‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଉ…’, ଭାଜପା ଉପରେ ବର୍ଷିଲେ ଅଭିଷେକ
କୋଲକାତା,୨୧।୭: କୋଲକାତାରେ ଟିଏମସି ରାଲିର ଆୟୋଜନ କରାଯାଇଛି। ଏହି ରାଲିରେ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ବାନାର୍ଜୀ କହିଛନ୍ତି ଯେ ବଙ୍ଗଳାକୁ ଆସୁଥିବା ସମସ୍ତ ପାଣ୍ଠି ଭାଜପା ବନ୍ଦ କରି ଦେଇଛି। ଲୋକ ସଭା…
‘ବଙ୍ଗଳା ହିଁ ଭାରତର ଅସ୍ତିତ୍ୱକୁ ସୁରକ୍ଷିତ କରିପାରିବ’
କୋଲକାତା,୨୧ା୭: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଶହୀଦ ଦିବସ ସମାବେଶକୁ ରବିବାର ସମ୍ବୋଧିତ କରିଛନ୍ତି। ମମତା ବାଂଲାଦେଶରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଆମକୁ ଉତ୍ତେଜିତ…
୪୮ ବର୍ଷ ବୟସରେ ପ୍ରେମିକ ଖୋଜୁଛନ୍ତି ଅଭିନେତ୍ରୀ
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୪୮ ବର୍ଷରେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ୧୬ ବର୍ଷ ସାନ ରୋହମାନ ଶଲଙ୍କଠାରୁ ବ୍ରେକ୍ଅପ୍ ପରେ ସୁସ୍ମିତାଙ୍କ ନାଁ ଲଲିତ ମୋଦିଙ୍କ ସହ ମଧ୍ୟ…
ଏଥର ଗ୍ରହଣୀୟ ହେବ ନାହିଁ ୨୫ରୁ କମ ଆସନ, ଜିତନ ରାମ ଦେଲେ ଅଲଟିମେଟମ
ପାଟନା,୨୧।୭: ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜ୍ୟରେ ରାଜନୀତି ଜୋରଦାର ହୋଇସାରିଛି। ବିରୋଧୀ ଦଳଗୁଡିକୁ ଛାଡିଦିଅନ୍ତୁ, ଏନଡିଏ ଭିତରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର ମନ୍ତ୍ରୀ ତଥା ହାମ ପାର୍ଟିର ପୃଷ୍ଠପୋଷକ ଜିତନ ରାମ ମାଂଝି ସିଟ ବାଣ୍ଟିବା…
ମମତା କହିଲେ ମହିଳାଙ୍କୁ ସଂରକ୍ଷଣ ଦେଇ ପାରିଲାନି ଭାଜପା ସରକାର, ଅଖିଳେଶଙ୍କ ଦାବି ଭାଙ୍ଗିଯିବ ଏନଡିଏ ସରକାର
କୋଲକାତା,୨୧।୭: ପଶ୍ଚିମବଙ୍ଗରେ ଶାସକ ତ୍ରୁଣମୂଳ କଂଗ୍ରେସ (ଟିଏମସି) ର ଶହୀଦ ଦିବସ ସମାବେଶରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ତ୍ରୁଣମୂଳ କଂଗ୍ରେସ ହେଉଛି ଏକମାତ୍ର ଦଳ ଯେଉଁଥିରେ ୩୮ପ୍ରତିଶତ ମହିଳା ଏମପି ଅଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା ମହିଳାଙ୍କୁ ୩୩…
ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଧନ୍ୟବାଦ ଦେଲେ ବିଜେଡି ନେତା
ଭୁବନେଶ୍ୱର,୨୧।୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଦେବାର ଗୋଟିଏ ଦିନ ପରେ ୟୁ-ଟର୍ନ ନେଇଛନ୍ତି ରାଜ୍ୟ ସରକାର। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି ବୋଲି ସରକାର ଘୋଷଣା କରିଛନ୍ତି। ଏନେଇ ବିଜେ ନେତା ମୁନ୍ନା…
ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…
ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥିବ, ରୋଗବ୍ୟାଧି ଲାଗି ରହୁଥିବ ଇତ୍ୟାଦି। କୁହାଯାଏ,…
ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର
ଡେରାଡୁନ୍,୨୧।୭: ଉତ୍ତରାଖଣ୍ଡ ସରକାର ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବେ। ରବିବାର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଘୋଷଣା କରିଛନ୍ତି। ଧାମି କହିଛନ୍ତି, ରାଜ୍ୟ ଅଗ୍ନିବୀର କର୍ମଚାରୀଙ୍କୁ ସରକାରୀ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ସରକାର ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି।…
ନିପା ଭାଇରସ୍ ନେଲା ଆଉ ଏକ ଜୀବନ: ସତର୍କ ସୂଚନା ଜାରି
ଥିରୁଭାନନ୍ତପୁରମ,୨୧।୭: ନିପା ଭାଇରସ କେରଳରେ ଆଉ ଏକ ଜୀବନ ନେଇଛି। ମାଲାପୁରାମ ଜିଲାର ନିପା ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ୧୪ ବର୍ଷର ବାଳକର ରବିବାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ସେ ଭେଣ୍ଟିଲେଟରରେ ଥିଲେ। ଏହା…
ଜୀବନକୁ ନେଇ ଏମିତି କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଆରମ୍ଭ ହେଲା ଚର୍ଚ୍ଚା
ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ଗସ୍ତ ପାଇଁ ଦଳ ଘୋଷଣା ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଛନ୍ତି। ନିଜର କ୍ରୀଡା ପୋଷାକ ବ୍ରାଣ୍ଡ ଲଞ୍ଚ କରିବାକୁ ପ୍ରଥମ ଥର ପାଇଁ ଜନସାଧାରଣଙ୍କ ସମ୍ମୁଖରେ ନଜର ଆସିଥିଲେ ପାଣ୍ଡ୍ୟା। ସ୍ତ୍ରୀ ନତାଶା ଷ୍ଟେକୋଭିଚଙ୍କଠାରୁ ଅଲଗା…
ଏଲନ ମସ୍କଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଲ ଗେଟ୍ସ
ଓ୍ବାଶିଂଟନ୍,୨୧।୭: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଟେସଲା ତଥା ଏକ୍ସର ମାଲିକ ଏଲନ ମସ୍କଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଜଳବାୟୁ ପରିବର୍ତ୍ତନକୁ ନେଇ ଖୋଲା ମତ ରଖିଥିବା ବିଲ ଗେଟ୍ସ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବାରେ ଟେସଲା ଏକ…
ସାଇକେଲରେ ଘରକୁ ଫେରୁଥିଲେ, ଦଳିଦେଲା ବଣୁଆ ହାତୀ
କୁଆଁରମୁଣ୍ଡା,୨୧।୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଚାରୁ ବନାଞ୍ଚଳର ରାମପୁର ନିକଟରେ ଏକ ବଣୁଆ ହାତୀ ଜଣେ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡି ପାଦରେ ଦଳି ମାରିଦେଇଛି।…
Archives


