Home

ମହିଳାରୁ ପୁରୁଷ ହେଲେ ଆଇଆର୍‌ଏସ୍‌ ଅଫିସର

ନୂଆଦିଲ୍ଲୀ,୧୦ା୭:ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ଜଣେ ମହିଳା ଅଫିସର ନିଜ ଲିଙ୍ଗ ଓ ନାମ ପରିବର୍ତ୍ତନ କରି ପୁରୁଷ ହୋଇଯାଇଛନ୍ତି। ହାଇଦ୍ରାବାଦର ଏକ୍ସାଇଜ୍‌ ଆଣ୍ଡ୍‌ ସର୍ଭିସ ଟ୍ୟାକ୍ସ ଅପିଲେଟ୍‌ ଟ୍ରିବ୍ୟୁନାଲ (ସିଇଏସ୍‌ଟିଏଟି)ର ଆଞ୍ଚଳିକ ଶାଖାରେ ଜଏଣ୍ଟ କମିଶନର ଭାବେ କାର୍ଯ୍ୟରତ ଏମ୍‌.…

ପତଞ୍ଜଳିକୁ ବଡ଼ ଝଟ୍‌କା: କଡ଼ା ନିର୍ଦ୍ଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦ା୭:ଯୋଗଗୁରୁ ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ପତଞ୍ଜଳି ଆୟୁର୍ବେଦ ଲିଃର ୧୪ଟି ଉତ୍ପାଦକୁ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ କର୍ତ୍ତୃପକ୍ଷ ଗତ ଏପ୍ରିଲରେ ୧୫ରେ ସ୍ଥଗିତ ରଖିଥିଲେ। ପରେ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆଧାରରେ ଉକ୍ତ କର୍ତ୍ତୃପକ୍ଷ ପତଞ୍ଜଳିର ୧୪ ଉତ୍ପାଦ ଉପରୁ ସ୍ଥଗିତାଦେଶ…

୩ ବର୍ଷର ଝିଅକୁ ବାପା ବଳାତ୍କାର କରିଥିବା ଅଭିଯୋଗ

ଚିତ୍ରକୋଣ୍ଡା,୧୦ା୭(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଅଧିକାରୀ ସଞ୍ଜୟ ପେଡ଼ାସେଠୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗାଜୁଲୁମାମୁଡ଼ି ଗ୍ରାମ ପଞ୍ଚାୟତ ଆଲାମପକା ଗ୍ରାମର ଦିନେଶ ଠାକୁର ମଙ୍ଗଳବାର ରାତିରେ ନିଜ ୩ ବର୍ଷର ନାବାଳିକା ଝିଅକୁ ବଳାତ୍କାର…

ସୁପରମ୍ୟାନ୍‌ ଭାବେ ଏମିତି କ୍ୟାଚ୍‌ ଧରିଲେ ରବି ବିଷ୍ଣୋଇ: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ହରାରେ,୧୦।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାର ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ୨୩ ରନ ଜିତି ଜିମ୍ବାୱେକୁ କ୍ରମାଗତ ଦ୍ୱିତୀୟ ମ୍ୟାଚ ପାଇଁ ପରାସ୍ତ କରିଛି। ଏହି ମ୍ୟାଚରେ…

ବିହାରରେ ମୁସଲମାନଙ୍କ ପାଇଁ ଟିକେଟ୍‌ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା, ଜାଣନ୍ତୁ କାହାର ବଢ଼ିବ ଟେନ୍‌ସନ୍‌

ପାଟ୍‌ନା,୧୦ା୭: ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ଏଥିସହିତ ବହୁ ସଂଖ୍ୟାରେ ମୁସଲମାନଙ୍କୁ ଟିକେଟ୍‌ ଦେବାକୁ ଘୋଷଣା କରି ପ୍ରଶାନ୍ତ କିଶୋର ଚର୍ଚ୍ଚାକୁ ଆସିଛନ୍ତି। ପ୍ରଶାନ୍ତ କିଶୋର ଗତ ଦୁଇ ବର୍ଷ ଧରି…

ଜଙ୍ଗଲ କାଟିଲେ ମିଳିଯାଉଛି ଜାମିନ

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ଉକ୍ତ ବନାଞ୍ଚଳ ଜିଲାର ଶେଷଭାଗରେ ରହିଥିବା ବେଳେ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲା ସୀମାକୁ ଲାଗିଛି। ଅନେକ ସମୟରେ ବାହାର ପଡ଼ୋଶୀ…

ରେଳଲାଇନ୍‌ ପାର୍ଶ୍ୱରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପହଞ୍ଚିନି ପୋଲିସ

ଛତ୍ରପୁର,୧୦ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବାଲିବଗଡ଼ ଗ୍ରାମ ନିକଟରେ ଥିବା ରେଳଲାଇନ୍‌ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ଦୀର୍ଘ ସମୟ ଧରି ମୃତଦେହ ରେଳଲାଇନ୍‌ ପାର୍ଶ୍ୱରେ ପଡ଼ି ରହିଥିଲେ ସୁଦ୍ଧା ନା ଜିଆରପି ନା…

ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କଲେ ଫଟୋଗ୍ରାଫର

ରାୟଗଡ଼ା,୧୦ା୭(ଆଶିଷ ରଞ୍ଜନ ପଣ୍ଡା): ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱରର ଡୁମଡୁମା ଅଞ୍ଚଳର ଦେବେନ୍ଦ୍ର ଦାସ(୨୩)। ଘଟଣାରୁ ପ୍ରକାଶ ଯେ, ଦେବେନ୍ଦ୍ର ବୁଧବାର ଭୋର୍‌ରୁ ହୀରାଖଣ୍ଡ ଟ୍ରେନ୍‌ରେ ରାୟଗଡ଼ାରେ ପହଞ୍ଚିଥିଲେ।…

ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ଧ୍ୟାନ ରଖିଲେ ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା…

ତ୍ରିପୁରାରେ କାହିଁକି ବ୍ୟାପୁଛି ଏଡ୍‌ସ? ୮୨୮ ଛାତ୍ର ପଜିଟିଭ୍‌, ୪୭ ମୃତ

ଅଗରତାଲା,୧୦।୭: ତ୍ରିପୁରାରେ ଛାତ୍ରମାନଙ୍କ ମଧ୍ୟରେ ଏଡ୍‌ସ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ୮୨୮ଜଣ ଛାତ୍ର ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମାତ୍ର ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ…

କିଏ ହେବେ ଟିମ୍‌ ଇଣ୍ଡିଆର ବୋଲିଂ କୋଚ: ରେସ୍‌ରେ ଅଛନ୍ତି ଏହି ୩ ବୋଲର

ନୂଆଦିଲ୍ଲୀ,୧୦।୭: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ହୋଇଛନ୍ତି। କେବଳ ଦ୍ରାବିଡ ନୁହଁନ୍ତି, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର, ବୋଲିଂ କୋଚ ପାରାସ ମାମ୍ବ୍ରେ ଏବଂ ଫିଲ୍ଡିଂ କୋଚ ଟି ଦିଲୀପ ମଧ୍ୟ ନିଜ ନିଜ…

ଘରେ ନିଆଁ ଲାଗି ଫାଟିଗଲା ଗ୍ୟାସ୍‌ ଟାଙ୍କି: ଉଡ଼ିଗଲା ଆଜ୍‌ବେଷ୍ଟସ୍‌,ଆସବାବପତ୍ର ପୋଡ଼ି ପାଉଁଶ

ସାକ୍ଷୀଗୋପାଳ,୧୦ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗଙ୍ଗାଧର ସେନାପତିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ଘରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିଯାଇଥିଲା। ଫଳରେ ଘରର ଆଜ୍‌ବେଷ୍ଟସ୍‌ ସମେତ ରୋଷେଇ ଘରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri