Home

ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୧୦ା୯ (ପି.ଟି.): ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ପରିସ୍ରାଜନିତ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ୟା ଦେଖାଦେବାରୁ ରବିବାର ସନ୍ଧ୍ୟାରେ ତାଙ୍କୁ ମେଦାନ୍ତା ହସ୍ପିଟାଲର…

ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ

ଡାମାସ୍‌କସ୍‌, ୧୦।୯: ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପଶ୍ଚିମ ସିରିଆର ମସ୍ୟାଫ୍‌ ସହରର ଏକ ରିସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରି…

ଭାରତ ଓ ୟୁଏଇ ମଧ୍ୟରେ ୪ ଚୁକ୍ତିନାମା

ନୂଆଦିଲ୍ଲୀ, ୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆବୁଧାବୀର କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ଖାଲିଦ୍‌ ବିନ୍‌ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହୟାନ୍‌ଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଆଲୋଚନା କରିଛନ୍ତି। ଏହି ଅବସରରେ ୨ ଦେଶ ପରସ୍ପର ସହ ରଣନୈତିକ ସମ୍ପର୍କକୁ…

କାଳିନ୍ଦୀ ଏକ୍ସପ୍ରେସ ଉଡ଼ାଇବାକୁ ଷଡ଼ଯନ୍ତ୍ର

କାନପୁର,୧୦।୯(ପି.ଟି.): ଉତ୍ତରପ୍ରଦେଶର କାନପୁରରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇପାରିଛି। ରବିବାର ରାତିରେ ପ୍ରୟାଗରାଜରୁ ହରିୟାଣାର ଭିଓ୍ବାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ବିସ୍ଫୋରଣରେ ଉଡ଼ାଇ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ଷଡଯନ୍ତ୍ର ପଛରେ ଆତଙ୍କବାଦୀ ସମ୍ପୃକ୍ତ ଥିବା ସନ୍ଦେହ କରଯାଉଥିବାବେଳେ…

ଏଇ ଭାରତରେ

ଉଚ୍ଚଶିକ୍ଷା ଲାଭକରି ଚାକିରି ଆଶା ରଖିଥିବା ପଞ୍ଜାବର ଫୁମାନ ସିଂଙ୍କ ପାଇଁ ବାଧକ ସାଜିଥିଲା ଦାରିଦ୍ର୍ୟ। ସେ ବିଏ ଦ୍ୱିତୀୟ ବର୍ଷରୁ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ। ପରେ ସେ ଚାଷ ଆରମ୍ଭ କରିଥିଲେ। ୩୦ ବର୍ଷ ହେଲା ସେ ଗାଜର…

ଭୟରେ ନିର୍ଭୟା

ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଘଟଣାର ୧୨ ବର୍ଷ ପରେ ସାରା ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଥିବା ପ୍ରଥମ ଘଟଣାଟି ହେଉଛି କୋଲକାତାର ଡାକ୍ତରୀ ଛାତ୍ରୀଙ୍କୁ ବଳାକତ୍ାର ଓ ହତ୍ୟା। ପ୍ରତିବାଦ ସ୍ବତଃସ୍ଫୂର୍ତ୍ତ ହୋଇଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଏହାକୁ…

ଆଫଗାନିସ୍ତାନ ଓ ତାଲିବାନ

ନିକଟରେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ୩ ବର୍ଷ ପୂରିଛି। ତାଲିବାନର ନୂଆ ନିୟମ, ସର୍ବସାଧାରଣରେ କଥା କହିପାରିବେ ନାହିଁ ମହିଳା। ମହିଳାଙ୍କୁ ସର୍ବସାଧାରଣରେ ଗୀତ ଗାଇବା କିମ୍ବା ପଢିବା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ। ୧୯୭୦ରେ ତାଲିବାନ ସରକାର ଝିଅଙ୍କ ବିବାହ…

ଆପଣ ବି

ବାଇକ୍‌କୁ ଖୁବ୍‌ ଜୋରରେ ଚଲାଉଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡ଼ ଖରିଡ଼ା ଗ୍ରାମରେ ୨୨ ବର୍ଷୀୟ ଜଣେ ଯୁବକଙ୍କୁ ଗାଁ ଲୋକେ ପିଟି ମାରି ଦେଇଛନ୍ତି। ସମ୍ପୃକ୍ତ ଯୁବକ ପୁରୁଷୋତ୍ତମପୁର ଅନ୍ତର୍ଗତ ଅରଖପୁର ବାସିନ୍ଦା। ବେଙ୍ଗାଲୁରୁରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ…

କୋଲକାତା ଡାକ୍ତର ବଳାତ୍କାର ମାମଲାରେ ନୂଆ ମୋଡ, ଫୋରେନସିକ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ଖବର, ସିବିଆଇ ଶୁଣି…

କୋଲକାତା,୯।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାରେ ଏକ ନୂଆ ମୋଡ ଦେଖାଦେଇଛି। ସିବିଆଇ ଅନୁସନ୍ଧାନରେ ଏ ପର୍ଯ୍ୟନ୍ତ କିଛି ଏଭଳି ଜିନିଷ ସାମ୍ନାକୁ ଆସିଛି, ଯାହା ସମଗ୍ର ମାମଲାର ଗତି ବଦଳାଇପାରେ। ସିବିଆଇ ସୂତ୍ର…

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ଆଡଭାଇଜରି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ,୯ା୯ : ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍‌ନାକୁ ଆସିବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ଓ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର ସୋମବାର ଆଡଭାଇଜରି ଜାରି କରିଛନ୍ତି। ଗୋଷ୍ଠୀରେ ସମସ୍ତ ସନ୍ଦିଗ୍ଧ ମଙ୍କିପକ୍ସ ମାମଲାର ଯାଞ୍ଚ…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଭାଜପା କାର୍ଯ୍ୟାଳୟ ଆକ୍ରମଣ ଯୋଜନା କରିଥିଲା ISIS: ଚାଞ୍ଚଲ୍ୟକର ଖୁଲାସା କଲା ଏନ୍‌ଆଇଏ

ନୂଆଦିଲ୍ଳୀ,୯।୯: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ସୋମବାର ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଆଇପିସି, ୟୁଏ(ପି) ଅଧିନିୟମ, ବିସ୍ଫୋରକ ପଦାର୍ଥ ଅଧିନିୟମ ଏବଂ ପିଡିଏଲ୍‌ପି ଅଧିନିୟମର ସମ୍ପୃକ୍ତ ବିଭାଗ ଅଧୀନରେ ମୁସାଭିର…

ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ସଜାଗ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri