Home

ଦାବି ପୂରଣ ନ ହେଲେ ବିଧାନସଭା କରାଯିବ ଘେରାଉ:ଓଡିଶା ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଚେତାବନୀ

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ବିଭିନ୍ନ ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଗଞ୍ଜାମ ଜିଲା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ…

ବୋଷ-ଆଇନଷ୍ଟାଇନ ଘନୀଭବନ ତତ୍ତ୍ୱ

ଏହି ଅବସ୍ଥାକୁ ‘ବୋଷ-ଆଇନଷ୍ଟାଇନ ଘନୀ ଭବନ’ କୁହାଯାଏ। ଏହା ବିଭିନ୍ନ ତରଳ କିମ୍ବା ଗ୍ୟାସୀୟ ଅବସ୍ଥା ନୁହେଁ। ଏହା ହେଉଛି ପଦାର୍ଥର ଗୋଟିଏ ନୂତନ ଅବସ୍ଥା। ବୋଷ-ଆଇନଷ୍ଟାଇନ୍‌ ଘନୀଭବନ ହେଉଛି ପଦାର୍ଥ ବିଜ୍ଞାନର ଏକ ଉଲ୍ଲେଖନୀୟ ସିଦ୍ଧାନ୍ତ। ଏଥିପାଇଁ ପଦାର୍ଥ ବିଜ୍ଞାନରେ…

ଅଶାନ୍ତ ହେବାରେ ଲାଗିଛି ତୋଟାପଡ଼ା: ଗୋଷ୍ଠୀ ସଂଘର୍ଷରୁ ୩ ଆହତ

ଘଣ୍ଟେଶ୍ୱର,୧୭ା୨(ବିପିନ ଦାଶ): ଅଶାନ୍ତ ହୋଇ ପଡ଼ିଛି ଭଦ୍ରକ ଜିଲା ଚାନ୍ଦବାଲି ବାଁଶ ଥାନା ତୋଟାପଡ଼ା ଅଞ୍ଚଳ। ଦୁଇ ଦିନ ପୂର୍ବରୁ ଛୁରାମାଡ଼ ଘଟଣା ଲିଭି ନଥିବା ବେଳେ ପୁଣି ରବିବାର ଏକ ଲୋମହର୍ଷକ ଘଟଣା ଘଟିଛି। ତୋଟାପଡ଼ା ଛକରେ ଗୋଷ୍ଠୀ ସଂଘଷ…

ଏହିଦିନ ଶପଥ ନେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନୂଆ ଚେହେରାକୁ ନେଇ…

ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତେ ଜାଣନ୍ତି। ଶାସକ ଆମ ଆଦମୀ ପାର୍ଟିକୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି ନିର୍ବାଚନରେ ବିଜୟୀ ହୋଇଛି। ନିର୍ବାଚନ ଫଳାଫଳ ଫେବୃଆରୀ ୮ତାରିଖରେ ପ୍ରକାଶ ପାଇଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା…

ଦିଲ୍ଲୀ-ଏନସିଆରରେ ଭୂକମ୍ପ ପରେ ଆସିପାରେ ‘ଆଫ୍ଟରଶକ୍‌’, କେନ୍ଦ୍ର ଜାରି କଲା ଚେତାବନୀ

ନୂଆଦିଲ୍ଲୀ,୧୭।୨: ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏହି ସମୟରେ, କେନ୍ଦ୍ର ସରକାର ପୁଣିଥରେ ଦିଲ୍ଲୀରେ ‘ଆଫ୍ଟରଶକ’ ଅର୍ଥାତ ଭୂକମ୍ପର ମୃଦୁ କମ୍ପନ ବିଷୟରେ ଚେତାବନୀ ଦେଇଛନ୍ତି। ଏଥିପାଇଁ ଲୋକମାନଙ୍କୁ ଶାନ୍ତ…

ଛାତ୍ରୀଙ୍କ ଆତ୍ମହତ୍ୟା ପରେ KIIT ଛାଡ଼ିଲେ ନେପାଳୀ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୭ା୨: କିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯାଇଛି। କୁହାଯାଉଛି, ଏହି ଛାତ୍ରୀଛାତ୍ରଙ୍କୁ ଜୋର୍‌ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛଡ଼ାଯାଇଛି। ସୁରକ୍ଷାକର୍ମୀମାନେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସ୍‌ରେ ଉତ୍ତେଜନା…

ଚାଇନା ଆମର ଶତ୍ରୁ ନୁହେଁ! ପୁଣି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ବିଦେଶୀ ୟୁନିଟ ମୁଖ୍ୟ ସାମ ପିଟ୍ରୋଡା ଏକ ଦାବି କରି ନୂତନ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଚାଇନାଠାରୁ ଆସୁଥିବା ବିପଦ ପ୍ରାୟତଃ ଅତିରଞ୍ଜିତ କରି କୁହାଯାଇଥାଏ। ସେ ପରାମର୍ଶ ଦେଇଥିଲେ ଯେ ଭାରତ ଚାଇନାକୁ…

KIIT University: କିଟ୍‌ରେ ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରେମିକଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭ା୨: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ବି.ଟେକ୍‌ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମୃତ ଯୁବତୀଙ୍କ ବନ୍ଧୁ ଏବଂ…

ପାକିସ୍ତାନର ହିନମନ୍ୟତା! ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହଟାଇଲା ଭାରତର ପତାକା, ସୋସିଆଲ ମଡିଆରେ…

ଇସଲାମାବାଦ,୧୭।୨: ଚାମ୍ପିୟନ୍ସ ଟ୍ରଫି ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି।…

ପୁଣି ମାତିଲେ ମାଓବାଦୀ: କଲେ IED ବିସ୍ଫୋରଣ, ଜଣେ ଯବାନ ଗୁରୁତର

ମାଲକାନଗିରି,୧୭ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଉସୁର ଜଙ୍ଗଲରେ ମାଓବାଦୀମାନେ IED ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ CRPFର କୋବ୍ରା ଯବାନ ଗୁରୁତର। ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମାଓବାଦୀ ଦମନ…

Krushna Chandra Patra: ମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ପ୍ରତି ବ୍ଲକ୍‌ରେ ହେବ…

ଭୁବନେଶ୍ୱର,୧୭ା୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ଖୋଲାଯିବ। ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଖାଦ୍ୟଶସ୍ୟ ନଷ୍ଟ ହେବ ନାହିଁ।…

୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୧୭୭ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ୬୫

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): ମାଟ୍ରିକ ପରୀକ୍ଷାର ଚିନ୍ତା ଏବେ ଛାତ୍ରୀ ଛାତ୍ରଙ୍କୁ ବ୍ୟତିବ୍ୟସ୍ତ କରୁଥିବା ଲକ୍ଷ୍ୟ କରାଯାଇଛି। ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏପରି ସ୍ଥଳେ କଳାହାଣ୍ଡି ଜିଲାରେ ଅଧାରୁ ଅଧିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?