୪ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପ୍ରଥମଥର ହେଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୯।୬: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ କରାଯାଇଛି। ସେ ଷଷ୍ଠ ନମ୍ବରରେ ଶପଥ ନେଇଛନ୍ତି। ଏହା ମଧ୍ୟପ୍ରଦେଶର ଶକ୍ତି ଆହୁରି ବୃଦ୍ଧି କରିବ। ଷଷ୍ଠ ଥର ପାଇଁ ବିଦ୍ୟାରୁ ଏମପି ନିର୍ବାଚିତ…
ମୋଦିଙ୍କ ପାଇଁ ଏହି ମନ୍ତ୍ରୀମାନେ ହେବେ ସଙ୍କଟ ମୋଚକ
ନୂଆଦିଲ୍ଲୀ,୯।୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ନରେନ୍ଦ୍ର ମୋଦି ଦେଶର ଇତିହାସରେ ଏକ ନୂତନ ପୃଷ୍ଠା ଯୋଡିଛନ୍ତି। ତାଙ୍କ ସହ ଭାଜପା ତଥା ଏନଡିଏ ସହଯୋଗୀ ଦଳର ପ୍ରମୁଖ ନେତାମାନେ ମଧ୍ୟ ମନ୍ତ୍ରୀ ଭାବରେ…
ପାକିସ୍ତାନ ବିପକ୍ଷରେ ଫେଲ୍ ମାରିଲା ଭାରତୀୟ ବ୍ୟାଟିଂ ଲାଇନ୍
ନ୍ୟୁୟର୍କ;୯।୬:ଆଜି ଟି-୨୦ ବିଶ୍ୱକପ୍ ୨୦୨୪ର ୧୯ତମ ମ୍ୟାଚ୍ ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଛି। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୧୯ ରନ୍ ରେ ଅଲଆଉଟ୍ ହୋଇଛି। ଭାରତୀୟ…
‘ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି’
ଖୋର୍ଦ୍ଧା/କଟକ,୯ା୬(ପ୍ରଭାତ ପାଣିଗ୍ରାହୀ/ଶିଳ୍ପା ପ୍ରିୟଦର୍ଶିନୀ):ଇଭିଏମ୍ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ ବହୁ ନେତା ଓ କର୍ମୀ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ପ୍ରଶାନ୍ତ ଘୋଡ଼ାଗାଡ଼ିରେ…
ମୋଦିଙ୍କ କ୍ୟାବିନେଟରେ ସବୁଠାରୁ କମ ବୟସର ମନ୍ତ୍ରୀ ହେଲେ ‘କଙ୍ଗନାଙ୍କ ହିରୋ’
ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପରେ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ମନ୍ତ୍ରୀମାନେ ଗୋଟିଏ ପରେ ଗୋଟିଏ ମଞ୍ଚରେ ପହଞ୍ଚି ଶପଥ ଗ୍ରହଣ କରିଥିଲେ। ଅଧିକାଂଶ ମନ୍ତ୍ରୀ ସେମାନଙ୍କର ପାରମ୍ପାରିକ ପୋଷାକ କୁର୍ତ୍ତା ଏବଂ ପାଇଜାମାରେ ଶପଥ ନେବାକୁ…
ପ୍ରଧାନମନ୍ତ୍ରୀ ହେଉ ହେଉ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ
ନୂଆଦିଲ୍ଲୀ,୯।୬: ରବିବାର କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେପଟେ କଂଗ୍ରେସ ତାଙ୍କୁ ଟାର୍ଗେଟ କରି କହିଛି ଯେ ଗୋଟିଏ ପଟେ ନରେନ୍ଦ୍ର ମୋଦି ଏବଂ ଏନଡିଏ ସରକାରଙ୍କ ମନ୍ତ୍ରୀମାନେ ଶପଥ ନେଉଛନ୍ତି,…
କେଉଁ କଥାକୁ ନେଇ ନିଜର ହସ ଅଟକାଇ ପାରିଲେନି ମୋଦି
ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ୭୨ ମନ୍ତ୍ରୀ ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ, ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ରାଜନେତାମାନେ ନିଜ…
ନିଜ ଦଳର ଏହି ୩ ଖଳନାୟକଙ୍କୁ ଭୁଲିପାରିବେନି ମୋଦି
ନୂଆଦିଲ୍ଲୀ,୯।୬:ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାଏବଂ ପ୍ରଧାନମନ୍ତ୍ରୀ ମୋଦି ଏଥର ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଇଥିଲେ। ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଲା ପରେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୪୦୦ରୁ ଅଧିକ ସିଟ ଜିତିବାକୁ ଦାବି…
ଏନ୍ଇଇଟି ରେଜଲ୍ଟ ବିଭ୍ରାଟ: ସିବିଆଇ ତଦନ୍ତ, ପୁନଃ ପରୀକ୍ଷା ଦାବି
ନୂଆଦିଲ୍ଲୀ,୯ା୬: ଏନ୍ଇଇଟି-ୟୁଜି ପରୀକ୍ଷା ଫଳରେ ଅନିୟମିତତାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବାବେଳେ ଏହାର ସିବିଆଇ ତଦନ୍ତ ଏବଂ ପୁନଃ ପରୀକ୍ଷା ପାଇଁ ଅନେକ ଛାତ୍ରୀଛାତ୍ର ଦାବି କରିଛନ୍ତି। ପରୀକ୍ଷାରେ ୬୭ ଜଣ ଛାତ୍ରୀଛାତ୍ର ୭୨୦ରୁ ୭୨୦ ନମ୍ବର ରଖି ସର୍ବଭାରତୀୟ…
ଏଥର କାର୍ଯ୍ୟକାଳ ପୂରା କରିପାରିବେନି ମୋଦି ସରକାର: ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଚେତାବନୀ
ନୂଆଦିଲ୍ଲୀ,୯।୬: ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନଡିଏ ମିଳିତ ସରକାର ପୁଣିଥରେ ଦେଶରେ ଗଠନ ହୋଇଛି। ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି…
ମୋଦି ମନ୍ତ୍ରିମଣ୍ଡଳ ୩.୦ରେ କେତେଜଣ ମହିଳାଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ,୯।୬: ରବିବାର (ଜୁନ ୯) ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୋଦି ୩.୦ ସରକାରରେ ଅନେକ ମହିଳାଙ୍କୁ ମନ୍ତ୍ରୀ ମଧ୍ୟ କରାଯାଇଛି। ଏଥିମଧ୍ୟରୁ ନିର୍ମଳା ସୀତାରମଣ ଏବଂ ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ…
ମୋଦି ସରକାରର ସବୁଠୁ ଧନୀ ମନ୍ତ୍ରୀ କିଏ ଜାଣନ୍ତି: ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍
ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ସମୟରେ ଦେଶର ସବୁଠୁ ଧନୀ ମନ୍ତ୍ରୀ ତଥା ଟିଡିପି ଏମ୍ପି ପେମାସାନି ଚନ୍ଦ୍ରଶେଖର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା…
Archives


