କଲେଜ ଛାତ୍ରୀଙ୍କ ମିଳୁନି ପତ୍ତା: ବାପା ଦେଲେ ଏତଲା
ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅଧିନ ଏକ ଗ୍ରାମର ଜଣେ କଲେଜ ଛାତ୍ରୀ ନିଖୋଜ ଥିବା ଜଣାପଡିଛି। ଏନେଇ ତାଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ଏମଏମଆର ନଂ.୩୯/୨୪ ଅନୁଯାୟୀ ମାମଲା…
ଜନତା ଭୋଟରେ ଦିଅନ୍ତି ଜବାବ, କଂଗ୍ରେସକୁ କଡା ଜବାବ ଦେଲେ ECI ରାଜୀବ କୁମାର
ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଇଭିଏମ ଉପରେ ବିରୋଧୀ ଦଳ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ରାଜୀବ କୁମାର କହିଛନ୍ତି, ମତଦାନରେ ଅଂଶଗ୍ରହଣ…
୪୦% ଅଧିକ ଭିନ୍ନକ୍ଷମ ଥିବା ଛାତ୍ରୀଛାତ୍ର ହୋଇପାରିବେ ଡାକ୍ତର, ମିଳିବ MBBSରେ ଆଡମିଶନ୍
ନୂଆଦିଲ୍ଲୀ,୧୫।୧୦: ଏମ୍ବିବିଏସ୍ରେ ଦାଖଲ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଛାତ୍ର/ଛାତ୍ରୀ ୪୦%ରୁ ଅଧିକ ଦିବ୍ୟାଙ୍ଗତା ଯୋଗୁ ଭାଷା କହିବା ଏବଂ ବୁଝିବାରେ ଅସମର୍ଥ ଥାନ୍ତି, ତଥାପି ସେ ଡାକ୍ତର ହୋଇପାରିବେ ବୋଲି ମଙ୍ଗଳବାର କୋର୍ଟ ନିଷ୍ପତ୍ତିରେ…
ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’
ଭୁବନେଶ୍ୱର,୧୫।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଭାଜପା ନେତା ପ୍ରସନ୍ନ…
ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଶ୍ନୋଇ ଗ୍ୟାଙ୍ଗ? ପୁରା ଘଟଣାକ୍ରମକୁ ଜାଣନ୍ତୁ…
ବମ୍ବେ: ଜଣେ ବଲିଉଡ୍ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି ଏଣ୍ଡିଂ। ହେଲେ ଏଠି କାହାଣୀ ଫିଲ୍ମର ନୁହେଁ ବରଂ ଅସଲ ଜୀବନର। ଫଳରେ ଗ୍ୟାଙ୍ଗଷ୍ଟର…
ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ
ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା ଲେଖନ୍ତି ଏବଂ ଏପରି କିଛି ଲେଟର ଅଛି ଯାହାକୁ ପଢିଲେ ହସକୁ ଅଟକାଇ ହୁଏ…
କନଷ୍ଟେବଳଙ୍କ ବୁଲେଟ ଧକ୍କାରେ ଜଣେ ଯାତ୍ରୀଙ୍କ ଚାଲିଗଲା ଜୀବନ
ପାଟଣା,୧୫।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ନିକଟରେ ମଙ୍ଗଳବାର ୨ ପୋଲିସ କନଷ୍ଟେବଳଙ୍କର ବୁଲେଟ ଧକ୍କାରେ ଜଣେ ବସ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପାଟଣା ଥାନା ଦୁବେଇ ପେଣ୍ଠ…
ତାଇଓ୍ବାନକୁ ଚାଇନାର ଅଲ୍ଟିମେଟମ, ଯୁଦ୍ଧାଭ୍ୟାସରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ
ବେଜିଂ,୧୫।୧୦: ଚାଇନା ଏବଂ ତାଇୱାନ ମଧ୍ୟରେ ପୂର୍ବରୁ ତିକ୍ତ ସମ୍ପର୍କ ରହିଆସିଛି, ଯେତେବେଳେ ତାଇୱାନରେ ଚାଇନା ଅଦୃଶ୍ୟ ସାମରିକ ଅଭ୍ୟାସ କରିଥିଲା ସେତେବେଳେ ଏହି ତିକ୍ତତା ଆହୁରି ବୃଦ୍ଧି ପାଇଛି। ଏହି ଅଭ୍ୟାସ ଅଧୀନରେ ଚାଇନା ଏକ ରେକର୍ଡ ପରିମାଣର ୧୨୫…
ବାବା ସିଦ୍ଧକିଙ୍କ ପରେ ଏବେ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ମୁନାଓ୍ବର ଫାରୁକି
ବମ୍ବେ: ପୁଣି ଚର୍ଚ୍ଚାରେ ରିଆଲିଟି ଶୋ’ ବିଗ୍ ବସ୍ ୧୭ ବିଜେତା ମୁନାଓ୍ବର ଫାରୁକି। ଏଥର କିନ୍ତୁ ବିଷୟ ବ୍ୟକ୍ତିଗତ କିମ୍ବା କର୍ମ ଜୀବନକୁ ନେଇ ନୁହେଁ ବରଂ ଗାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କୁ ନେଇ। ବାବା ସିଦ୍ଧକିଙ୍କ ପରେ ମୁନାଓ୍ବର ବିଶ୍ନୋଇ…
ଧରାପଡ଼ିଲା ମହମ୍ମଦ ଶାମିଙ୍କ ମିଛ: ପୋଲ୍ ଖୋଲିଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୧୫।୧୦:ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସାମି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଟିମ ଇଣ୍ଡିଆର ଅଧିନାୟକ ଶାମିଙ୍କୁ କଥାକୁ ଭୁଲ ସାବ୍ୟସ୍ତ କରିଛନ୍ତି। ରୋହିତ ଶର୍ମା ଏକ…
ନିର୍ବାଚନ ପୂର୍ବରୁ କାହିଁକି ଏମିତି ଘୋଷଣା କଲେ ଶରଦ ପାଓ୍ବାର?
ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ମଙ୍ଗଳବାର ନିର୍ବାଚନ ବିଗୁଲ ବାଜିବାକୁ ଯାଉଛି। ନିର୍ବାଚନ ଆୟୋଗ ମଙ୍ଗଳବାର ଏଥିପାଇଁ ତାରିଖ (ମହାରାଷ୍ଟ୍ର ନିର୍ବାଚନ ତାରିଖ) ଘୋଷଣା କରିବେ। ଏହା ପୂର୍ବରୁ ସେପଟେ ଏନସିପି (ଶରଦ ଦଳ) ନେତା ଶରଦ ପାୱାର ଏକ ବଡ…
‘ଘୋଷଣା ପୂର୍ବରୁ ଭାଜପା ନେତାଙ୍କ ପାଖରେ ଖବର,EC ଏବେ କାଠକଣ୍ଡେଇ’
ରାଞ୍ଚି,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ କମିଶନ ମଙ୍ଗଳବାର କାର୍ଯ୍ୟକ୍ରମର ଘୋଷଣା କରିବେ। ଏନେଇ କମିଶନଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇ ସୂଚନା ଦିଆଯାଇଛି। ଏସବୁ ମଧ୍ୟରେ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଝାଡ଼ଖଣ୍ଡ…
Archives


