Home

‘ଅମିତାଭ’ ନାଁ ଶୁଣି ରାଗିଗଲେ ଜୟା

ନୂଆଦିଲ୍ଲୀ,୬।୮: ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ସଂସଦରେ ଦେଇଥିବା ବୟାନକୁ ନେଇ ଏବେ ଖବରରେ ଅଛନ୍ତି। ନିକଟରେ ରାଜ୍ୟ ସଭାର ଡେପୁଟି ଚେୟାରମ୍ୟାନ ହରିବଂଶ ନାରାୟଣ ସିଂ ତାଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧନ କରିଥିଲେ, ଯେଉଁଥିରେ ସେ…

ହସିନାଙ୍କୁ ନେଇ ୮ ମାସ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ! ନୂଆ ପରିସ୍ଥିତିରେ ବାଂଲାଦେଶ ସହ ସମ୍ପର୍କକୁ ନେଇ କହିଲେ…

ଢାକା,୬।୮: ପଡୋଶୀ ଦେଶ ବାଂଲାଦେଶରେ ଅଗଷ୍ଟ ୫ସୋମବାର ଶେଖ ହସିନାଙ୍କ ଇସ୍ତଫା ପରେ ସେନା କମାଣ ସମ୍ଭାଳିଛି। ସଂରକ୍ଷଣ ପାଇଁ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଶେଖ ହସିନା ଇସ୍ତଫା ଦେଇଛନ୍ତି। ଶେଖ ହସିନା ବାଂଲାଦେଶ ଛାଡି ଭାରତ ଆସିଛନ୍ତି, ବର୍ତ୍ତମାନ…

ଗିଲ୍‌ଙ୍କୁ ନେଇ ବଡ଼ ଭବିଷ୍ୟବାଣୀ: ୨୦୨୭ ବିଶ୍ୱକପ୍‌ ପରେ….

ନୂଆଦିଲ୍ଲୀ,୬।୮: ଟି-୨୦ ବିଶ୍ୱକପ ୨୦୨୪ ପରେ ଟିମ ଇଣ୍ଡିଆର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ପରିବର୍ତ୍ତନ ପରେ ଶୁଭମନ ଗିଲ ପରବର୍ତ୍ତୀ ଭାରତୀୟ ଅଧିନାୟକ ହେବା ବିଷୟରେ ଆଲୋଚନା ତୀବ୍ର ହେଲା। ରୋହିତ ଶର୍ମା ଟି-୨୦ ବିଶ୍ୱକପ…

ଗାନ୍ଧୀ ମାର୍ଗରେ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ଭୁବନେଶ୍ୱର,୬।୮(ଅନିଲ ଦାସ):ଚଳିତବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ସୋମବାର ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ…

ବାଂଲାଦେଶରେ ରାଜନୈତିକ ଅସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କଲା ବ୍ରିଟେନ, ଶାନ୍ତି ସ୍ଥାପନ ପାଇଁ କଲା ଅପିଲ

ଲଣ୍ଡନ,୬।୮: ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ଉପରେ ବ୍ରିଟେନ ଗଭୀର ଚିନ୍ତା ପ୍ରକଟ କରିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦେଶ ଛାଡିବା ଏବଂ ପରବର୍ତ୍ତୀ ହିଂସାକୁ ନେଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡେଭିଡ ଲାମି ସମସ୍ତ…

ବିନୋଦ କାମ୍ବଲିଙ୍କ ଚମକାଇବା ଭଳି ଭିଡିଓ, ଚାଲିପାରୁ ନାହାଁନ୍ତି ସଚିନଙ୍କ ବନ୍ଧୁ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଖେଳାଳି ଏକଦା ସଚିନ ତେନ୍ଦୁଲକରଙ୍କ ଅପେକ୍ଷା ଭଲ ବିବେଚିତ ହୋଇଥିଲେ। ଯିଏ ପଡ଼ିଆରେ ରନ ସ୍କୋର କରିବାରେ କ୍ଳାନ୍ତ ହୋଇନଥିଲା। ବର୍ତ୍ତମାନ…

ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ଦେଲେ ବଡ଼ ଅଫର୍‌

ପାଟନା,୬।୮: ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ଦଳ ଏହା ପାଇଁ କଠିନ ପରିଶ୍ରମ କରିସାରିଛନ୍ତି। ଜନ ସୁରଜର ପ୍ରତିଷ୍ଠାତା ତଥା ନିର୍ବାାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ସମସ୍ତ ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଛନ୍ତି।…

ମେଡିକାଲ କର୍ମଚାରୀଙ୍କୁ ମାଡ଼, ଥାନାରେ ମାମଲା ରୁଜୁ

ଗଞ୍ଜାମ,୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପେରଙ୍କୁ ରବିବାର ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୧୭୨/୨୪ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରିଛି…

କ୍ୟାନସର ଚିକିତ୍ସା ହେବ ମାଗଣା

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶରେ କର୍କଟ ରୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ଏଠାରେ ସମସ୍ତ କର୍କଟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି…

ଗମ୍ଭୀର ଜଣେ ୧୨ ବର୍ଷର ଶିଶୁପରି…ପିଲାଦିନର କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୮: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ କରାଯାଇଥିଲା। ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। କିନ୍ତୁ ଦିନିକିଆ…

ସିମେଣ୍ଟ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଜଣେ ମୃତ, ୬ ଆହତ

ମୁମ୍ବାଇ,୬।୮: ମହାରାଷ୍ଟ୍ରର ନାଗପୁରର ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ସେଠାରେ ୬ଜଣ ଆହତ ହୋଇଛନ୍ତି। ସକାଳ ୩ଟାରେ ନାଗପୁର ଜିଲାର ମୌଦା ତାଲୁକାର ଜୁନ୍ନାର ଗ୍ରାମରେ ଏକ କାରଖାନାରେ ବିସ୍ଫୋରଣ ଘଟିଥିଲା। ଶ୍ରୀ…

ଭାଜପାର ମାଷ୍ଟର ଷ୍ଟ୍ରୋକ, ମଇଦାନକୁ ଓହ୍ଲାଇଲେ ଧୁରନ୍ଧର

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ନିଜର ସମସ୍ତ ଶକ୍ତି ଲଗାଇଛି। ଉପ-ନିର୍ବାଚନରେ ଦଳର ବରିଷ୍ଠ ନେତାମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri