Home

ଚେର୍ନୋବିଲ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଜେଲନସ୍କି

କ୍ୱିଭ,୧୪।୨: ରୁଷିଆ ଡ୍ରୋନ ଆକ୍ରମଣ କରି ଚେର୍ନୋବିଲ ପରମାଣୁ ପାଓ୍ବାର ପ୍ଲାଣ୍ଟର ଚତୁର୍ଥ ବିଦ୍ୟୁତ ୟୁନିଟକୁ ଟାର୍ଗେଟ କରିଛି। ରୁଷିଆ ଡ୍ରୋନ ଚେର୍ନୋବିଲର ବନ୍ଦ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଛି, ଯାହା ବିଶ୍ୱ ପରମାଣୁ ସୁରକ୍ଷାକୁ ବିପଦରେ ପକାଇଛି।…

ଲାଞ୍ଚ ନେଉଥିଲେ ମହିଳା କିରାଣି, ଧରିଲା ଭିଜିଲାନ୍ସ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ଲାଞ୍ଚ ନେବା ବେଳେ ମହିଳା କନିଷ୍ଠ କିରାଣିଙ୍କୁ ଧରିଛି ଭିଜିଲାନ୍ସ। ଦେବଗଡ଼ ମହାବିଦ୍ୟାଳୟ କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନ ଗିରଫ। ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ଭିଜିଲାନ୍ସ ଚଢ଼ାଉ…

୫ ମାସର ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଲେ ମା’, କହିଲେ ଆଶ୍ଚର୍ଯ୍ୟଜନକ କଥା…

ବାରିପଦା,୧୪ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ କୋହି ପଞ୍ଚାୟତ ଅଞ୍ଚଳରେ ୫ ମାସର ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ସମନ୍ବିତ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଅତ୍ୟନ୍ତ ଗରିବ…

ମୋଦିଙ୍କୁ ‘ମହାନ’ ବୋଲି କହିଲେ ଟ୍ରମ୍ପ!

ଓ୍ବାଶିଂଟନ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଆମେରିକା ଗସ୍ତ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ…

ଗଞ୍ଜାମ ଜିଲା ପ୍ରଶାସନ ସହ ଏମ୍‌ଓୟୁ ସ୍ବାକ୍ଷର କଲା ଆଇଆର୍‌ଇଏଲ୍‌

ଛତ୍ରପୁର,୧୪ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ମିଠା ହେବ ସମୁଦ୍ର ପାଣି। ଏହି ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ସହ ଶୁକ୍ରବାର ଆଇଆର୍‌ଇଏଲ୍‌ର ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଏହାଦ୍ୱାରା ସମୁଦ୍ରର ପାଣିକୁ ମଧୁର ଜଳ ଭାବେ ଗଞ୍ଜାମବାସୀ ବ୍ୟବହାର…

ଆସ୍ଥା ଭୋଟ୍‌ରେ ହାରିଲେ ପାଟଣା ବ୍ଲକ ଅଧ୍ୟକ୍ଷା, ନୂତନ ଅଧ୍ୟକ୍ଷା ହେଲେ…

ପାଟଣା,୧୪ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଗତ ଜାନୁଆରୀ ୪ରେ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ବ୍ଲକ ସଭାଗୃହରେ ମତଦାନ ହୋଇଥିଲା। ମୋଟ୍‌ ୩୪ଜଣ ସଭ୍ୟାସଭ୍ୟ ମତଦାନ କରିଥିଲେ। ଶୁକ୍ରବାର…

ମୁରବୀ ହୀନ ହୋଇଛି ୩ କାର୍ଯ୍ୟାଳୟ, ଖାଲି ପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ

ପୁରୁଷୋତ୍ତମପୁର,୧୪ା୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଟି କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପରିସରରେ ରହିଛି। ଏଠାରେ ଦୁଇ ଦୁଇଜଣ ବିଧାୟକ ରହିଥିବା ସତ୍ତ୍ୱେ ମୁରବୀ ହୀନ ହୋଇପଡ଼ିଛି କାର୍ଯ୍ୟାଳୟ। ଯାହାଦ୍ବାରା ଲୋକେ ସେମାନଙ୍କ ନିଜ ନିଜର କାର୍ଯ୍ୟ…

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବ। ସମସ୍ତ ୧୦ଟି ଫ୍ରାଞ୍ଚାଇଜ ଲିଗ ପାଇଁ ସେମାନଙ୍କର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ, ଖେଳାଳିମାନେ ମଧ୍ୟ ସେମାନଙ୍କର ଫର୍ମ ଏବଂ ଫିଟନେସ ଉପରେ…

କୁମ୍ଭମେଳା ପରେ ସାଧୁସନ୍ଥଙ୍କ ପରବର୍ତ୍ତି ଲକ୍ଷ୍ୟ କ’ଣ ଥାଏ? ଜାଣନ୍ତୁ…

ପ୍ରୟାଗରାଜ,୧୪।୨: ଆଖାରଗୁଡ଼ିକ ହେଉଛି ସନ୍ଥ ଏବଂ ମୁନିମାନଙ୍କର ସଂଗଠନ ଯାହା ସନାତନ ଧର୍ମର ସୁରକ୍ଷା, ଆଧ୍ୟାତ୍ମିକ ପରମ୍ପରାର ସଂରକ୍ଷଣ ଏବଂ ଧାର୍ମିକ ଶିକ୍ଷା ପ୍ରସାର କରିବାରେ ନିୟୋଜିତ ଥାଏ। ମହାକୁମ୍ଭ ସମୟରେ, ଏହି ଆଖଡ଼ାମାନେ ସେମାନଙ୍କର ଅନୁଗାମୀମାନଙ୍କ ସହିତ ଏକତ୍ରିତ ହୁଅନ୍ତି…

ନବଜାତ ଶିଶୁଙ୍କୁ କାହିଁକି ହୁଏ ଜଣ୍ଡିସ୍‌, ଜାଣନ୍ତୁ ବିପଜ୍ଜନକ କି ନୁହେଁ କ’ଣ କୁହନ୍ତି ଡାକ୍ତର

ଛୋଟ ପିଲାମାନଙ୍କ ମଧ୍ୟରେ ଜଣ୍ଡିସ୍‌ ଏକ ସାଧାରଣ ସମସ୍ୟା। ଜନ୍ମ ପରେ ଅନେକ ଶିଶୁଙ୍କ ଆଖି ହଳଦିଆ ଦେଖାଯିବା ଆରମ୍ଭ କରେ। କାରଣ ସେମାନଙ୍କ ଶରୀରରେ ଅଧିକ ବିଲିରୁବିନ ସୃଷ୍ଟି ହେବା ଆରମ୍ଭ କରେ, ଯାହା ନବଜାତ ଶିଶୁଙ୍କଠାରେ ଜଣ୍ଡିସ୍‌ ସୃଷ୍ଟି…

Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଇଥିଲା। ପ୍ରଥମ ଟି-୨୦ ସିରିଜରେ…

ସୁନା ଦୋକାନୀଙ୍କୁ ଛୁରାମାଡ଼: ସୁନା-ରୁପା, ଟଙ୍କା ଲୁଟିନେଲେ

ଚାନ୍ଦବାଲି,୧୪।୨(ଅଶୋକ ପଣ୍ଡା): ଦିନକୁ ଦିନ ଭଦ୍ରକ ଜିଲା ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୋଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସୂଚନା ମୁତାବକ, ଗତକାଲି ରାତି ୮ଟା ସମୟରେ ବାଂଶଡା ଥାନା ଅଧୀନସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?