ଜେଏସ୍ଏଲ୍ର ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୩୧।୧: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥତ୍କ ବର୍ଷର ୩ୟ ତ୍ରୈମାସିକ ଆର୍ଥତ୍କ…
କାରଖାନା ସମ୍ପ୍ରସାରଣ କରିବ ପିପିଏଲ୍
ପାରାଦୀପ, ୩୧।୧(ଶରତ ରାଉତ): ଓଡ଼ିଶା ସରକାରଙ୍କ ସହ ପାରାଦୀପ ଫସ୍ଫେଟ୍ସ ଲିମିଟେଡ (ପିପିଏଲ୍) ନିକଟରେ ଏକ ନୂତନ ଚୁକ୍ତି ସ୍ବାକ୍ଷର କରିଛି। ଏପରିକି କମ୍ପାନୀ ଆଗାମୀ ଦିନରେ ଜଗତ୍ସିଂହପୁର ଜିଲାର ପାରାଦୀପ ଠାରେ ଥିବା କାରଖାନାର ସମ୍ପ୍ରସାରଣ ପାଇଁ ପ୍ରାୟ ୪…
ଗଣତନ୍ତ୍ର ଦିବସ ପରେଡ୍ରେ ୟୁପି ପ୍ରଥମ
ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ରେ ଉତ୍ତର ପ୍ରଦେଶ (ୟୁପି) ପ୍ରଥମ ସ୍ଥାନ ଅଧିକାର କରିଛି। ନୂଆଦିଲ୍ଲୀର ଜାତୀୟ ଥିଏଟରଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍ ପ୍ରଥମ ସ୍ଥାନ ଅଧିକାର କରିଥିବା…
ବଜେଟ ପରେ ୧ଲକ୍ଷ ଟପିପାରେ ସୁନା ଦର: ସଞ୍ଜୟ
ଭୁବନେଶ୍ୱର,୩୧।୧ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଉଛି। ଯଦି କେନ୍ଦ୍ର ସରକାର ୨୦୨୫ ବଜେଟରେ ସୀମା ଶୁଳ୍କ ବୃଦ୍ଧିକରନ୍ତି, ତେବେ ଘରୋଇ ଚାହିଦା ଏବଂ ବିଶ୍ୱ ବଜାରରେ ସୁନାର ମୂଲ୍ୟ ବଢ଼ିପାରେ ବୋଲି ଲାଲଚାନ୍ଦ୍ ଜୁଏଲର୍ସର ପ୍ରତିଷ୍ଠାତା…
ରଣଜୀ ମ୍ୟାଚ୍ ଖେଳିବା ପାଇଁ କେତେ ଟଙ୍କା ନେଉଛନ୍ତି ବିରାଟ କୋହଲି: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୩୧।୧: ରଣଜୀ ଟ୍ରଫିରେ ଦିଲ୍ଲୀ ଏବଂ ରେଳବାଇ ଦଳ ମୁହାଁମୁହିଁ ହୋଇଛନ୍ତି। ଦୁଇ ଦଳ ମଧ୍ୟରେ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ବିରାଟ କୋହଲି ଖେଳୁଛନ୍ତି। ସେ ବହୁତ ଦିନ ପରେ ଘରୋଇ କ୍ରିକେଟକୁ ଫେରିଛନ୍ତି,…
ଉତ୍କର୍ଷ ଓଡ଼ିଶାରେ ବିଓବିର ସର୍ବବୃହତ୍ ଷ୍ଟଲ୍
ଭୁବନେଶ୍ୱର,୩୧।୧: ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ନିବେଶ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ଏହି ୪ ଦିନିଆ ନିବେଶ ମହାକୁମ୍ଭରେ ବ୍ୟାଙ୍କ ଅଫ୍ ବରୋଦା…
ବଲିଉଡ୍ରେ ଡେବ୍ୟୁ କରିବେ ଇବ୍ରାହିମ
