ସୁଭଦ୍ରା ଯୋଜନା: ଆବେଦନର ତଦାରଖ କରିବେ ବରିଷ୍ଠ ଅଧିକାରୀ
ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ କଳାହାଣ୍ଡି ଜିଲାବ୍ୟାପୀ ଆବେଦନ ପ୍ରକ୍ରିୟା ଚାଲୁରହିଛି। ଜିଲାର ୨୧ବର୍ଷରୁ ଊର୍ଦ୍ଧ୍ୱ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ…
ନୂଆଁ ଖାଇଲେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳବାସୀ
ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ଶୁକ୍ରବାର ଜିଲାର ଗଡ଼ଜାତ ଅଞ୍ଚଳରେ ପାଳନ…
କେଜ୍ରିଓ୍ବାଲଙ୍କୁ ମୁକ୍ତି, ସିବିଆଇକୁ ଭର୍ତ୍ସନା
ନୂଆଦିଲ୍ଲୀ,୧୪ା୯:ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମାମଲାରେ ଗିରଫ ହେବାର ୬ ମାସ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଆମ୍ ଆଦ୍ମୀ ପାର୍ଟି (ଆପ୍) ରାଷ୍ଟ୍ରୀୟ ଆବାହକ କେଜ୍ରିଓ୍ବାଲ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମନିଲଣ୍ଡରିଂ ମାମଲାରେ…
ଜାତୀୟ ଏକତାକୁ ମଜଭୁତ କରେ ହିନ୍ଦୀ ଭାଷା
ହିନ୍ଦୀ ଭାଷା ଆମ ଦେଶର ସରକାରୀ ଭାଷା ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଇଂରାଜୀ ଏବଂ ମାଣ୍ଡାରିନ ପରେ ହିନ୍ଦୀ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ କଥିତ ଭାଷା। ବିଶ୍ୱର ପ୍ରାୟ ୬୦ କୋଟି ଲୋକ ଏହି ଭାଷାକୁ ସେମାନଙ୍କର କଥିତ ଭାଷା…
ଅପେକ୍ଷାର ହେଲା ଅନ୍ତ, ସ୍ବାମୀଙ୍କୁ ପାଛୋଟି ଆଣିବାକୁ ତିହାର ଜେଲ ଗେଟରେ ମିଠା ନେଇ ପହଞ୍ଚିଲେ ସୁନୀତା କେଜରିଓ୍ବାଲ
ନୂଆଦିଲ୍ଲୀ,୧୩।୯: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ତାଙ୍କୁ ଜେଲରୁ ବାହାରିବା ପାଇଁ ରାସ୍ତା ମଧ୍ୟ ସଫା ହୋଇଯାଇଛି। ସୂଚନା ଅନୁଯାୟୀ, ଗେଟ୍ ନମ୍ବର ୩ରୁ କେଜରିୱାଲ ବାହାରକୁ ଆସିପାରନ୍ତି। କେଜରିୱାଲଙ୍କ ପତ୍ନୀ…
ସଞ୍ଜୟ ରୟଙ୍କର ହେବ ନାହିଁ ନାର୍କୋ ଟେଷ୍ଟ, ସିବିଆଇର ଆବେଦନକୁ ଖାରଜ କଲେ କୋର୍ଟ
କୋଲକାତା,୧୩।୯: କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲା ଏବେ ହେଡଲାଇନରେ ରହିଛି। ଆର.ଜି.କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ଥିବା ଞ୍ସଞ୍ଜୟ ରୟ ନାର୍କୋ ଟେଷ୍ଟ ପାଇଁ ନିଜର ଅସହମତି ପ୍ରକାଶ କରିଥିଲେ।…
ସୀତାରାମ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ନେତାଙ୍କୁ ଭାଙ୍ଗିବାକୁ ପଡିଲା ଭିଷ୍ମ ପ୍ରତିଜ୍ଞା!
ନୂଆଦିଲ୍ଲୀ,୧୩।୯: ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ଦଳର ନେତା ଇପି ଜୟରାଜନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ଦୁଇ ବର୍ଷ ପୂର୍ବେ ଦେଇଥିବା…
ଶେଖ ହାସିନା ଯିବା ପରେ କାଙ୍ଗାଳ ହେଉଛି ବାଂଲାଦେଶ, ସମ୍ଭାଳି ପାରୁ ନାହଁାନ୍ତି ୟୁନୁସ ସରକାର
ଢାକା/ନୂଆଦିଲ୍ଲୀ,୧୩।୯: ଶେଖ ହାସିନା ସରକାର ଭାଙ୍ଗିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ସର୍ବଦା କମ୍ ହେବାରେ ଲାଗିଛି। ବାଂଲାଦେଶର ମହମ୍ମଦ ୟୁନୁସ ସରକାର କ୍ରମାଗତ ଭାବରେ ଭାରତ ବିରୋଧୀ ବିବୃତ୍ତି ଦେଉଛନ୍ତି। ବୋଧହୁଏ ବାଂଲାଦେଶକୁ ମଧ୍ୟ ଏହାର ପରିଣାମ…
ସ୍ମୃତି ଇରାନିଙ୍କୁ ମିଳିଲା ଗୁରୁ ଦାୟିତ୍ୱ! ପୂରଣ କରିବେକି ଭାଜପାର ଏହି ଏଜେଣ୍ଡା
ନୂଆଦିଲ୍ଲୀ,୧୩।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ସ୍ମୃତି ଇରାନୀଙ୍କୁ ନେଇ ଏକ ବଡ଼ ଖବର ଆସିଛି। ସ୍ମୃତି ଏଥର ଲୋକ ସଭା ନିର୍ବାଚନରେ ହାରିଯାଇଥିଲେ। ଏହା ପରେ ବିଶ୍ୱାସ କରାଯାଉଥିଲା ଯେ ସ୍ମୃତି ଇରାନୀ ଦଳରେ…
କୋଲକାତା ବଳାତ୍କାର-ହତ୍ୟା ମାମଲାର ରାଜ ଖୋଲିବେ ସଞ୍ଜୟ, ସିବିଆଇକୁ ମିଳିଲା ଏହି ଅନୁମତି
କୋଲକାତା,୧୩।୯: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ସଞ୍ଜୟ ରାୟଙ୍କ ନାର୍କୋ ଟେଷ୍ଟ ସିବିଆଇ ଆରଜି କର ହସ୍ପିଟାଲରେ କରିବ। ଏ ବାବଦରେ କୋର୍ଟ ସିବିଆଇକୁ ଅନୁମୋଦନ ଦେଇଛନ୍ତି। ସୂଚନା ଅନୁଯାୟୀ, ସିବିଆଇ ଏହି ମାମଲାରେ ଆବଶ୍ୟକ ଅନୁମତି…
୨୧ରେ ‘ଓଡ଼ିଶା ଜର୍ନାଲିଜିମ୍ ଆଓ୍ବାର୍ଡ’: ଜାଣନ୍ତୁ କାହାକୁ ମିଳିବ ପୁରସ୍କାର
ଭୁବନେଶ୍ୱର, ୧୩।୯ (ବନ୍ଦନା ସେଠୀ):ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି…
ମୋଦିଙ୍କ ପାଦ ଧରିଲେ ନୀତୀଶ, ହେଲେ ଲାଲୁ…: ତେଜସ୍ବୀ ଯାଦବ
ପାଟନା,୧୩।୯: ବିହାରରେ ଆଭାର ବା କୃତଜ୍ଞତା ଯାତ୍ରା କରୁଥିବା ଆରଜେଡି ନେତା ତଥା ବିଧାନସଭାରେ ବିରୋଧୀଦଳର ନେତା ତେଜସ୍ବୀ ଯାଦବ ଶୁକ୍ରବାର ଏକ ଘରୋଇ ଟେଲିଭିଜନ ଚ୍ୟାନେଳକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ କିଛି ମନ କଥା ଖୋଲି କହିଛନ୍ତି। ତାଙ୍କ ସାକ୍ଷାତକାରରେ…
Archives


