୋକ ସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଭାଜପାର ପ୍ରଦର୍ଶନ ଏଥର ଆଶା କରାଯାଉଥିବାଠାରୁ ବହୁତ କମ୍ ଥିଲା। ଦଳର ଖରାପ ପ୍ରଦର୍ଶନ ପାଇଁ ଦାୟିତ୍ୱ…
‘ମୋତେ ପ୍ରଧାନମନ୍ତ୍ରୀ କଲେ ବି ମୁଁ ଏନ୍ଡିଏରେ ଯୋଗ ଦେବି ନାହିଁ’
ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍ ରବିବାର(ଜୁନ୍ ୯)ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ନାଗିନା ଆସନ…
ବାଘ ଆକ୍ରମଣରେ ୪ ଗୁରୁତର, ଗଡ଼ ଗାଁରେ ଆତଙ୍କ
ଖଇରା,୮ା୬(ଉତ୍କଳବନ୍ଧୁ ପଣ୍ଡା): ଶନିବାର ଅପରାହ୍ନରେ ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଅଧୀନ ଗଡ଼ ଗ୍ରାମରେ ଏକ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ ଗ୍ରାମର ଗଣନାଥ ନାୟକଙ୍କ ସ୍ତ୍ରୀ…
Archives


