Home

ଗୋବର ଘଷିରେ ଶବଦାହ ବନାମ ଜୈବ ଚାଷ

ସ୍ବର୍ଗଦ୍ବାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ଶବଦାହ ହେବ ବୋଲି ନିକଟରେ ସରକାର ସୂଚନା ଦେଇଛନ୍ତି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବଦାହରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଅବଶ୍ୟ ଆମର ଏତେ ଅଧ୍ୟୟନ ନାହଁ ଯେ ଶାସ୍ତ୍ରରେ ଏଭଳି…

ଟ୍ରମ୍ପ୍‌ଙ୍କୁ ହତ୍ୟା ପାଇଁ ଇରାନ୍‌ର ଯୋଜନାକୁ ପଣ୍ଡ କଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୦ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତୃତୀୟ ଥର ପାଇଁ ହତ୍ୟା ଉଦ୍ୟମ ହୋଇଥିଲା। ଇରାନ ପକ୍ଷରୁ କରାଯାଇଥିବା ଏହି ଯୋଜନାକୁ ସଂଘୀୟ ତଦନ୍ତ ବ୍ୟୁରୋ (ଏଫ୍‌ବିଆଇ) ପଣ୍ଡ କରିଦେଇଛି। ଏହି ମାମଲାରେ ଇରାନର ଜଣେ ନାଗରିକଙ୍କ ନାଁରେ ମାମଲା…

ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ସ୍ଥାୟୀ ସରକାରୀ କର୍ମଚାରୀ ଭଳି ସୁବିଧା କର

ଅହମଦାବାଦ,୧୦ା୧୧: ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ସ୍ଥାୟୀ ସିଭିଲ୍‌ କର୍ମଚାରୀଙ୍କ ଭଳି ସୁବିଧା କରିବା ନିମନ୍ତେ ଗୁଜରାଟ ହାଇକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଶର ଅନେକ ଲକ୍ଷ ଅଙ୍ଗନଓ୍ବାଡି କର୍ମୀ…

ବାଇକରୁ ଖସି ପଡ଼ି ମହିଳାଙ୍କ ମୃତ୍ୟୁ

ଜୁନାଗଡ଼,୧୦।୧୧(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ନିକଟରେ ବାଇକରୁ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଅଦିତି ପଣ୍ଡା (୫୩)। ତାଙ୍କ ଘର ପିଲିକିଆ ଗ୍ରାମରେ ବୋଲି ଜଣାପଡିଛି। ଶନିବାର ପୂର୍ବାହ୍ନରେ ସ୍ବାମୀ…

ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୯।୧୧: ଶନିବାର ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲାର ସୋପୋର ସହରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଅଧିକାରୀ କହିଛନ୍ତି ଯେ ଅନ୍ୟ ଦୁଇ-ତିନି ଆତଙ୍କବାଦୀ ସେଠାରେ ଲୁଚି ରହିଛନ୍ତି। ଅଧିକାରୀ କହିଛନ୍ତି…

୧୬ ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୯ା୧୧(ଅନୁରାଧା ମହାରଣା)- ଆସନ୍ତା ୫ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୬ ତାରିଖ ଯାଏ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପଟେ ରାଜ୍ୟର…

ପୋତିଦେଲେ ଅନନ୍ତ ବାସୁଦେବଙ୍କ ଐତିହ୍ୟ କୂଅ

ପୁରୁଣା ଭୁବନେଶ୍ବର,୯ା୧୧(ସୁବାସ ଚନ୍ଦ୍ର ପ୍ରଧାନ): ଏକାମ୍ର କ୍ଷେତ୍ରର ଅନ୍ୟତମ ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଥିବା ପୁରାତନ କୂଅକୁ ପୋତିଦିଆଯାଇଛି। ଏଥିସହ କୁଅ ନିକଟରେ ଥିବା ଅନେକ ପୁରାତନ ଚୁଲାକୁ ମଧ୍ୟ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଛି। ଏନେଇ ସାଧାରଣରେ…

NEET ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଙ୍କୁ ୭ ମାସ ଧରି ବଳାତ୍କାର, ପୀଡ଼ିତା କହିଲେ ନିଜ ମାମଲା ନିଜେ ଲଢିବି

କାନପୁର,୯।୧୧: ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୭ ବର୍ଷର ନାବାଳିକାକୁ ସହରର ଏକ ପ୍ରସିଦ୍ଧ କୋଚିଂ ସେଣ୍ଟରର ଦୁଇଜଣ ଶିକ୍ଷକ ବ୍ଲାକମେଲ କରି ୭ ମାସ ଧରି ବଳାତ୍କାର କରିଥିଲେ। ଗତ ବର୍ଷ…

୧୪ କୋଟି କୋଭିଡ ଘୋଟାଲା ମାମଲାକୁ ନେଇ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା

ବେଙ୍ଗାଲୁରୁ,୯।୧୧: କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଶନିବାର କହିଛନ୍ତି ଯେ ଜଷ୍ଟିସ ମାଇକେଲ ଡି କୁହ୍ନା ଯାଞ୍ଚ ଆୟୋଗ ତତ୍କାଳୀନ ରାଜ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଏବଂ ପୂର୍ବତନ ମନ୍ତ୍ରୀ ବି ଶ୍ରୀରାମୁଲୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପରାମର୍ଶ ଦିଆଯାଇଛି।…

ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ…

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ ଅଧିନାୟକ ରୋହିତ ଶର୍ମା ଖେଳିବେ କି…

ଦେଶରେ ଆଗକୁ ବଢିବ ମୁସଲମାନ ଜନସଂଖ୍ୟା, ହିନ୍ଦୁଙ୍କୁ ନେଇ କରାଯାଉଛି ଏମିତି ଦାବି!

ନୂଆଦିଲ୍ଲୀ,୯।୧୧: ଜନସଂଖ୍ୟା ଉପରେ ଅନୁସନ୍ଧାନ କରୁଥିବା ଏକ ସଂସ୍ଥା ପ୍ୟୁ ରିସର୍ଚ୍ଚର ଏକ ଅପଡେଟ ିପୋର୍ଟ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ଅଟେ। ପ୍ୟୁ ରିସର୍ଚ୍ଚ ସେଣ୍ଟର ବିଶ୍ୱ ଜନସଂଖ୍ୟା ଏବଂ ବିଭିନ୍ନ ଧର୍ମ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ଉପରେ ଏକ…

ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୯।୧୧: ଜାତୀୟ ଦଳ ପରେ ରଣଜୀ ଟ୍ରଫିରେ ଖରାପ ପ୍ରଦର୍ଶନକୁ ନେଇ ଡ୍ରପ୍‌ ହୋଇ ଚର୍ଚ୍ଚାକୁ ଆସିଥିଲେ କ୍ରିକେଟର ପୃଥ୍ବୀ ଶ’। ହେଲେ ଏବେ ତାଙ୍କ ଭାଗ୍ୟ ଫିଟିଛି। ଆଗାମୀ ଟୁର୍ନାମେଣ୍ଟ ଲାଗି ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହାର ସମ୍ଭାବ୍ୟ ଖେଳାଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri