ଭୁବନେଶ୍ୱର ‘ସୂତା’ ଆଉଟଲେଟର ବାର୍ଷିକ ଉତ୍ସବ
ଭୁବନେଶ୍ୱର,୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହାଣ୍ଡଲୁମ ଷ୍ଟାର୍ଟଅପ ବ୍ରାଣ୍ଡ ‘ସୂତା’ (ଭୁବନେଶ୍ୱରର ସୂତା ଆଉଟଲେଟ) ର ପ୍ରଥମ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ସୂତାର ସହ ପ୍ରତିଷ୍ଠାତା ତଥା ଏମଡି ତାନିଆ ବିଶ୍ୱାସ, ପ୍ରତିଷ୍ଠାତା…
ଅରୁନ୍ଧତୀକୁ ଟାଇମ୍ସ ଆଇକନ୍ ଅଫ୍ ଓଡ଼ିଶା ଆଓ୍ବାର୍ଡ
ଭୁବନେଶ୍ୱର,୧।୧୦:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ ପକ୍ଷରୁ ନିକଟରେ ଆୟୋଜିତ ଟାଇମ୍ସ ଆଇକନ ଅଫ ଓଡିଶା-୨୦୨୪…
ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବ ବ୍ୟାଙ୍କ
ଭୁବନେଶ୍ୱର, ୧।୧୦: ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ ବା ପିଏନ୍ବି ସମ୍ବଲପୁର ମଣ୍ଡଳ ପକ୍ଷରୁ ଏକ ଗ୍ରାହକ ସମ୍ମିଳନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିଏନ୍ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲାବେଳେ ପିଏନ୍ବି…
ସିଜେ ଡାର୍ସଲ୍ ସହ ଜେଏସ୍ଏଲ୍ର ବୁଝାମଣା
ଭୁବନେଶ୍ୱର,୧।୧୦: ଭାରତର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ ପ୍ରଦାନକାରୀ ସିଜେ ଡାର୍ସଲ୍ ଲଜିଷ୍ଟିକ୍ ଲିମିଟେଡ୍ ଏବଂ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ (ଜେଏସ୍ଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଚ୍ଚ ଶକ୍ତି ବିଶିଷ୍ଟ ଜେଟି ଗ୍ରେଡ୍ ଷ୍ଟେନଲେସ୍ ଷ୍ଟିଲରେ (ବିଆଇଏସ୍…
ଏଇ ଭାରତରେ
କର୍ପୋରେଟ ଚାକିରି ଛାଡ଼ି ହିମାଳୟର ଦାର୍ଜିଲିଂ ନିକଟସ୍ଥ ଗାଁଗୁଡ଼ିକୁ ବର୍ଜ୍ୟମୁକ୍ତ କରିବାରେ ଲାଗିଛନ୍ତି ଉତ୍ସ ପ୍ରଧାନ। ସେ ସ୍ଥାନୀୟ ପରମ୍ପରା ଓ ହିମାଳୟର କ୍ଷତିଗ୍ରସ୍ତ ପରିସଂସ୍ଥାର ପୁନରୁଦ୍ଧାର କରିବା ସହ ଗାଁଗୁଡ଼ିକୁ ପରିବେଶ ଉପଯୋଗୀ କରୁଛନ୍ତି। ଉତ୍ସଙ୍କ ବୟସ ଏବେ ୪୩।…
ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସିଲ୍କ ଉତ୍ପାଦ
ଭୁବନେଶ୍ୱର,୧।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଗଣପତି ସିଲ୍କ (ଗଣେଶ ସିଲ୍କ) ଜାତୀୟସ୍ତରୀୟ ହସ୍ତତନ୍ତ ମେଳା-୨୦୨୪ରେ ସାମିଲ ହୋଇଛି। ଏହି ମେଳାରେ ଗଣେଶ ସିଲ୍କ ତାମିଲନାଡୁର ପ୍ରିମିୟମ ସିଲ୍କ ଉତ୍ପାଦ ବେଶ ଆକର୍ଷଣୀୟ ହୋଇଥିଲାବେଳେ ଗ୍ରାହକଙ୍କୁ ଆକୃଷ୍ଟ…
ଦେଶ କୁଆଡ଼େ ଯାଉଛି
ଜିକାଲି ନିଧିଆ ବାପାଙ୍କୁ ଭୁଲିବା ବେମାର ଧରିଛି। ସେ ଯାହା ବି କହୁଛନ୍ତି , ତାକୁ ପୁନରାବୃତ୍ତି କରୁଛନ୍ତି। ଜ୍ଞାନୀ ଏବଂ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ବୁଝିସାରିଛନ୍ତି ଯେ ରୋଗ ଆଳରେ ଏହା ବାର୍ଦ୍ଧକ୍ୟ । ଗତ କିଛି ଦିନ…
କାନାରା ବ୍ୟାଙ୍କର ପୁରସ୍କାର ବିତରଣ ସମାରୋହ
ଭୁବନେଶ୍ୱର,୧।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପଖୱାଡା ଦିବସ ଓ ପୁରସ୍କାର ବିତରଣ ସମାରୋହ-୨୦୨୪ ନିକଟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ (ଗୃହମନ୍ତ୍ରୀ ଭାରତ ସରକାର) ଙ୍କ ସନ୍ଦେଶ ସହିତ ବ୍ୟାଙ୍କର ପରିଚାଳନା…
ପ୍ରଥମ ପ୍ରଯୋଜିତ ଫିଲ୍ମକୁ ନେଇ ଆଶାବାଦୀ କ୍ରିତି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ପାଇଁ ଚଳିତବର୍ଷ ବେଶ୍ ଆଶାଜନକ ରହିଛି। ’କ୍ରୁ’ ଏବଂ ‘ତେରି ବାତୋଂ ମେ ଏସା ଉଲଜା ଜିଆ’ ଭଳି ହିଟ୍ ଚଳଚ୍ଚିତ୍ରରେ ନଜର ଆସିଥିବା କ୍ରିତି ବର୍ତ୍ତମାନ ପ୍ରଯୋଜକ ସାଜିଛନ୍ତି। ବର୍ତ୍ତମାନ ତାଙ୍କ ପ୍ରଡକ୍ସନ ହାଉସ୍ର…
ପରିବାରରେ ୭୦୦ ସଦସ୍ୟ
କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ ସଦସ୍ୟ ମିଳିମିଶି କରୁଥିଲେ। ତେବେ ପରେ ଆର୍ଥିକ ବୋଝ କମାଇବା ଉଦ୍ଦେଶ୍ୟରେ ଧୀରେ ଧୀରେ…
ବୟସ୍କଙ୍କୁ ମର୍ଯ୍ୟାଦା
ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’ ପାଳନ କରାଯାଏ। ଏହି ଦିନ ସମାଜରେ ବୟସ୍କ ବ୍ୟକ୍ତିଙ୍କ ଅବଦାନକୁ ସମ୍ମାନ ଦେବା, ସେମାନଙ୍କ ପ୍ରତି…
ଏକ ନମ୍ବର ପଛରେ
ଏକ ନମ୍ବରରେ ରହିବା ପାଇଁ ଏବେ ଚାରିଆଡ଼େ କସରତ ହେଉଛି। ପୂର୍ବରୁ ଭାବୁଥିଲୁ ଯେ, ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିବାକୁ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସବୁକିଛି ଉଦ୍ୟମ କରିଦଅନ୍ତି। ଦରକାର ପଡ଼ିଲେ ପିଲାଙ୍କୁ କପି କରିବା ପାଇଁ ମଧ୍ୟ ଉସୁକାଇଥାଆନ୍ତି। ଏବେ…
Archives


