Home

ସାକ୍ଷାତ୍‌କାରରେ ସଫଳତା ଲାଗି…

ଶିକ୍ଷାଗତ ଯୋଗ୍ୟତା ସତ୍ତ୍ୱେ ଅନେକ ସମୟରେ ସାକ୍ଷାତ୍‌କାରରେ ବିଫଳତା ମିଳିଥାଏ। ତେବେ ଏଥିରେ ସଫଳ ହେବା ପାଇଁ ବିଭିନ୍ନ ଦିଗରୁ ପ୍ରସ୍ତୁତି କରିବାକୁ ହେବ। ସାକ୍ଷାତକାର ଦେବାକୁ ଯିବା ପୂର୍ବରୁ ସର୍ବପ୍ରଥମେ କେଉଁ ସବୁ ବିଷୟରେ ଆପଣଙ୍କୁ ପ୍ରଶ୍ନ ଆସିବ ସେନେଇ…

କିଏ ସେହି ସରବଜୋତ ସିଂ, ଯିଏ ମନୁ ଭାକରଙ୍କ ସହ ମିଶି ଦେଶ ପାଇଁ ଜିତିଲେ ଦ୍ୱିତୀୟ ପଦକ

ପ୍ୟାରିସ୍‌,୩୦।୭: ଭାରତୀୟ ଶୁଟର ସରବଜୋତ ସିଂ ମନୁ ଭାକରଙ୍କ ସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହା ହେଉଛି ୨୨ ବର୍ଷୀୟ ସରବଜୋତଙ୍କର ପ୍ରଥମ ଅଲିମ୍ପିକ ପଦକ। ମନୁ ଏବଂ…

୧୦ ବର୍ଷରେ ୨୫ କୋଟି ଲୋକ ଗରିବରୁ ବାହାରିଛନ୍ତି: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଭବନରେ ‘ବିକାଶ ଭାରତର ଯାତ୍ରା: ୟୁନିଅନ ବଜେଟ ୨୦୨୪-୨୫ ପରବର୍ତ୍ତୀ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି…

ଇତିହାସ ରଚିଲେ ମନୁ, ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଥିବା ପ୍ରଥମ ଭାରତୀୟ ଆଥଲେଟ

ପ୍ୟାରିସ,୩୦।୭: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥର ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ ତାଙ୍କ ଦଳରେ…

ଘରେ ମେଡ୍‌ ରଖିଥିଲେ… ହୋଇଯାନ୍ତୁ ସାବଧାନ

ଆଜିକାଲି ଅଧିକାଂଶ ପରିବାରରେ ମେଡ୍‌ଙ୍କ ସହାୟତା ନେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। ତେବେ ଘରେ ଏମାନେ କାମ କରୁଥିବା ସମୟରେ ବିଭିନ୍ନ ଦିଗକୁ ନେଇ ସଚେତନ ରହିବାକୁ ହୁଏ। ନଚେତ୍‌ ବହୁ ସମସ୍ୟା ଆସିଥାଏ। ଏହି ଦୃଷ୍ଟିରୁ କେଉଁ ସବୁ କଥାକୁ…

ଟ୍ରେନ ଦୁର୍ଘଟଣାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ଅଖିଳେଶ-ମମତା, ଜେଏମଏମ କହିଲା ରିଲ କରିବା ଛାଡନ୍ତୁ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୩୦।୭: ଦେଶରେ ବାରମ୍ବାର ରେଳ ଦୁର୍ଘଟଣାକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଭାରତ ସରକାରଙ୍କ ସମ୍ବେଦନଶୀଳତା କେବେ ଶେଷ ହେବ? ଯେଉଁଠାରେ ଏସପି ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି…

ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଟାଲି: ଟପ୍‌ ୨ରେ ଜାପାନ-ଫ୍ରାନ୍ସ, ଜାଣନ୍ତୁ ଭାରତର ସ୍ଥାନ କେତେ ନମ୍ବରରେ

ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରୁଛି। ଭାରତୀୟ ଖେଳାଳିମାନେ ଶୁଟିଂ, ତିରନ୍ଦାଜୀ, ହକି ଏବଂ ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ତୃତୀୟ ଦିନ ପର୍ଯ୍ୟନ୍ତ ଦଳ କେବଳ…

ଡିଆଇଜି ରାଜେଶ୍‌ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର,୩୦।୭: ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ସସ୍‌ପେଣ୍ଡ ହୋଇଛନ୍ତି। ରାଜେଶଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଛି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାପିଟାଲ…

ପ୍ୟାରିସ ଅଲିମ୍ପିକ୍ସରେ ଆଥେଲେଟଙ୍କୁ ଖାଇବା ପାଇଁ କରିବାକୁ ପଡୁଛି ସଂଘର୍ଷ: ରିପୋର୍ଟ

ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବା ପରଠାରୁ ଆୟୋଜକ କମିଟି ସ୍ଥାନ ତଥା କ୍ରୀଡା ଗ୍ରାମରେ ସୁବିଧା ଅଭାବକୁ ନେଇ ବିଦେଶୀ ଖେଳାଳି ଏବଂ ଦଳର ସଦସ୍ୟଙ୍କୁ କଡା ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି। ଜଣେ ଆଥଲେଟ ନାମ ଗୋପନ ରଖିବା…

ବାଘଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ

ଭୁବନେଶ୍ୱର, ୩୦।୭ (ଅସମାପିକା ସାହୁ):ଓଡ଼ିଶାର ଜଙ୍ଗଲ ବାହାର ରାଜ୍ୟର ବାଘଙ୍କ ଭାରି ପସନ୍ଦ। ସେଥିପାଇଁ ଶହ ଶହ କିଲୋମିଟର ଅତିକ୍ରମ କରି ଓଡ଼ିଶା ଜଙ୍ଗଲକୁ ଏକାଧିକ ବାଘ ଚାଲି ଆସିଥିବା ନଜିର ରହିଛି। ଏଠାକୁ ଆସିବା ପରେ ସେମାନେ ନିଜର ଟେରିଟୋରି…

ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୀରବତା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ: ପ୍ରଦୀପ

ଭୁବନେଶ୍ୱର,୩୦।୭(ଅନିଲଦାସ):ଓଡ଼ିଶା ସ୍ବାର୍ଥର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ନିକଟରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ପୋଲାଭରମ୍‌ ପ୍ରସଙ୍ଗ ନ ଉଠାଇବା ସମସ୍ତ ଓଡ଼ିଆଙ୍କୁ ବ୍ୟଥିତ କରିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀରବତା…

ନୀରଜ ଚ୍ରୋପାଙ୍କୁ ଭେଟିବା ପାଇଁ ଏମିତି କାମ କଲେ ପ୍ରଶଂସକ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ତାଙ୍କର ପୂର୍ବ ଟୋକିଓ ଅଲିମ୍ପିକ୍ସ ଇତିହାସକୁ ପୁନରାବୃତ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି। ନୀରଜ ଚୋପ୍ରାଙ୍କ ଖେଳକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୀରଜ ଚୋପ୍ରାଙ୍କ ଯୋଗ୍ୟତା ରାଉଣ୍ଡ ଅଗଷ୍ଟ ୬ରେ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri