କରୋନା ସମୟରେ ଜନ୍ମ ହୋଇଥିବା ପିଲାଙ୍କ ନିକଟରେ ଦେଖିବାକୁ ମିଳୁଛି ଅଜବ ଆଚରଣ: ବିଶେଷଜ୍ଞଙ୍କ ରିପୋର୍ଟ
ନୂଆଦିଲ୍ଲୀ,୫।୭: ଦୀର୍ଘ ସମୟ ପରେ ଧୀରେ ଧୀରେ ପିଲାମାନଙ୍କଠାରେ କରୋନା ସମୟର ପାର୍ଶ୍ୱ ପ୍ରତିକ୍ରିୟା ଆରମ୍ଭ ହେବାକୁ ଲାଗିଛି। ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନେ ବର୍ତ୍ତମାନ ବିଦ୍ୟାଳୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କୁହାଯାଉଛି। ଚଳିତ ବର୍ଷ ଛାତ୍ରମାନଙ୍କ…
୧୯୮୩ରେ ଭାରତୀୟ କ୍ରିକେଟ ଟିମ୍କୁ ମିଳିଥିଲା ଏତିକି ଟଙ୍କାର ପୁରସ୍କାର, ଲତା ମଙ୍ଗେସକର ଶୋ’ କରି ଦେଇଥିଲେ ଟଙ୍କା
ନୂଆଦିଲ୍ଲୀ,୫ା୭: ଭାରତୀୟ କ୍ରିକେଟ ଦିନକୁ ଦିନ ସଫଳତାର ଶିଡ଼ି ଚଢ଼ିଚାଲିଛି। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ୨୦୨୪ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛି।…
ପୁଅ ରୋହିତ ଶର୍ମାଙ୍କୁ ଦେଖିବା ମାତ୍ରେ ଏମିତି କାମ କଲେ ମା’: ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ,୫।୭: ଟି-୨୦ ବିଶ୍ୱକପ୍ ଜିତିବା ପରେ ଘରକୁ ଫେରିଛି ଟିମ୍ ଇଣ୍ଡିଆ। ଏଠାରେ ଦଳକୁ ଜୋରଦାର ସ୍ବାଗତ କରାଯାଇଉଛି। ପ୍ରଥମେ ଟିମ୍ ଇଣ୍ଡିଆ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା, ପରେ ତାଙ୍କୁ ମୁମ୍ବାଇ ଗ୍ରାଣ୍ଡ ଓ୍ବେଲକମ୍ କରାଯାଇଥିଲା। ଭାରତୀୟ ଦଳର ବିଜୟ…
ଭାଜପା ଗଡ଼ରୁ ମୋଦିଙ୍କୁ ବଡ଼ ଚ୍ୟାଲେଞ୍ଜ୍ ଦେଲେ ଚନ୍ଦ୍ରଶେଖର
ନୂଆଦିଲ୍ଲୀ,୫।୭: ଲୋକ ସଭା ନିର୍ବାଚନରେ ବିଜୟ ପରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ମନୋଭାବ ଆହୁରି କଠୋର ହୋଇଛି। ସଂସଦ ଗୃହ ହେଉ କିମ୍ବା ଛତିଶଗଡ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକ ଖୋଲା ପ୍ଲାଟଫର୍ମରୁ ଭାଜପା ସରକାରଙ୍କୁ…
ଋଣ କରି ୫୦ ଲକ୍ଷର ଜମି ଦାନ କଲେ ବିଧାୟକ
ଭୋପାଳ,୫।୭: ମଧ୍ୟପ୍ରଦେଶକୁ ଯାହା ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ କରିଥାଏ ତାହା ହେଉଛି ଏହାର ସୌନ୍ଦର୍ଯ୍ୟ, କାହାଣୀ ଏବଂ ଏଠାରେ ବାସ କରୁଥିବା ଲୋକ। ରାଜ୍ୟର କେଉଁ ନା କେଉଁ କୋଣରେ କେହି ନା କେହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଜାରି ରଖିଛନ୍ତି। ଜବଲପୁରର…
ଜଣେ ଓଡ଼ିଆ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଜାଣନ୍ତୁ ସେ କିଏ, ଯାହାଙ୍କ ନାଁରେ ହେଉଛି ଚର୍ଚ୍ଚା
ଭୁବନେଶ୍ୱର,୫।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇପାରେ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ନେଇ ଏବେ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ, ଏଜିଏମୟୁଟି କ୍ୟାଡର ୨୦୦୬…
ହାରିଲେ ଋଷି ସୁନକ
ଲଣ୍ଡନ,୫ା୭: ପ୍ରଧାନମନ୍ତ୍ରୀ ପଦ ପାଇଁ ୪ ଜୁଲାଇରେ ବ୍ରିଟେନ୍ରେ ଭୋଟ ଅନୁଷ୍ଠିତ ହୋଇଥିଲା। ଏବେ ବି ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡକୁ ଦେଖିଲେ କଞ୍ଜରଭେଟିଭ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। …
ଇନ୍ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା
ମାଲକାନଗିରି,୫ା୭: ଛତିଶଗଡ଼ ନାରାୟଣପୁର ତେଲାଙ୍ଗୁର ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଇନ୍ଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ କହିଛି। ଘଟଣାସ୍ଥଳରୁ କିଛି ମାଓବାଦୀ ପୋଷ୍ଟର ମଧ୍ୟ ଜବତ କରିଛି ପୋଲିସ।
ହାଥରସ ପୀଡ଼ିତଙ୍କ ପରିବାରକୁ ଭେଟିଲେ ରାହୁଲ, ସାହାଯ୍ୟ ପାଇଁ ଦେଲେ ଭରସା
ଅଲିଗଡ଼,୫।୭: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଆଲିଗଡ଼ ଏବଂ ପରେ ହାଥରସରେ ପହଞ୍ଚି ହାଥରସରେ ସତସଙ୍ଗ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଆହତଙ୍କ ଅବସ୍ଥା ଜାଣିବା ପାଇଁ…
ଅଧିକ ଶୋଇବାକୁ ଗଭର୍ନରଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି
ଓ୍ବାଶିଂଟନ୍,୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଯଥାସମ୍ଭବ ଶୋଇବାକୁ ଡେମୋକ୍ରାଟିକ ଗଭର୍ନର ଗୋଷ୍ଠୀକୁ ନିବେଦନ କରିଛନ୍ତି। କମ ଘଣ୍ଟା କାମ କରିବାକୁ ଏବଂ ରାତି ୮ଟା ପରେ କାର୍ଯ୍ୟକ୍ରମକୁ ନ ଯିବାକୁ ମଧ୍ୟ କୁହାଯାଇଛି। ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ…
ଜବରଦଖଲରେ ପଦ୍ମପୁରର ପୋଖରୀ
ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ କେଉଁଠି ଜବରଦଖଲଙ୍କ କବ୍ଜାରେ ରହିଛି। ଜବରଦଖଲକାରୀମାନେ କେବଳ ପୋଖରୀ ହିଡରେ ଘର କରୁନାହାନ୍ତି, ଧୀରେ…
ଏହି ଖେଳାଳିଙ୍କୁ ପ୍ରଶଂସା କରୁ କରୁ ଏମିତି କହିଦେଲେ କୋହଲି
ମୁମ୍ବାଇ,୫।୭: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଷ୍ଟାର ଇଣ୍ଡିଆନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ପ୍ରଶଂସା କରିଥିଲେ। କୋହଲି ବୁମରାଙ୍କୁ ଏକ ଜାତୀୟ ଐତିହ୍ୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯଦି ଦ୍ରୁତ ବୋଲର…
Archives


