Home

ମୋଦି ପ୍ରଥମେ ନିଜ ସ୍ତ୍ରୀଙ୍କୁ ସିନ୍ଦୂର ଦିଅନ୍ତୁ: କାହିଁକି ଏମିତି କହିଲେ ମମତା

କୋଲକାତା,୩୦।୫: ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଆସନ୍ତାକାଲି ନିର୍ବାଚନ ହେଲେ ମଧ୍ୟ ଲଢିବାକୁ…

ଶିକାରୀ ଗୁଳିରେ ଚାଲିଗଲା ଆଦିବାସୀ ଯୁବକଙ୍କ ଜୀବନ

ନୟାଗଡ଼,୩୦।୫(ଲୋକନାଥ ମିଶ୍ର):ନୟାଗଡ଼ ବନଖଣ୍ଡ ପଂଚରିଡା ରେଞ୍ଜ ଗୋଛା ସରନଖିତ ଜଙ୍ଗଲରେ ଶିକାରୀ ଗୁଳିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ସୂର୍ଯ୍ୟମଣି ପ୍ରଧାନ (୪୨)। ଘର ଶରଣକୁଳ ଥାନାର ଗୋଛା ଗାଁରେ। ସୂର୍ଯ୍ୟମଣି ଗୁରୁବାର ବିଳମ୍ବିତ ରାତିରେ ଗୋଛା…

ହାଇକୋର୍ଟ ଯିବେ ପୁଞ୍ଜିଲାଲ: ପୁଅ ସହ କଲେ ଆଲୋଚନା

ବଲାଙ୍ଗୀର,୩୦ା୫(ବୀରେନ୍ଦ୍ର କୁମାର ଝାଙ୍କର):ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲ ମେହେର ହାଇକୋର୍ଟ ଯିବାକୁ ମନସ୍ଥ କରିଥିବା ଜଣାପଡିଛି। ବୁଧବାର ପାଟଣାଗଡ ଏଡିଜେ ଏହି ଚର୍ଚ୍ଚିତ ମାମଲାରେ ତାଙ୍କୁ…

ହୋଟେଲ ମାଲିକଙ୍କ ଘରୁ ୧୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପୋଛିନେଲେ ଚୋର: ଧରିପାରୁନି ପୋଲିସ

ରାୟଗଡ଼ା,୩୦।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରର ନିୟୁ କଲୋନୀରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣରେ ଚୋରି ହୋଇଛି। ସେ ତାଙ୍କ ମା’ ନିଶାମଣିଙ୍କ ସହ ଆଗ ଘରେ ରହୁଥିବାବେଳେ…

ଭାଙ୍ଗି ପଡ଼ିଲେ ପଞ୍ଜାବ ମାଲିକାଣୀ: ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୩୦।୫: IPL କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା। ଏହାଦେଖି ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର…

ଏହି ଟିମ୍‌ ହେବ ଆଇପିଏଲ୍‌ ଚାମ୍ପିୟନ: ବଡ଼ ଭବିଷ୍ୟବାଣୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୫: IPL 2025ର ପ୍ଲେଅଫରେ ପହଞ୍ଚିଥିବା ୪ଟି ଦଳ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗସ, ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏମାନଙ୍କ ମଧ୍ୟରୁ ବେଙ୍ଗାଲୁର ଏବଂ ପଞ୍ଜାବ କେବେ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତି ନାହାଁନ୍ତି।…

ଦାରିଙ୍ଗବାଡିକୁ ଏନଏସି ଘୋଷଣା ପାଇଁ ଦାବି: ଅଣ୍ଟାଭିଡ଼ିଲେ ଭାଜପା ଯୁବନେତା

ଦାରିଙ୍ଗବାଡି, ୩୦।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଜ୍ୟର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ପାଇଁ ଜଣାଶୁଣା। ଏଠାକାର ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ତେଣୁ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ସମେତ ଜିଲାର ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ସହ ଦାରିଙ୍ଗବାଡିକୁ ଏନଏସି ଘୋଷଣା କରାଯିବା ପାଇଁ ଦାରିଙ୍ଗବାଡିର…

ବିଧାୟିକାଙ୍କ ଉଦ୍‌ଘାଟନକୁ ଭାଜପା କାଉନ୍‌ସିଲରଙ୍କ ବିରୋଧ

ପଦ୍ମପୁର,୩୦।୫(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ବିଜ୍ଞାପିତ ପରିଷଦ ଦ୍ୱାରା ନିର୍ମିତ ପଦ୍ମପୁରର ଆଧୁନିକ ଶ୍ମଶାନଘାଟ ଓ ଆମ୍ବେଦକର ଛକର ସୌନ୍ଦର୍ଯ୍ୟକରଣକୁ କେତେକ ଦଳୀୟ କର୍ମୀଙ୍କୁ ନେଇ ଉଦ୍‌ଘାଟନ କରିଥିଲେ। ଏନଏସି ନିର୍ବାହୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଏହି…

ମଣ୍ଡିରେ ଜୋର୍‌ ଧରିଲା କଟନୀଛଟନୀ: ଧାନକେଣ୍ଡା ଧରି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ ଚାଷୀ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଛି। ଅନ୍ୟପଟେ ଚଳିତ ସପ୍ତାହରେ ତୁହାକୁ ତୁହା ବର୍ଷା ହେଉଛି। କ୍ଷେତ, ଖଳାଠାରୁ ଆରମ୍ଭ କରି ବିଭିନ୍ନ ଖୋଲାମଣ୍ଡିରେ ରହିଥିବା ଧାନ ଏଥିରେ ପ୍ରଭାବିତ ହେଉଛି। କ୍ଷେତରେ ଧାନପେଟା…

ଚାଇନାର ବଡ଼ ଷଡଯନ୍ତ୍ର: ପାକିସ୍ତାନ ସହ ମିଶି ଭାରତରେ ବିସ୍ତାର କରୁଛି RedNote, ଜାଣନ୍ତୁ ଏହା କ’ଣ

ବେଜିଂ,୩୦।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଚାଇନା ଭାରତରେ RedNote ବିସ୍ତାର କରୁଛି। ‘ଡ୍ରାଗନ’ ଏକ ଗୁପ୍ତ ଅସ୍ତ୍ର ସହିତ ଏହି କାର୍ଯ୍ୟ କରୁଛି। RedNote ହେଉଛି ଏକ ଚାଇନା ସୋସିଆଲ ମିଡିଆ ପ୍ଲାଟଫର୍ମ। ଏହି ଆପ ଉତ୍ତର-ପୂର୍ବ ଭାରତରେ, ବିଶେଷକରି…

କୁମ୍ଭାରୀଗାଁ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ପାଣି କାଦୁଅ ଭର୍ତ୍ତି: ଲୋକେ ହନ୍ତସନ୍ତ

ବ୍ରାହ୍ମଣୀଗାଁ,୩୦ା୫ (ମନୋରଞ୍ଜନ ରଣା):ଦାରିଙ୍ଗବାଡି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ଜଣାଶୁଣା କୁମ୍ଭାରୀଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ। ୧୧ଟି ୱାର୍ଡ଼କୁ ନେଇ ଏହି ପଞ୍ଚାୟତ ଗଠିତ ଥିବା ବେଳେ ଏହାର ଜନ ସଂଖ୍ୟା ପ୍ରାୟ ୫ ହଜାରରୁ ଅଧିକ ରହିଥିବା ଜଣାପଡ଼ିଛି।…

୨ ଦିନ ହେବ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ, ବଢୁଛି ସନ୍ଦେହ

ଥୁଆମୂଳ ରାମପୁର,୩୦ା୫ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କାଶୀପୁର ଥାନା ଅଡାଜୋର ପଞ୍ଚାୟତ ଅଧୀନ ଜୋଡ଼ାଆମ୍ବ ଗ୍ରାମର କାଳିଦାସ ନାଏକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?