ମୁମ୍ବାଇ: ଅଭିନେତା ସୈଫ୍ ଅଲୀ ଖାନ୍ ଓ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲୀ ଖାନ୍ ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏନେଇ ଫିଲ୍ମ ନିର୍ମାତା କରନ ଜୋହର ସୋସିଆଲ ମିଡିଆରେ ଏକ ଭାବନାତ୍ମକ ପୋଷ୍ଟ…
କ୍ଷୁଦ୍ରଗ୍ରହ ଆବିଷ୍କାରକଲେ ୯ମ ଶ୍ରେଣୀ ଛାତ୍ର
ନଏଡା: ଉତ୍ତରପ୍ରଦେଶର ନଏଡାସ୍ଥିତ ଶିବ ନାଡର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦକ୍ଷ ମଲିକ୍ (୧୪) ଏକ କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍)ର ଆବିଷ୍କାର କରିଛନ୍ତି, ଯାହାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସ୍ବୀକୃତି ମିଳିଛି। ଏହାସହ ଦକ୍ଷ ଏହି କ୍ଷୁଦ୍ରଗ୍ରହର ନାମ…
ସୀତାରାମନ୍ଙ୍କ ୬ ବଜେଟ ବିନ୍ଧାଣି
ନୂଆଦିଲ୍ଲୀ, ୩୧ା୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ୧ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟକୁ ଉପସ୍ଥାପନ କରିବେ। ଚଳିତ ଥର ଅଷ୍ଟମ ଥର ପାଇଁ ସୀତାରାମନ ଏହି ବଜେଟ ଉପସ୍ଥାପନ କରିବେ। ତେବେ ଉକ୍ତ ବଜେଟକୁ…
ସ୍ପେସ୍ଓ୍ବାକ୍ କଲେ ସୁନୀତା, ବୁଚ୍
ଓ୍ବାଶିଂଟନ, ୩୧ା୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍ ଓ୍ବିଲମୋର ଗୁରୁବାର ପ୍ରଥମଥର ପାଇଁ ଆଇଏସ୍ଏସ୍ ବାହାରେ ସ୍ପେସ୍ଓ୍ବାକ୍ କରିଛନ୍ତି। ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ…
ବିଦ୍ରୋହୀ ନେତା ଅଲ୍-ସାରା ହେଲେ ସିରିଆ ରାଷ୍ଟ୍ରପତି
ଡମାସ୍କସ୍,୩୧।୧: ସିରିଆ ରାଷ୍ଟ୍ରପତି ବଶର ଅସାଦଙ୍କୁ କ୍ଷମତାଚ୍ୟୁତ କରିଥିବା ବିଦ୍ରୋହୀ ଗୋଷ୍ଠୀର ନେତା ଅହମଦ ଅଲ୍-ସାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି। ପୂର୍ବତନ ଇନ୍ସର୍ଜେଣ୍ଟ ଗୋଷ୍ଠୀ ହୟାତ୍ ତହରିର ଅଲ୍- ଶାମ୍ (ଏଚ୍ଟିଏସ୍)ର ବୈଠକ ପରେ ଅଲ୍-ସାରାଙ୍କୁ ରାଷ୍ଟ୍ରପତି ନିଯୁକ୍ତ…
ୟୁନୁସ ସରକାରଙ୍କ ନିଦ ଉଡାଇଲା ଟ୍ରମ୍ପଙ୍କ ନିଷ୍ପତ୍ତି, ସଙ୍କଟରେ ବାଂଲାଦେଶ ନାଗରିକ
ଓ୍ବାଶିଂଟନ/ଢାକା,୩୧।୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପୁନର୍ବାର କ୍ଷମତାକୁ ଆସିବା ପରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ଆମେରିକା ପ୍ରଶାସନ ବାଂଲାଦେଶକୁ ଲକ୍ଷ ଲକ୍ଷ ଡଲାରର ସହାୟତା ବନ୍ଦ କରିଦେଇଛି। ପୂର୍ବରୁ, ବାଇଡେନ ପ୍ରଶାସନ ସମୟରେ, ଆମେରିକା ବାଂଲାଦେଶକୁ…

