ମାଆଙ୍କ ଘର ନା ଶାଶୁଘର… କେଉଁଠୁ ନିର୍ବାଚନ ଲଢିବେ ଭିନେଶ? ନିଜେ ଦେଲେ ଜବାବ
ନୂଆଦିଲ୍ଲୀ,୬।୯: ରେସଲର ଭିନେଶ ଫୋଗାଟ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ତାଙ୍କ ଜନ୍ମସ୍ଥାନ ବା ମାଆଙ୍କ ଘର ଆସନରୁ ନା ଶାଶୁଙ୍କ ଘର ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ସେ ଉତ୍ତର ଦେଇଛନ୍ତି ଯେ…
କଂଗ୍ରେସରେ ସାମିଲ ହେଲେ ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ,୬।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇଛନ୍ତି। ଉଭୟ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଭିନେଶ ଫୋଗାଟ କହିଛନ୍ତି ଯେ…
‘ଲାଲବାଗ ରାଜା’ଙ୍କୁ ୨୦ କିଲୋ ସୁନାର ମୁକୁଟ ଦାନ କଲେ ଅନନ୍ତ ଅମ୍ବାନୀ: ଜାଣନ୍ତୁ ଏହାର ଦାମ୍ କେତେ
ମୁମ୍ବାଇ,୬।୯: ଗଣେଶ ଉତ୍କଳ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗ ରାଜା’ଙ୍କ ପ୍ରତିମୂର୍ତ୍ତିରୁ ପରଦା ହଟାଇ ଦିଆଯାଇଛି। ଏଥର ବପ୍ପା ମେରୁନ ରଙ୍ଗର ପୋଷାକରେ ନଜର ଆସିଛନ୍ତି ଏବଂ ତାଙ୍କ ମସ୍ତକରେ ଏକ ସୁନା ମୁକୁଟ…
ପୁଣି ଭାଜପା ଛାଡି ଆର୍ଜେଡି ସହ ଯିବେ କି ନୀତୀଶ: ନିଜେ କଲେ ଖୁଲାସା
ପାଟନା,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିକଟରେ ନୀତୀଶ ଆରଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ।…
ସୁଜିତ୍ଙ୍କ ବିସ୍ଫୋରକ ବୟାନ: କହିଲେ ଦୁଇ ନେତାଙ୍କ ପାଇଁ…
ଭୁବନେଶ୍ୱର,୬ା୯: ଭାଜପାରେ ମିଶିବା ପରେ ସୁଜିତ୍ କୁମାର ବିସ୍ଫୋରକ ବୟାନ ଦେଇଛନ୍ତି। ସୁଜିତ୍ କହିଛନ୍ତି, ମୋତେ ଦୁଇ ନେତାଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ…
ଏସ୍ପିଙ୍କ ଚୌକି ଜବତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ
କେନ୍ଦୁଝର,୬ା୯: ପୋଲିସ ଗାଡ଼ି ଧକ୍କାରେ ଜଣେ ଖବରକାଗଜ ବିତରକ ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଅଦାଲତ ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୧୩ ବର୍ଷ ପରେ ମଧ୍ୟ କ୍ଷତିପୂରଣ ମିଳିନାହିଁ। ଫଳରେ ମୃତକଙ୍କ ପରିବାର ପକ୍ଷରୁ…
ଦିନକୁ ୧୫ ମୁଣ୍ଡ ନେଉଛି ସଡ଼କ ଦୁର୍ଘଟଣା: ଏହି ଜିଲାରେ ସର୍ବାଧିକ ମୃତ୍ୟୁ
ଭୁବନେଶ୍ୱର, ୬।୯: ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଦିନକୁ ଦିନ ବଢିବାରେ ଲାଗିଛି। ସଡକ ଦୁର୍ଘଟଣାରେ ଦିନକୁ ପ୍ରାୟ ୧୫ ଜଣଙ୍କ ପ୍ରାଣହାନୀ ଘଟୁଛି। ୨୦୨୩ରେ ୫ ହଜାର ୬୯୬ ଜଣଙ୍କର ସଡ଼କ ଦୁର୍ଘଟଣା ମୃତ୍ୟୁ ଘଟିଛି। ବିଧାନସଭାରେ ପ୍ରଶ୍ନକାଳରେ ବିଜେଡି ବିଧାୟକ…
କେବେ ଦେଖି ନ ଥିବେ ଏମିତି ମ୍ୟାଚ୍: ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍ରେ ଅଲଆଉଟ୍ ହେଲା ଏହି ଦଳ
ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ଏହି କ୍ୱାଲିଫାୟର ମ୍ୟାଚ ମାଲେସିଆରେ ଖେଳାଯାଉଛି, ଯେଉଁଠାରେ ମଙ୍ଗୋଲିଆ ଦଳ ପ୍ରଥମେ ବ୍ୟାଟିଂ…
ଭାଜପାରେ ସାମିଲ ହେବା ପରେ ଆସିଲା ସୁଜିତଙ୍କ ପ୍ରତିକ୍ରିୟା: ଇସ୍ତଫା ଦେବାର ବଡ଼ କାରଣ ଖୋଲିକି କହିଦେଲେ
ଭୁବନେଶ୍ୱର,୬।୯: ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସୁଜିତ କହିଛନ୍ତି, ମୁଁ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି।…
ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ
ବାରଙ୍ଗ,୬ା୯(ଲିଙ୍ଗରାଜ ରାଉତ): ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ନରଣପୁରଠାରେ ଦେଖିବାକୁ ମିଳିଛି। ନରଣପୁରଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠାଘର ପାଇଖାନା ଟାଙ୍କିର…
ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ
ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ ସହିତ ୱାଶିଂଟନ ପାରସ୍ପରିକ ସଂଯମତାର ଭାବନା ହରାଉଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରସଙ୍ଗରେ ଆମେରିକା…
କୋଲକାତା ଲଜ୍ଜା: ପୋଲିସ ଜବରଦସ୍ତି ଶୁଟ କରିଥିଲା ଭିଡିଓ, ମାତାପିତାଙ୍କ ଗୁରୁତର ଅଭିଯୋଗକୁ ନେଇ ବଢୁଛି ଉତ୍ତେଜନା
କୋଲକାତା,୬।୯: କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲା ଜଟିଳ ହେବାରେ ଲାଗିଛି। ଏପର୍ଯ୍ୟନ୍ତ କେବଳ ଜଣେ ଅଭିଯୁକ୍ତ – ସଞ୍ଜୟ ରୟଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ପୀଡିତାଙ୍କ…
Archives


