ଏଠି ନ୍ୟାୟ ନୁହେଁ, ମାଡ଼ ଅନ୍ୟାୟ:ହାଇକୋର୍ଟଙ୍କ ନିର୍ଦ୍ଦେଶରୁ ଡାକ୍ତରୀ ମାଇନା
ଭୁବନେଶ୍ୱର,୧୮ା୯(ସୁନିତ୍ ମିଶ୍ର):ଭରତପୁର ଥାନାର ମାଡ଼ ଓ ଅନ୍ୟାୟ କାହାଣୀର ସତ୍ୟତା ଯେତିକି ଯେତିକି ଆଗକୁ ଆସୁଛି ପୋଲିସର ଅସଲ ଚେହେରା ମଧ୍ୟ ଲୋକମାନେ ବୁଝିବା ଆରମ୍ଭ କରିଛନ୍ତି। ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ସହ…
ମୋଦିଙ୍କୁ ନେଇ ଷ୍ଟେଜରେ ବଡ଼କଥା କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଙ୍ଗଳବାର ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ, ଆଗାମୀ ଦିନରେ ଓଡିଶାର ମହିଳାମାନଙ୍କ ଶକ୍ତି ଓ…
୧୭ ପରେ ଆପ୍ଲାଏ କରିଥିବା ହିତାଧିକାରୀଙ୍କୁ କେବେ ମିଳିବ ଟଙ୍କା? ଜାଣନ୍ତୁ…
ଭୁବନେଶ୍ୱର,୧୭।୯: ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମଦିନରେ ଓଡିଶାରେ ମହିଳାମାନଙ୍କୁ ବଡ ଭେଟି ପ୍ରଦାନ କରିଛନ୍ତି ପିିଏମ । ଏହି ଅବସରରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି…
ଜନତା ମଇଦାନକୁ ଆସିଥିଲେ, ବସ୍ ଠେଲିଲେ
ଭୁବନେଶ୍ୱର,୧୭।୯: ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱର ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ମୋଦିଙ୍କ ଆଗମନରେ ଜନତା ମଇଦାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ବହୁ ମହିଳା ଏଥିରେ ଯୋଗ ଦେଇଥିଲେ। ତେବେ ଜନସଭାକୁ…
ଓଡ଼ିଶାରୁ କଂଗ୍ରେସକୁ ଟାର୍ଗେଟ କଲେ ମୋଦି, ଚନ୍ଦ୍ରଚୂଡଙ୍କ ଘରକୁ ଯିବାକୁ ନେଇ ଉଠାଇଲେ ପ୍ରଶ୍ନ
ଭୁବନେଶ୍ୱର,୧୭।୯: ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସି ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ତେବେ ଜନସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଓଡ଼ିଶାବାସୀଙ୍କୁ ଆଗୁଆ ଦଶହରା ଶୁଭେଚ୍ଛା । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ…
ଛାତ୍ରଙ୍କ ପ୍ରାଇଭେଟ ପାର୍ଟର ଯାଞ୍ଚ କଲେ ମହିଳା ପୋଲିସ, ରାଗିଲେ ମୁଖ୍ୟମନ୍ତ୍ରୀ
ଗୁଆହାଟି,୧୭।୯: ଆସାମରେ ଗ୍ରୁପ-୩ର ପରୀକ୍ଷା ସମୟରେ ଜଣେ ଛାତ୍ରଙ୍କ ପ୍ରାଇଭେଟ ପାର୍ଟରେ ମହିଳା ପୋଲିସ ଯାଞ୍ଚ କରୁଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ଡିଜିପିଙ୍କୁ ଏହି ଘଟଣାର ତଦନ୍ତ…
ମା’ଙ୍କୁ ନେଇ ଏମିତି ଭାବୁକ ଅପିଲ କଲେ ମୋଦି
ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଅଛନ୍ତି। ସେ ସକାଳ ପ୍ରାୟ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ସ୍ବାଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଥିଲେ। ଏହା ପରେ ପିଏମ ମୋଦି…
ଅତିଶୀଙ୍କ ସ୍ବାମୀ କିଏ, କେତେ ସମ୍ପତିର ମାଲିକ ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୭।୯: ଅତିଶୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆମ ଆଦମୀ ପାର୍ଟି (ଏଏପି) ର ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କାଲକାଜୀ ବିଧାନସଭା ଆସନରୁ ବିଧାୟକ ଅତିଶି କେଜରିୱାଲଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ଶିକ୍ଷା, ପିଡବ୍ଲ୍ୟୁଡି ପରି…
ଚର୍ଚ୍ଚାରେ ଅତିଶୀ, ମମତାଙ୍କ ପରେ ଦେଶରେ ବର୍ତ୍ତମାନ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେଲେ…
ନୂଆଦିଲ୍ଲୀ,୧୭।୯: ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଅତିଶୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଅତିଶି ବର୍ତ୍ତମାନ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମଙ୍ଗଳବାର ଆମ ଆଦମୀ ପାର୍ଟି (ଏଏପି) ର ବିଧାନସଭା ଦଳର…
ସମସ୍ତ କଳ୍ପନାର ହେଲା ଅନ୍ତ, ଦିଲ୍ଲୀକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୭।୯: ଆତିଶୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆମ ଆଦମୀ ପାର୍ଟି (ଏଏପି) ବିଧାନୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ବିଧାୟକମାନେ ଏଥିରେ ରାଜି ହୋଇଥିଲେ। ଏହାପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ର…
ଭାରତରେ ଲୁଚିଥିବା ଶେଖ ହାସିନାଙ୍କ ପାଇଁ ନୂଆ ସମସ୍ୟା! ୫ ମାମଲାକୁ ନେଇ ବଢୁଛି ଉତ୍ତେଜନା
ନୂଆଦିଲ୍ଲୀ/ଢାକା,୧୭।୯: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସାମ୍ନାରେ ନୂଆ ସମସ୍ୟା ଉଭା ହୋଇଛି। ଭାରତରେ ଲୁଚି ରହିଥିବା ଶେଖ ହାସିନାଙ୍କ ବିରୋଧରେ ପାଞ୍ଚଟି ହତ୍ୟା ମାମଲା ଉତ୍ତେଜନାକୁ ବଢାଇ ଦେଇଛି। ବାଂଲାଦେଶର ଆନ୍ତର୍ଜାତୀୟ କ୍ରାଇମବ୍ରାଞ୍ଚ ଟ୍ରିବ୍ୟୁନାଲ (ଆଇସିଟି) ରେ ଶେଖ…
ଦିନ ୧୨ଟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପୂର୍ବରୁ ଏମିତି କହି ଚମକାଇଦେଲେ ସୌରଭ
ନୂଆଦିଲ୍ଲୀ,୧୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। କେଜରିୱାଲ ଅପରାହ୍ନ ୪ଟା ୩୦ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସାକ୍ସେନାଙ୍କୁ ଭେଟିବାକୁ ଯିବେ। ଏହି ସମୟରେ ସେ ତାଙ୍କ ଇସ୍ତଫା ପତ୍ର ତାଙ୍କ ନିକଟରେ ଦାଖଲ…
Archives


