ମୁହଁ ମୋଡିଲେ ମୋଦି ସରକାର, ଲାଲୁ ବି ଦାବି କଲେ ଇସ୍ତଫା, ଚିନ୍ତାରେ ନୀତୀଶ!
ପାଟନା,୨୨।୭: ବିହାର ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ସମ୍ଭବ ନୁହେଁ। ମୋଦି ସରକାରଙ୍କ ତରଫରୁ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଜେଡିୟୁ ଏମପି ରାମପ୍ରୀତ ମଣ୍ଡଳଙ୍କ ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି। ପଙ୍କଜ ଚୌଧୁରୀ ତାଙ୍କ ଲିଖିତ ଉତ୍ତରରେ…
ଏଲୋନ ମସ୍କ ଦେଖାଇଲେ ଓ୍ବାର୍ଲଡ ଲିଡରଙ୍କ AI ଫ୍ୟାଶନ ଶୋ’, ଦେଖନ୍ତୁ ଭିଡିଓ ନ ହସି ରହିପାରିବେନି
ଓ୍ବାଶିଂଟନ,୨୨।୭: ଟେସଲା ସିଇଓ ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି। ମସ୍କ ଏହି ଭିଡିଓକୁ AI ଫ୍ୟାଶନ ଶୋ ଭାବରେ କ୍ୟାପସନ ଦେଇଛନ୍ତି। ଏଥିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର…
ହିଲାରୀ କ୍ଲିଣ୍ଟନଙ୍କ ଚାକରାଣୀ କମଲା ହାରିସ୍, ଏମିତି ଦାବି କରି ଆଶ୍ଚର୍ଯ୍ୟ କରିଛନ୍ତି ତୁଳସୀ ଗବାର୍ଡ
ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋ ବାଇଡେନ ଦୌଡ଼ରୁ ଓହରି ଯାଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଜୋ ବାଇଡେନ କମଲା ହାରିସଙ୍କୁ ସମର୍ଥନ କରିଛନ୍ତି। ତେବେ କମଲା ହାରିସଙ୍କ ନାମ ଏପର୍ଯ୍ୟନ୍ତ ଡେମୋକ୍ରାଟଙ୍କ ଦ୍ୱାରା ଅନୁମୋଦନ ହୋଇନାହିଁ। ଏହି ସମୟରେ,…
ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଶରଦ ପାଓ୍ବାର
ମୁମ୍ବାଇ,୨୨।୭: ଲୋକ ସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ଶାସକ ଦଳର ନେତା ଏବଂ ବିରୋଧୀଙ୍କ ମଧ୍ୟରେ ଏକ ବୈଠକ ଚାଲିଛି। ମୁମ୍ବାଇରେ ଶରଦ ପାୱାର ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଆଜିର ବୈଠକ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି…
ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
ସୁନ୍ଦରଗଡ଼,୨୨ା୭: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ ହୋଇଛି। ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ହାଇକୋର୍ଟ ସାରଦାଙ୍କୁ ଏହି ନୋଟିସ୍ କରିଛନ୍ତି । ପ୍ରତିପକ୍ଷ ଦିଲୀପ ରାୟଙ୍କ ମାମଲା ଆଧାରରେ ନୋଟିସ କରିଛନ୍ତି କୋର୍ଟ। ଆସନ୍ତା ଅଗଷ୍ଟ…
ଶ୍ରାବଣ ସୋମବାର: ବିଭିନ୍ନ ଶୈବପୀଠରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼
ବାଲିଗୁଡ଼ା,୨୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଗୁରୁପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ। ସେହି ବିଶ୍ବାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳାଭିଷେକ କରନ୍ତି ଏହି…
ଜର୍ମାନରେ ଗବେଷଣା କରିବେ ବୀରମହାରାଜପୁରର ଯୁବ ବୈଜ୍ଞାନିକ ଶିଭାଜିତ୍
ଅମରପାଲି,୨୨ା୭(ପୀତାମ୍ବର ସାହୁ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଂଘର୍ଷ କରିବାକୁ ପଡ଼େ ଏବଂ ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ପ୍ରତିକୂଳ ପରିସ୍ଥିତିରେ ବି ଯିଏ ସଂଘର୍ଷ କରିଛି ସିଏ ହିଁ ସଫଳତାର ହକ୍ଦାର ହୋଇପାରିଛି। ଏମିତି କିଛି କରି…
ସଂସଦରେ ଗର୍ଜିଲେ ବିଜେଡି ଏମ୍ପି: ଓଡ଼ିଶାକୁ ଦିଆଯାଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା
ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଓଡ଼ିଶାର ବିଜେଡି ଏମ୍ପି ରାଜ୍ୟ ସଭାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଛନ୍ତି। ବିଜେଡି ଏମ୍ପି ମୁନା ଖାଁ ଗୃହରେ କହିଛନ୍ତି, ଓଡ଼ିଶା…
ବଜେଟ୍ରେ ହେବ ଏହି ୫ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୨ା୭: ବହୁ ପ୍ରତୀକ୍ଷିତ କେନ୍ଦ୍ର ବଜେଟ୍ ୨୦୨୪-୨୫ ଉପସ୍ଥାପନ ହେବାର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଅର୍ଥର୍ନେତିକ ସର୍ଭେ ୨୦୨୩-୨୦୨୪ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍କୁ ଚିହ୍ନିତ କରି ୨୦୨୪-୨୫ଆର୍ଥିକ ବର୍ଷ…
ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ରହିବ ଛୁଟି
ଲକ୍ଷ୍ନୌ,୨୨।୭: ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ବାରାଣାସୀ ସହର ଅଞ୍ଚଳରେ ଏବଂ କାଉଡି ରୁଟ୍ରେ ପଡୁଥିବା ୧ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ଏହା…
ଯୋଗୀ ସରକାରଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୨।୭: ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କାଉଡି ଯାତ୍ରା ରୁଟ୍ ଦେଇ ପଡିଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏହା ସହିତ…
ଅମୀରଙ୍କଠାରୁ ଛାଡ଼ପତ୍ର ପରେ ବହୁତ ଖୁସି ଅଛନ୍ତି କିରଣ, କହିଲେ ମୁଁ କେବେ ବି…
ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ଥରେ ନୁହେଁ ଦୁଇଥର ବିବାହ କରିଥିଲେ ଏବଂ ପରେ ଦୁଇଜଣଙ୍କଠାରୁ ଛାଡ଼ପତ୍ର ହୋଇଥିଲା। ୨୦୨୧ରେ ସେ ସୋସିଆଲ ମିଡିଆରେ ଦ୍ୱିତୀୟ ସ୍ତ୍ରୀ…
Archives


