Home

କିଏ ଦେଶର ଝିଅଙ୍କ ପିଠିକୁ ମାରିଲା ଛୁରି? ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଉପରେ ବଡ଼ ପ୍ରଶ୍ନ ଉଠାଇଲେ ସୁରଜେୱାଲା

ପ୍ୟାରିସ୍‌,୭।୮: ପ୍ୟାରିସ ଅଲିମ୍ପିକ୍ସରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାଗ ନେବା ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ହୋଇଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା ଗୁରୁତର ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଟ୍ରାଫିକ ପୋଲିସ

ଭୁବନେଶ୍ୱର,୭।୮: ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ। ଟ୍ରାଫିକ ପୋଲିସଙ୍କୁ ଦିଆଯାଇଛି ନୂଆ ରେନ୍‌କୋଟ୍‌। । ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି। ରାଜଧାନୀର ସମସ୍ତ…

ବାଲେଶ୍ୱର ଅଶାନ୍ତ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ୱର,୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ସହରରେ ବୁଧବାର ଗୁଳିକାଣ୍ଡ ଘଟିଛି l କିଛିଦିନର ବ୍ୟବଧାନ ପରେ ପୁଣି ବାଲେଶ୍ୱର ସହର ଅଶାନ୍ତ ହୋଇ ଉଠିଛି l ସହଦେଖୁଣ୍ଟା ଥାନା ଅନ୍ତର୍ଗତ ବାଲିଆ ନିକଟରେ ଜଣେ ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ ହୋଇଥିବାରୁ…

ରାତାରାତି କେମିତି ବଢିଗଲା ୨ କିଲୋ ଓଜନ: ଭିନେଶ ଅଯୋଗ୍ୟ ଘୋଷଣା ପଛର ରହସ୍ୟ

ନୂଆଦିଲ୍ଲୀ,୭।୮:ସ୍ବର୍ଣ୍ଣ ପଦକ ଆଶା ବଢାଇ ଭିନେଶ ଫୋଗଟ ସମଗ୍ର ଭାରତର ହୃଦୟ ଜିତିଥିଲେ। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଅଲିମ୍ପିକ ଚାମ୍ପିୟନ ଜାପାନର ୟୁୟୁ ସୁସାକିଙ୍କୁ ପରାସ୍ତ କରିସାରିଛନ୍ତି। କିନ୍ତୁ କିଏ ଜାଣିଥିଲା ୨୪ ଘଣ୍ଟା ମଧ୍ୟରେ ଭିନେଶ ଏବଂ ୧୪୦ କୋଟି…

ରାଜପୁର ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୫ ଅଭିଯୁକ୍ତ କୋର୍ଟଚାଲାଣ

ଜୁନାଗଡ଼,୭ା୮(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେ  ୩୧ ତାରିଖ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା। ଏହି ଗ୍ରାମର ବୈଶାନର ନାଏକ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ୧୦ରୁ ଊର୍ଦ୍ଧ୍ୱ ଡକାୟତ…

ମୁହଁ ଲୁଚାଇ ଏହି ମହତ୍‌ କାର୍ଯ୍ୟ କଲେ ଅକ୍ଷୟ କୁମାର: ଚାରିଆଡୁ ହେଉଛି ପ୍ରଶଂସା

ବଲିଉଡର ଖିଲାଡି କୁମାର ଭାବେ ଜଣାଶୁଣା ଅକ୍ଷୟ କୁମାର ତାଙ୍କର ବଡ଼ ହୃଦୟ ପାଇଁ ଜଣାଶୁଣା। ଅକ୍ଷୟ ଲୋକଙ୍କୁ ସାହାଯ୍ୟ କରିବାରେ କେବେ ଥକି ପଡିନାହିଁ। ଆଜିକାଲି ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ସେ ନିଜର ବ୍ୟସ୍ତବହୁଳ…

ଘରୋଇ ଯୋଗାଣ ପାଇପ୍‌ରେ ଗୋଳିଆ ପାଣି, ନେବାକୁ ଜମୁଛି ଲୋକଙ୍କ ଭିଡ଼

ବାଲିଗୁଡ଼ା,୭ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ କରାଯାଉଛି। କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଗୋଳିଆ ପାଣି ଆସୁଥିବାରୁ ଏହା ବ୍ୟବହାର ହୋଇପାରୁନାହିଁ। ଯାହା ଫଳରେ ସାହି ବାସିନ୍ଦା ବାଧ୍ୟ ହୋଇ…

ହେଲିକପ୍ଟର କ୍ରାଶ୍‌: ସମସ୍ତଙ୍କ ଯାତ୍ରୀଙ୍କ ଜୀବନ ଗଲା

କାଠମାଣ୍ଡୁ,୭।୮: ନେପାଳର ନୁୱାକୋଟରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନରେ ଥିବା ସମସ୍ତ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ରସୁୱା ଯାଉଥିବା ଏହି ହେଲିକପ୍ଟରରେ କେବଳ ପାଞ୍ଚ ଜଣ ଲୋକ ଥିଲେ। ଏଥିରେ ଚାରିଜଣ ଚାଇନା…

ଭିନେଶ ଫୋଗଟ ଅଯୋଗ୍ୟ ଘୋଷଣା ପରେ କ୍ରୀଡ଼ାମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ବୁଧବାର ସଂସଦରେ କ୍ରୀଡ଼ାମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ ଲୋକ ସଭାରେ ସମ୍ବୋଧିତ କରି କହିଛନ୍ତିି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଏଣିକି ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର, ଜାଣନ୍ତୁ କିଏ ଉଠାଇ ପାରିବେ ଲାଭ

ଚଣ୍ଡିଗଡ,୭।୮: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ତିଜ୍‌ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧୨ ଲକ୍ଷ ହିତାଧିକାରୀ ଭଉଣୀ ବର୍ତ୍ତମାନ ମାତ୍ର ୫୦୦ ଟଙ୍କା ପାଇଁ ଗ୍ୟାସ ସିଲିଣ୍ଡର ପାଇବେ।…

ସ୍ପଷ୍ଟ ଦିବାଲୋକରେ ବସ୍‌ ଭିତରେ ଯୁବତୀଙ୍କୁ ଅସଦାଚରଣ, ଜେଲ୍‌ ଗଲେ ଅଭିଯୁକ୍ତ

ବଡ଼ବିଲ,୭ା୮(ଦେବପ୍ରିୟ ରଣା): କେନ୍ଦୁଝରରୁ ବଡ଼ବିଲ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଭିତରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଡ଼ବିଲ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ବଡ଼ବିଲ ବସ୍‌ଷ୍ଟାଣ୍ଡରୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ…

ଭିନେଶ ଅଯୋଗ୍ୟ ହେବା ପରେ ଏମିତି କହିଲା ଭାରତୀୟ ରେସଲିଂ ଫେଡେରେଶନ

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟ ଘୋଷଣା ଭାରତ ପାଇଁ ଏକ ବଡ ଝଟ୍‌କା। ପ୍ୟାରିସ ଅଲିମ୍ପିକ୍ସର ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂ ପ୍ରତିଯୋଗିତାରେ ଭାରତୀୟ ରେସଲର ଭିନେଶ ଫୋଗଟ ଅଂଶଗ୍ରହଣ କରିଥିଲେ। ତିନି ମ୍ୟାଚ ଜିତିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri