ମୁଁ ଜଣେ ଫେମିନିଷ୍ଟ
ଜଣେ ମଣିଷ ଓ ନାରୀ ଭାବେ ନିଜକୁ ଫେମିନିଷ୍ଟ ଏଇଥିପାଇଁ କହିବି ଯେ, ମୋତେ ମିଶେଇ ଅନ୍ୟ ଯେ କୌଣସି ନାରୀ, ସାଧାରଣ ଓ ଖୁସିର ଜୀବନଟିଏ ବଞ୍ଚିବାକୁ ହେଲେ ପୁରୁଷ ପରି ସମାନ ଅଧିକାର ଆବଶ୍ୟକ କରନ୍ତି। ପରିବାର ଓ…
ସ୍ବର ବଦଳୁଛି
ପହଲଗାମ୍ ଆକ୍ରମଣକୁ ନେଇ ପାକିସ୍ତାନ ଉପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଭାରତର ବୈଦେଶିକ ନୀତିର ବାର୍ତ୍ତା ସ୍ପଷ୍ଟ ଓ ପ୍ରଭାବଶାଳୀ ହୋଇନାହିଁ। ବିଶେଷକରି ଭାରତ ବିରୋଧରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସମ୍ପର୍କରେ ବିଶ୍ୱକୁ ଅବଗତ କରିବାରେ ବୈଦେଶିକ…
ରାଣୀ ଅହଲ୍ୟାବାଈ ହୋଲ୍କର: ମହିଳା ସଶକ୍ତୀକରଣ ଓ ଦୃଢ଼ ନେତୃତ୍ୱର ଏକ ପ୍ରତୀକ
ପୁରୁଷପ୍ରାଧାନ୍ୟ ସମାଜରେ ଯେଉଁ କେତେଜଣ ବୀରାଙ୍ଗନା ସାମାଜିକ ଶୃଙ୍ଖଳକୁ ଛିନ୍ନ କରି ନିଜର ଧୀଶକ୍ତି ଓ ସାମର୍ଥ୍ୟ ବଳରେ ଭାରତର ରାଜନୈତିକ ଇତିହାସରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିିଛନ୍ତି ସେମାନଙ୍କ ମଧ୍ୟରୁ ଅହଲ୍ୟାବାଈ ହୋଲ୍କର ଅନ୍ୟତମ। ଘଟଣାବହୁଳ ଅଷ୍ଟାଦଶ ଶତାବ୍ଦୀରେ ଇନ୍ଦୋରର…
ଲଘୁଚାପ ଦୁର୍ବଳ: ଏହି ଦିନ ଯାଏ ରହିବ ଶୁଖିଲା ପାଗ
ଭୁବନେଶ୍ୱର,୩୧ା୫(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମେ ଦୁର୍ବଳ ହୋଇ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଉତ୍ତରପୂର୍ବ ରାଜ୍ୟଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ଓଡ଼ିଶାର କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ…
ଖାଦ୍ୟ ପ୍ୟାକେଟରେ ‘୧୦୦%’ ଲେବଲ ମନା
ନୂଆଦିଲ୍ଲୀ,୩୧ା୫: ଭାରତର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଫୁଡ୍ ବିଜ୍ନେସ୍ ହାଉସ୍ଗୁଡ଼ିକ ଉପରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି। କମ୍ପାନୀଗୁଡ଼ିକ କୌଣସି ଖାଦ୍ୟ ପ୍ୟାକେଟ, ଲେବଲ୍ ଓ ବିଜ୍ଞାପନରେ ‘୧୦୦% ବିଶୁଦ୍ଧ’ ଦାବି କରିପାରିବେ ନାହିଁ ବୋଲି ଫୁଡ୍ ସିକ୍ୟୁରିଟି ଆଣ୍ଡ୍ ଷ୍ଟାଣ୍ଡାଡର୍ସ…
ଘର ବାରିପଟେ ଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ୭ ବର୍ଷର ଅମିତଙ୍କ ଜୀବନ
ପାରଳାଖେମୁଣ୍ଡି,୩୦।୫(ଗିରିଧାରୀ ପରିଚ୍ଛା): ବଜ୍ରପାତରେ ଚାଲିଗଲା ୭ବର୍ଷର ଶିଶୁର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଗୁମ୍ମା ବ୍ଲକର ସେରଙ୍ଗ ପଞ୍ଚାୟତର କୁମୁଡିଆ ଗ୍ରାମରେ। ମୃତ ଶିଶୁ ଜଣଙ୍କ ହେଲେ ବଙ୍ଗୁରୁ ଗମାଙ୍ଗଙ୍କ ପୁଅ ଅମିତ ଗମାଙ୍ଗ(୭)। ସୂଚନା…
‘ସାକ୍ଷୀ ଦେଲେ ବାପାଙ୍କୁ ଜୀବନରୁ ମାରିଦେବୁ’; ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ପରିବାରର ଧମକ ପରେ…
ଦିଗପହଣ୍ଡି,୩୦ା୫(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ଗତ ପ୍ରାୟ ୮ ମାସ ତଳେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ହୋଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ବୁଲୁ…
ଗଞ୍ଜାମ ଏନ୍ଏସିରୁ ମୂଳପୋଛ ହୋଇଯିବ ବିଜେଡି! ପଦ୍ମ ଆଡେ ଢଳୁଛନ୍ତି ଆଗଧାଡ଼ି ନେତା…
ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ): ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ତଥା ଭାଜପା ସରକାରକୁ ଆସିବା ପରେ ଏନ୍ଏସି ବିଜେଡିରେ ରାଜନୈତିକ ସଙ୍କଟ ଦେଖା ଦେଇଛି l ଏହି ପରିପ୍ରେକ୍ଷୀରେ ବିଜେଡିର ଆଗଧାଡିର ନେତା ପଦ୍ମ ଆଡେ ଢଳୁଥିବା ଆଲୋଚନା ହେଉଛି। କିଛି…
କେବଳ ଭାରତ ବିରୋଧରେ ନୁହେଁ, ଏହି କାମ ପାଇଁ ପାକିସ୍ତାନକୁ ହାତରେ ରଖିଛି ଚାଇନା!
ନୂଆଦିଲ୍ଲୀ, ୩୦।୫: ପୂର୍ବତନ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ଚାଇନାର ପାକିସ୍ତାନ ସହ ଦୀର୍ଘକାଳୀନ ରଣନୀତି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଚୀନର ଏହି ସଂପର୍କ କେବଳ ଭାରତକୁ ମୁକାବିଲା କରିବା ପାଇଁ ନୁହେଁ, ବରଂ ଏହା…
ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ
ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ…
ସ୍ତ୍ରୀଙ୍କ ସହ ଝଗଡ଼ା ହେଲା ବୋଲି…ବିଷ ପିଇ ଆତ୍ମହତ୍ୟା କରିଦେଲେ ମୃତ୍ୟୁଞ୍ଜୟ
ଖଜୁରୀପଡ଼ା,୩୦।୫( ବିଦୁର ବେହେରା): ପାରିବାରିକ କଳହର କୂପରିଣତି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଦେଲେ ସ୍ବାମୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ଲମ୍ବାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି।…
ନିଜ ଜନ୍ମକଲା ଝିଅଙ୍କୁ ଡରାଇ, ଧମକାଇ ଘରେ କରିଥିଲେ ବଳାତ୍କାର; ସଇତାନ ବାପାଙ୍କୁ ଏଭଳି ଦଣ୍ଡ ଦେଲେ…
ବ୍ରହ୍ମପୁର, ୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସ ବିଚାରପତି ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ତଥା ପିଡ଼ିତାଙ୍କ ବାପାକୁ ଉପଯୁକ୍ତ ପ୍ରମାଣ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧୦ ହଜାର…

