Home

ବଡ଼ ନିଷ୍ପତ୍ତି: ବାଂଲାଦେଶକୁ ମହଙ୍ଗା ପଡିବ ଭାରତ ସହ ଶତ୍ରୁତା

ନୂଆଦିଲ୍ଲୀ/ଢାକା,୧୧।୧୨: ଏବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଯାଇଛି। ଯେଉଁଠାରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବରୁ ଅନୁମୋଦିତ ବ୍ୟାଣ୍ଡୱିଡଥ ଟ୍ରାଞ୍ଜିଟ ଚୁକ୍ତିନାମାକୁ ବାତିଲ କରିଛନ୍ତି। ଏଥି ସହିତ ଭାରତ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ମନୋଭାବରେ ଥିବା ଜଣାପଡିଛି।…

ଭାଜପା ନେତାଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ

ବିଜାପୁର/ମାଲକାନଗିରି,୧୧।୧୨(ଦୂର୍ଯୋଧନ ପାତ୍ର): ଛତିଶଗଡର ବିଜାପୁର ଜିଲାରେ ମାଓବାଦୀମାନେ ଆଉ ଏକ ହତ୍ୟାକାଣ୍ହ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଭାଜପା ନେତାଙ୍କୁ ଗଳାକାଟି ହତ୍ୟା କରାଯାଇ ତାଙ୍କ ମୃତଦେହ ରାସ୍ତାରେ ଫିଙ୍ଗି ଦିଆଯାଇଛି। ଭାଜପା ନେତାଙ୍କ ହତ୍ୟା ପରେ ଏହି ଅଞ୍ଚଳରେ…

କଂଗ୍ରେସ-ଏଏପି ମଧ୍ୟରେ ମେଣ୍ଟ ଫାଇନାଲ୍‌: ଆସନ ବୁଝାମଣା ବାକି

ନୂଆଦିଳ୍ଲୀ,୧୧।୧୨: ଦିଲ୍ଲୀ ନିର୍ବାଚନରେ ମିଳିତ ମେଣ୍ଟ ପାଇଁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ହୋଇଥିବା ଚୁକ୍ତି ଶେଷ ପର୍ଯ୍ୟାୟରେ ଅଛି। ସୂଚନାନୁସାରେ, କଂଗ୍ରେସକୁ ୧୫ଟି ଆସନ ଏବଂ ଅନ୍ୟ ଇଣ୍ଡିଆ ଆଲାଇନ୍ସ ପାର୍ଟିକୁ ୧-୨ ଟି ସିଟ…

୧୫୦ ପରିବାରକୁ ଔଷଧୀୟ ମଶାରି ବଣ୍ଟନ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ):ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗ୍ରୀନବାଡ଼ି ପଞ୍ଚାୟତରେ ଔଷଧୀୟ ମଶାରି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥ, ସିଡିପିଓ ସାରାଣୀ ପଣ୍ଡା, ସବ୍‌ଇନ୍ସପେକ୍ଟର ବାସନ୍ତି ବେହେରା, ଡାକ୍ତର ଅମିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।…

ପୁଣି ବର୍ଷା ସମ୍ଭାବନା: ୩ଦିନରେ ୪ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ୱର,୧୧ା୧୨(ଅନୁରାଧା ମହାରଣା):ରାଜ୍ୟରେ କିଛି ଜିଲାରେ ମଙ୍ଗଳବାର ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ବୁଧବାର ମଧ୍ୟ କେତେକ ଜିଲାରେ ହାଲୁକା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ…

ଘଟଗାଁରେ ଅଘଟଣ: ଭୋଗ ଦୋକାନରେ ଲାଗିଲା ନିଆଁ

କେନ୍ଦୁଝର,୧୧।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ପୀଠରେ ଭୋଗ ଦୋକାନରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ମନ୍ଦିର ବେଢ଼ା ବାହାରେ ରାସ୍ତା କଡ଼ରେ ହଠାତ୍‌ ନିଆଁ…

ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍ସାହ: ଏଥର ହେବ ୩ ଦିନ

ଦାରିଙ୍ଗବାଡ଼ି,୧୦ା୧୨ (ଅରୁଣ ସାହୁ):ଜାନୁୟାରୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ମହୋତ୍ସବ ପାଳନ କରାଯିବ। ଏନେଇ କମିଟିର ସମ୍ପାଦକ ତଥା ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବଥର ଯାହା ତ୍ରୁଟି ଥିଲା ତାକୁ ସୁଧାରି ଉତ୍ସବ…

ସାଇବର ଠକଙ୍କ ନୂଆ ଉପାୟ: ଜେଲ ଦଣ୍ଡାଦେଶ ଭୟ ଦେଖାଇ ଡାକ୍ତରଙ୍କଠୁ ଲୁଟି ନେଲେ ସାଢେ ୫ ଲକ୍ଷ ଟଙ୍କା

ହିଞ୍ଜିଳିକାଟୁ, ୧୦।୧୨(ଦ୍ବିତୀକୃଷ୍ଣ ପଣ୍ଡା): ସାଇବର ଠକଙ୍କ ଠାରୁ ସଜାଗ ରହିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜନସଚେତନତା ଜାରି ରହିଛି। ହେଲେ ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଦିନକୁ ଦିନ ସାଇବର ଠକମାନେ ନୂତନ…

ଆଦର୍ଶ ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ସାତ ସପନ

ଥୁଆମୂଳ ରାମପୁର, ୧୧।୧୨(ଦୁର୍ଗା କୀର୍ତ୍ତି):- ଡିଜିଟାଲ ଇଣ୍ଡିଆରେ ଆଜିର ବିକଳ ଚିତ୍ର। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାୱାର ନାହିଁ। ଫଳରେ କିଏ ଗଛ ଚଢୁଛି ତୋ କିଏ ପାହାଡ଼ ଉପରେ ଚଢୁଛି…

ମନ ଛି

ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି), ଆସାମ ରାଇଫଲ୍ସ (ଏଆର୍‌) ପରି ଅର୍ଦ୍ଧସାମରିକ ବଳର ୭୩୦ ଯବାନ ଆତ୍ମହତ୍ୟା କରିଛନ୍ତି। ନିକଟରେ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ…

୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ

ନୂଆଦିଲ୍ଲୀ,୧୧।୧୨: ବିଦ୍ରୋହୀ ସୈନ୍ୟମାନେ ବାଶାର ଅଲ-ଆସାଦ ସରକାରକୁ ବହିଷ୍କାର କରିବାର ଦୁଇ ଦିନ ପରେ ଭାରତ ୭୫ ଜଣ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମିସ୍କ ଏବଂ…

ଅଧ୍ୟକ୍ଷ ପଦରୁ ହଟିବେ କି ଧନକର, ନବୀନ କରିବେ ଖେଳ!

ନୂଆଦିଲ୍ଲୀ,୧୦।୧୨: ଚଳିତ ଶୀତକାଳୀନ ଅଧିବେଶନକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ସ୍ଥିତି ଏପରି ହୋଇଛି ଯେ, ବିରୋଧୀ ମେଣ୍ଟ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଧନକରଙ୍କୁ କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri