ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ
ନିରାକାରପୁର,୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମନଭୂଇଁ ଗ୍ରାମରେ ଗୋଟେ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ହାତୀଟିର ମୃତଦେହ ପଡ଼ି ରହିଥିବା ବେଳେ ଏହାକୁ ବନ ବିଭାଗ କର୍ମଚାରୀମାନେ ଜଗି…
ଅଟକିଥିବା ରଥ ପୁଣି ଗଡିଲା
ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣିନେଉଛନ୍ତି। ଏହାପରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଟଣାହେବ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ…
ସୋସିଆଲ ମିଡିଆରେ ନବୀନଙ୍କ ଫଟୋ ଶେୟାର କଲେ ପାଣ୍ଡିଆନ, ଲେଖିଲେ ଏମିତି…
ଭୁବନେଶ୍ୱର,୮ା୭: ସାଧାରଣ ନିର୍ବାଚନ ପରଠାରୁ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନ କେଉଁଆଡ଼େ ଉଭାନ ହୋଇଯାଇଛନ୍ତି। ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି। ପାଣ୍ଡିଆନ କେଉଁଠି ଅଛନ୍ତି ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ସେ କେଉଁଠି ଅଛନ୍ତି ଯଦିଓ ସଠିକ୍ ଜଣାପଡ଼ିନାହିଁ…
ପୁଟିନଙ୍କ ସହ ଲଞ୍ଚ୍ କରିବେ ମୋଦି: ୨ ଦେଶ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ମସ୍କୋ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଯାଇ ୨୨ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ରୁଷିଆ ଗସ୍ତରେ ଯାଉଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି ମସ୍କୋ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ…
ଭାରତରେ ନାଇଟ୍ରସ୍ ଅକ୍ସାଇଡ୍ ନିର୍ଗମନ
ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ସଂସ୍ଥା ନିକଟରେ ଅଧ୍ୟୟନ କରି ପ୍ରକାଶ କରିଛି ଯେ, ପୃଥିବୀରେ ବାୟୁମଣ୍ଡଳକୁ ନାଇଟ୍ରସ ଅକ୍ସାଇଡ୍ର ଉତ୍ସର୍ଜନରେ ଭାରତ ହେଉଛି ଦ୍ୱିତୀୟ। ଏହାପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଗ୍ୟାସ୍ କ’ଣ ଓ ଏହାର ଗୁରୁତ୍ୱକୁ…
ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍ ଉପହାର
ମୁମ୍ବାଇ:କୁହାଯାଏ କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ। ମୁମ୍ବାଇର ସରିତା ସଲଦାନ୍ହା ନାମ୍ନୀ ଜଣେ ମହିଳା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ସେ ରବିବାର ନିଜର ପୋଷା କୁକୁର ‘ଟାଇଗର’ର ଜନ୍ମଦିନ ଅବସରରେ ତାକୁ ୨.୫ କୋଟି ମୂଲ୍ୟର ଏକ ସୁନାଚେନ୍…
ନୂଆ ନିୟମ ଆଣିବ ଏଫ୍ଏସ୍ଏସ୍ଏଆଇ
ଭୁବନେଶ୍ୱର,୮।୭(ଅନୁରାଧା ମହାରଣା):ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ବୋଲ୍ଡ ଅକ୍ଷରରେ ପ୍ୟାକେଜ ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଏବଂ ସାଚୁରେଟେଡ୍ ଫ୍ୟାଟ୍…
ଶିଳାନ୍ୟାସରେ ଅଟକିଛି ଉନ୍ନତୀକରଣ
ବଡ଼ଚଣା,୮ା୭(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍ ଅଧୀନ ୧୬ନଂ. ଜାତୀୟ ରାଜପଥର ସଂଯୋଗସ୍ଥଳ ବନ୍ଦାଳୋଠାରୁ ଏଣ୍ଡରପଦା ଗ୍ରାମ ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ୧୬ ନମ୍ବର ଜାତୀୟ ରାଜପଥଠାରୁ ପଶ୍ଚିମ ବଡ଼ଚଣାର ୧୦ ପଞ୍ଚାୟତ…
୨,୫୦୦ ଟଙ୍କାର ଫୋନ୍ ଡେଟାରେ ବହୁ କୋଟିର ଋଣ ଜାଲିଆତି
ନୂଆଦିଲ୍ଲୀ,୭ା୭:ଉତ୍ତରପ୍ରଦେଶର ନଏଡାରେ ଥିବା ଏକ ଜାଲ୍ କଲ୍ସେଣ୍ଟର ଜରିଆରେ ବହୁକୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି, ଯେଉଁଥିରେ ଶହ ଶହ ଲୋକ ଠକାମିର ଶିକାର ହୋଇଛନ୍ତି। ଅନ୍ଲାଇନରେ ୨,୫୦୦ ଟଙ୍କାର ଫୋନ୍ ଡେଟା କିଣାଯାଇ ଏହାକୁ ଋଣ ଜାଲିଆତି ଦୁର୍ନୀତି ନିମନ୍ତେ…
ଶିନ୍ଦେସେନା ନେତା ପୁଅଙ୍କ କାର୍ ଧକ୍କାରେ ମହିଳା ମୃତ
ମୁମ୍ବାଇ,୮ା୭:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ବରିଷ୍ଠ ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ ରବିବାର ଭୋର ସମୟରେ ନିଜ ବିଏମ୍ଡବ୍ଲ୍ୟୁରେ ଦ୍ରୁତଗତିରେ ଯାଉଥିବାବେଳେ ମୁମ୍ବାଇର ଓ୍ବର୍ଲିରେ ଏକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ। ବିଏମ୍ଡବ୍ଲ୍ୟୁ ୧୦୦ ମିଟର ପର୍ଯ୍ୟନ୍ତ…
ଜୋର୍ଡନ ବାର୍ଡେଲା ହେବେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ
ପ୍ୟାରିସ୍,୮ା୭:ଫ୍ରାନ୍ସ ପାର୍ଲାମେଣ୍ଟର ନିମ୍ନ ସଦନ ନ୍ୟାଶନାଲ ଆସେମ୍ବ୍ଲି ସଦସ୍ୟଙ୍କ ସଂଖ୍ୟା ୫୭୭ ହୋଇଥିବାବେଳେ ମ୍ୟାଜିକ୍ ନମ୍ବର ହେଉଛି ୨୮୯। ସମସ୍ତ ୫୭୭ ଆସନ ପାଇଁ ଜୁନ୍ ୩୦ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…
ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ୍ କଲେ ରାଷ୍ଟ୍ରପତି
ପୁରୀ,୮ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ରବିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ସୋମବାର ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ୍ କରିଛନ୍ତି। ରାଷ୍ଟ୍ରପତି ମର୍ଣ୍ଣିଂଓ୍ବାକ୍ କରିବା ସହ ବେଳାଭୂମିରେ କିଛି ସମୟ ବସି ସମୁଦ୍ରର…
Archives


