ଏଥର ମଧ୍ୟ ଲୋକ ସଭା ସ୍ପିକର ପଦ ସମ୍ଭାଳିବେ ଓମ ବିର୍ଲା! ରେସ୍ରେ ଅଛନ୍ତି…
ନୂଆଦିଲ୍ଲୀ,୧୧।୬: ଚଳିତ ଲୋକ ସଭା ନିର୍ବାଚନରେ ଭାଜପାକୁ ରାଜସ୍ଥାନରେ ୧୧ଟି ଆସନ ହରାଇବାକୁ ପଡ଼ିଲା, ଏହା ସତ୍ତ୍ୱେ ବି ପ୍ରଧାନମନ୍ତ୍ରୀ ରାଜସ୍ଥାନର ଚାରିଜଣ ଏମପିଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ଗତଥର ମଧ୍ୟ ରାଜସ୍ଥାନର ଚାରିଜଣ ଏମପି ମନ୍ତ୍ରୀ ଥିଲେ। କିନ୍ତୁ…
ବିବାହ କରିବାକୁ ମନା କରିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ
ବିଷମକଟକ, ୧୧।୬(ପ୍ରସନ୍ନ କୁମାର ପଣ୍ଡା): ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଘରୁଡାକି ନେଇ ହତ୍ୟା। ହତ୍ୟାକରି ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ। କାଲି ଅପରାହ୍ନ ସମୟରେ ଯୁବତୀଙ୍କୁ ଫନ କରି ଡାକିଥିଲେ ଯୁବକ। ପରେ ତାଙ୍କୁ ହତ୍ୟାକରି ବିଷମକଟକ…
ବିଜେଡିର ସମୀକ୍ଷା ବୈଠକ: ଯୋଗଦେଲେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ଲୋକ ପ୍ରତିନିଧି
ଦାରିଙ୍ଗବାଡି, ୧୧।୬(ଅରୁଣ ସାହୁ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପରାଜୟପରେ ମଙ୍ଗଳବାର ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତତ୍କାଳ ଉପବାଚସ୍ପତି ତଥା ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାଲୁଗା…
ଟାଇଲ୍ସ ସଫା କରିବେ କିପରି
ଘର ହେଉ କି ବାଥ୍ରୁମ୍ର ଚଟାଣକୁ ଆକର୍ଷଣୀୟ କରିବା ପାଇଁ ଆଜିକାଲି ଟାଇଲ୍ସ ବ୍ୟବହାର କରାଯାଉଛି। ତେବେ ଏହାକୁ କିପରି ସଫାକରିବେ କେତୋଟି ଟିପ୍ସ… ଭିନେଗାର ଚଟାଣରେ ଲାଗିଥିବା ଟାଇଲ୍ସକୁ ସଫା କରିବାକୁ ହେଲେ ଭିନେଗାର ବ୍ୟବହାର କରନ୍ତୁ। ଏହାକୁ ନଖ…
ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ନିମନ୍ତ୍ରଣକୁ ନେଇ ଏମିତି କହିଦେଲେ ନବୀନ
ଭୁବନେଶ୍ୱର,୧୧।୬: ରାଜ୍ୟର ନୂଆ ଭାଜପା ମୁଖ୍ୟମନ୍ତ୍ରୀ ବୁଧବାର ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହକୁ ଭାଜପା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଭାଜପାର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ…
ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପାନୀୟ ଜଳଯୋଗାଣ ବନ୍ଦ:ପାନୀୟ ଜଳ ପାଇଁ ପର୍ଯ୍ୟଟକ ହିନସ୍ତା
ପାଟଣା,୧୧।୬(ବୀର କିଶୋରଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗତ ଶୁକ୍ରବାର ଅପରାହ୍ନରେ ବଜ୍ରପାତ ଯୋଗୁ ବୋରୱେଲର ପମ୍ପ ପୋଡ଼ଯିବାରୁ ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହରକତ ହେଇଛନ୍ତି। ଦୀର୍ଘ…
