Home

୨୪ଘଣ୍ଟାରେ ଅବପାତ, ୪ଉପକୂଳ ଜିଲାରେ ପ୍ରବଳ ଛେଚିବ, ଆଜି ରାତିରେ…

ଭୁବନେଶ୍ୱର,୨୮।୫: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ। ଲଘୁଚାପ ଘନୀଭୂତ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୂପ ନେବ। ଏବଂ ଉତ୍ତର ଦିଗକୁ ଗତି କରି ଅବପାତର ରୂପ ନେବ ବୋଲି ପାଣିପାଗ…

୭ ଫୁଟର କନ୍ୟାଙ୍କୁ ୫ ଫୁଟର ବର, ଏବେ ହେବାକୁ ଯାଉଛନ୍ତି ମାତାପିତା, ପରିବାରର ବାଧା ପରେ ବି….

ବେଜିଂ,୨୮।୫: ପିଲାଦିନରୁ ଆମେ ଶୁଣି ଆସିଛୁ ଯେ ଭଗବାନ ଯୋଡି ତିଆରି କରନ୍ତି, କିନ୍ତୁ ଏହାକୁ ବଜାୟ ରଖିବା ମଣିଷର କାମ। ବର୍ତ୍ତମାନ ଚାଇନାର ଏକ ଦମ୍ପତି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଲୋକମାନେ ଏହି ଦମ୍ପତିଙ୍କ ଫଟୋକୁ ବହୁ…

ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ଟଙ୍କା ଆଦାୟକୁ ନେଇ ଜନ ଅସନ୍ତୋଷ, ସରକାରଙ୍କ ପ୍ରତିଶ୍ରୁତି କାମରେ ଲାଗୁନି

ଧର୍ମଶାଳା,୨୮ା୫(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀମାନଙ୍କ ପାଇଁ ଇ-କେ ଓ୍ବା ଇସି ସହ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ…

ଖୁସି ଖବର: କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର, ଖରିଫ ଫସଲର ବଢିଲା MSP

ନୂଆଦିଲ୍ଲୀ,୨୮।୫: ବୁଧବାର (୨୮ ମେ’ ୨୦୨୫) କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା…

ମରଣଯନ୍ତା ପାଲଟିଛି ହୁମ୍ମା ଗଳାଶଙ୍ଖ ରାସ୍ତା

ଗଞ୍ଜାମ,୨୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତର ପୁରୁଷୋତ୍ତମପୁର ଯିବା ଗଳାଶଙ୍ଖ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଜଣାପଡ଼ିଛି। ସେଠାରେ ଛୋଟ ବଡ଼ ଗର୍ତ୍ତ ଥିବାରୁ ପ୍ରାୟ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଉକ୍ତ ଗଳାଶଙ୍ଖ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବା…

ପୁଣି ପାକ୍‌ ସୀମାରେ ବଡ଼ ହଲଚଲ! କାଲିଠୁ ମକ ଡ୍ରିଲ୍‌

ନୂଆଦିଲ୍ଲୀ,୨୮।୫: ଦେଶରେ ପୁଣି ଥରେ ମକ ଡ୍ରିଲ ପାଇଁ ପ୍ରସ୍ତୁତି ଚାଲିଛି। ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ପାକିସ୍ତାନ ସୀମାବର୍ତ୍ତୀ ଜମ୍ମୁ କଶ୍ମୀରରେ ମକ ଡ୍ରିଲ କରାଯିବ। ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଥର…

ଅନାସ୍ଥା ଭୋଟ୍‌ରେ ହାରିଗଲେ ମହାକାଳପଡ଼ା ବ୍ଲକ୍‌ ଅଧ୍ୟକ୍ଷା, ୬୨ ସମର୍ଥନରୁ ମିଳିଲା…

ମହାକାଳପଡ଼ା,୨୮ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟ୍‌ରେ ହାରିଯାଇଛନ୍ତି। ବୁଧବାର ଆୟୋଜିତ ବୈଠକରେ ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ। ଅପରପକ୍ଷରେ ବ୍ଲକରେ ୩୧ ପଞ୍ଚାୟତର ମୋଟ ୬୨…

ମୋଦିଙ୍କୁ ଖୋଲା ଚିଠି ଲେଖିଲେ ବାଲୋଚିସ୍ତାନ ନେତା: ପାକିସ୍ତାନକୁ ନେଇ କହିଦେଲେ ଚାଞ୍ଚଲ୍ୟକର କଥା…

ଇସଲାମାବାଦ୍‌,୨୮।୫: ବାଲୋଚିସ୍ତାନର ମାନବାଧିକାର କର୍ମୀ ଏବଂ ସାମ୍ବାଦିକ ମୀର ୟାର ବାଲୁଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଚିଠିରେ ସେ ପାକିସ୍ତାନକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ଚିଠିରେ ସେ ୧୯୯୮ ମସିହାରେ ପାକିସ୍ତାନ ଦ୍ୱାରା ବାଲୋଚିସ୍ତାନରେ…

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ ବଡ଼ ଓଲଟପାଲଟ: ଦେଖନ୍ତୁ କିଏ ଏହି ଦୌଡ଼ରେ ଅଛନ୍ତି

ନୂଆଦିଲ୍ଲୀ,୨୮।୫: IPL 2025ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ RCB ଲକ୍ଷ୍ନୌକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ମ୍ୟାଚରେ ବିରାଟ କୋହଲି ଏବଂ RCB ଅନେକ ରେକର୍ଡ କରିଥିଲେ। ବେଙ୍ଗାଲୁରୁ ଲିଗ…

ଦାରିଙ୍ଗବାଡ଼ିରେ ଭାଇଚାରା ଶାନ୍ତି ସଦ୍‌ଭାବନାର ଆଉ ଗୋଟିଏ ପ୍ରୟାସ, ଦୀର୍ଘଦିନ ପରେ ଏକାଠି ହେଲେ…

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): ଦୁଇ ଦଶନ୍ଧି ପରେ ନିଜ ଗାଁ ତଥା ନିଜ ବ୍ଲକ ମାଟିରେ ବସିକି ଅଞ୍ଚଳବାସୀ ଦେଖିବେ ଅପେରା। ଯେଉଁଠି ସାମାଜିକ ନାଟକ ତଥା ଘର ଘରର କାହାଣୀର ଦୃଶ୍ୟ ଏବଂ ସାମାଜିକ ଚଳଣି ସମ୍ପର୍କିତ ଦୃଶ୍ୟକୁ ଦେଖିବାକୁ ମିଳିବ।…

କୋଣାର୍କ ମନ୍ଦିର ପରିସରରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ପର୍ଯ୍ୟଟକ ହନ୍ତସନ୍ତ

କୋଣାର୍କ,୨୮ା୫: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ସ୍ଥିତି ବେହାଲ ହୋଇଥିବା ବେଳେ ବୁଧବାର ସକାଳୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ମନ୍ଦିର ବେଶ ପ୍ରଭାବିତ ହୋଇଛି।…

ବଡ଼ ଅପରାଧ କରିଦେଲେ ରିଷଭ ପନ୍ତ: ୩୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ଚଳିତ ସିଜିନର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ରିଷଭ ପନ୍ତ ଆରସିବି ବିପକ୍ଷରେ ୧୧୮ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ‘ଫ୍ଲିପ’ କରି ତାଙ୍କର ଶତକ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?