ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏମିତି କିଛି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୬: ବିଧାନସଭାର ନୂତନ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ…
ନାଟକରେ ଭଗବାନ ରାମ-ସୀତାଙ୍କ ଅପମାନ କରିଥିଲେ ଆଇଆଇଟି ବମ୍ବେର ଛାତ୍ର, ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ
ବମ୍ବେ,୨୦।୬: ଆଇଆଇଟି ବମ୍ବେର ଓପନ ଏୟାର ଥିଏଟରରେ ନାଟକ ସମୟରେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ଅପମାନ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଛାତ୍ରମାନଙ୍କ ଉପରେ ୧.୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଜରିମାନା…
ନୀତୀଶ ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍କା
ପାଟନା,୨୦ା୬: ପାଟନା ହାଇକୋର୍ଟ ନୀତୀଶ ସରକାରଙ୍କୁ ଏକ ଝଟ୍କା ଦେଇଛନ୍ତି। ଇବିସି, ଏସ୍ସି, ଏବଂ ଏସ୍ଟି ପାଇଁ ୬୫% ସଂରକ୍ଷଣକୁ ରଦ୍ଦ କରିଦିଆଯାଇଛି। ପାଟନା ହାଇକୋର୍ଟ ବିହାର ସଂରକ୍ଷଣ ସମ୍ବନ୍ଧୀୟ ଆଇନକୁ ବାତିଲ କରିଛନ୍ତି। ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ…
ପାକିସ୍ତାନକୁ ପାନେ ଦେବାକୁ ଡୋଭାଲଙ୍କ ‘ପିଓକେ ମିଶନ’ ଆରମ୍ଭ
ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଅଜିତ ଡୋଭାଲ ପୁଣି ଥରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଭାବରେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଏହି ପ୍ରସଙ୍ଗରେ ଆଲୋଚନା ତୀବ୍ର ହୋଇଛି। ବିଶ୍ୱାସ…
ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ସରକାର
ରାଞ୍ଚି,୨୦।୬: ଝାଡଖଣ୍ଡର ସୋରେନ ସରକାର ରାଜ୍ୟରେ ଜାତିଭିତ୍ତିସର୍ଭେ କରିବେ। ବୁଧବାର ସିଏମ ଚମ୍ପାଇ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଝାଡଖଣ୍ଡର କାର୍ଯ୍ୟନିର୍ବାହୀ ନିୟମରେ ସଂଶୋଧନ କରି ଜାତି ସର୍ବେକ୍ଷଣର ଦାୟିତ୍ୱ କର୍ମଚାରୀ ଏବଂ ପ୍ରଶାସନିକ…
ରାହୁଲଙ୍କୁ ତେଜସ୍ବୀ ଲଞ୍ଚରେ ଦେବେ ରୋହି ଝୋଳ, ବାର୍ଥ ଡେ’ ରେ ହୋଇଗଲା ଡିଲ୍ ପକ୍କା
ନୂଆଦିଲ୍ଲୀ,୨୦।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ୫୪ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସବୁଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ତାଙ୍କ ଜନ୍ମଦିନ ଉପଲକ୍ଷେ ଆରଜେଡି ନେତା ସ ପୂର୍ବ ଡେପୁଟି ସିଏମ ତେଜସ୍ବୀ ଯାଦବ ମଧ୍ୟ…
ପୁଣି ବଢିଲା ଭାଜପାର ମୁଣ୍ଡବିନ୍ଧା: ବିରୋଧୀଙ୍କୁ ବୁଝାଇବାକୁ ବାଧ୍ୟ
ନୂଆଦିଲ୍ଲୀ,୨୦।୬: ଲୋକ ସଭା ବାଚସ୍ପତି ପ୍ରସଙ୍ଗରେ ଏନଡିଏ ଧ୍ମଧ୍ୟରେ ଭାଜପା ପ୍ରାୟ ଏକ ସହମତି ହାସଲ କରିଛି। ଭାଜପା ପ୍ରାର୍ଥୀ ସହଯୋଗୀମାନଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇଛନ୍ତି। ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସଙ୍ଗରେ ବିରୋଧୀଙ୍କ ସହ ସହମତି ପ୍ରକାଶ…
ସୁରମା ପାଢ଼ୀ ହେଲେ ବାଚସ୍ପତି
ଭୁବନେଶ୍ୱର,୨୦ା୬: ରଣପୁର ବିଧାୟିକା ସୁରମା ପାଢ଼ୀ ଗୁରୁବାର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ସର୍ବସମ୍ମତି କ୍ରମେ ସୁରମା ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ…
ଆସୁଛି ଲଘୁଚାପ, ୨୮ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୨୦ା୬: କିଛି ମାସ ଧରି ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଜୁନ୍ ୮ରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଦିନକ ପରେ ଏହା ସମ୍ପୂର୍ଣ୍ଣ…
ବଦଳିଲା ସରକାରଙ୍କ ନିଷ୍ପତ୍ତି: ୨୨ ଜଣ ଅଫିସରଙ୍କ ବଦଳି ଉପରେ ଲାଗିଲା ରୋକ୍
ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ…
୩୩୦୦ କୋଟି ଟଙ୍କାର ଉପହାର ଦେବେ ମୋଦି
ନୂଆଦିଲ୍ଲୀ,୨୦।୬: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଯୋଗ ଦିବସରେ ପ୍ରଥମ ଗସ୍ତରେ ଜମ୍ମୁ କଶ୍ମୀରକୁ ୩୩୦୦ କୋଟି ଟଙ୍କା ଉପହାର ଦେବେ। ଏହା ସହିତ ସରକାରୀ ସେବା ପାଇଁ ୨୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପତ୍ର…
ବାଲେଶ୍ୱରରେ କର୍ଫ୍ୟୁ କୋହଳ, ସ୍ଥିତିରେ ଆସୁଛି ସୁଧାର
ବାଲେଶ୍ୱର,୨୦ା୬(ମାନସ ବିଶ୍ୱାଳ): ବାଲେଶ୍ବର ସହରର ଭୁଜାଖିଆପିରସ୍ଥିତ ଏକ ସରକାରୀ ପାଣି ନାଳରେ ନାଲି ରଙ୍ଗପାଣି ପ୍ରବାହ ପ୍ରସଙ୍ଗକୁ ନେଇ ଗତ ସୋମବାର ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ପୋଲିସ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉଦ୍ୟମରୁ ଆପାତତଃ ଏବେ ନିୟନ୍ତ୍ରଣାଧୀନ ରହିଛି।…
Archives