ଶପଥ ଗ୍ରହଣ ଉତ୍ସବ ପାଇଁ ମହାପ୍ରଭୁଙ୍କୁ ଦେବେ ନିମନ୍ତ୍ରଣ, ପୁରୀ ଗସ୍ତରେ ଭାଜପା ଦଳ ବିଧାୟକ
ଭୁବନେଶ୍ୱର,୧୧।୬: ଆସନ୍ତାକାଲି ଶପଥ ନେବେ ଓଡ଼ିଶାର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ କିଏ ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ମଙ୍ଗଳବାର ସଂଧ୍ୟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଶପଥ ଗ୍ରହଣ ଉତ୍ସବରେ…
କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ,୧୧।୬: ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଅର୍ଥାତ ବୁଧବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁ ସକାଳ ୧୧.୨୭ରେ…
ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ, ମନମୋହନ କହିଲେ…
ଭୁବନେଶ୍ୱର,୧୧।୬: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପା ଏହି ଶପଥ ସମାରୋହରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଭାଜପାର…
ନଡ୍ଡା ଗଲେ କ୍ୟାବିନେଟ, ଏବେ କିଏ ହେବେ ଭାଜପା ଅଧ୍ୟକ୍ଷ, ଆଗରେ ରହିଛି ଏହି ସବୁ ନାଁ
ନୂଆଦିଲ୍ଲୀ,୧୧।୬: ଭାଜପା ପାଇବ ନୂଆ ଅଧ୍ୟକ୍ଷ। ଏଥିପାଇଁ ସେପ୍ଟେମ୍ବର ସୁଦ୍ଧା ଭାଜପାର ଅଧ୍ୟକ୍ଷ ନିର୍ବାଚନ ହେବାର ସମ୍ଭାବନା ରହିଛି। ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବା ପର୍ଯ୍ୟନ୍ତ ଜେପି ନଡ୍ଡା ଅଧ୍ୟକ୍ଷ ରହିବେ। ଅନ୍ୟପଟେ ନଡ୍ଡାଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି, ଏଭଳି ପରିସ୍ଥିତିରେ…
ଭାଜପାର ନୂଆ ଅଧ୍ୟକ୍ଷକୁ ନେଇ ଆସିଲା ବଡ଼ ଖବର, କେବେ ହେବ ନିର୍ବାଚନ ହେଲା ସ୍ପଷ୍ଟ
ନୂଆଦିଲ୍ଲୀ,୧୧।୬: ଭାଜପାର ନୂତନ ଅଧ୍ୟକ୍ଷଙ୍କ ବିଷୟରେ ବଡ ଖବର ଆସିଛି। କୁହାଯାଉଛି ଯେ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବା ପର୍ଯ୍ୟନ୍ତ ଜେପି ନଡ୍ଡା ଅଧ୍ୟକ୍ଷ ରହିବେ। ସୂଚନାନୁସାରେ, ସେପ୍ଟେମ୍ବର ସୁଦ୍ଧା ଭାଜପାରେ ଅଧ୍ୟକ୍ଷ ନିର୍ବାଚନ ହେବାର ସମ୍ଭାବନା ରହିଛି। କାର୍ଯ୍ୟରତ ଅଧ୍ୟକ୍ଷଙ୍କ…
ମୋଦି ୩.୦ରେ ଶପଥ ନେବା ମାତ୍ରେ ବଡ଼ ରେକର୍ଡ କଲେ ଏସ୍. ଜୟଶଙ୍କର
ନୂଆଦିଲ୍ଲୀ,୧୧।୬: ଶପଥ ଗ୍ରହଣ କରିବା ମାତ୍ରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆକ୍ସନ ମୋଡରେ ଅଛନ୍ତି। ସୋମବାରଠାରୁ ମନ୍ତ୍ରଣାଳୟରେ ପହଞ୍ଚି ସେ କାମ ଆରମ୍ଭ କରିଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ପୁଣିଥରେ ଜୟଶଙ୍କରଙ୍କୁ ଦିଆଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
Archives


