Home

ବ୍ରାଜିଲରେ ପାକିସ୍ତାନର କଥା ଉଠାଇ କାହିଁକି ‘ଆଇ ଆମ ସରି’ ବୋଲି କହିଲେ ଶଶି ଥରୁର, ଜାଣନ୍ତୁ…

ବ୍ରାସିଲିଆ/ନୂଆଦିଲ୍ଲୀ,୩।୬: ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଆତଙ୍କବାଦୀ ସଂଗଠନର ଉଲ୍ଲେଖ ରୋକିବାରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ କଂଗ୍ରେସ ଏମପି ଶଶି ଥରୁର ଚାଇନାକୁ କଡ଼ା ସମାଲୋଚନା କରିଛନ୍ତି। ଥରୁର ବର୍ତ୍ତମାନ ଏକ ସର୍ବଦଳୀୟ କୂଟନୈତିକ ପ୍ରତିନିଧି ଦଳ ସହିତ ବ୍ରାଜିଲ…

ମଧୁରଜଳ ପାଇଁ ଚାହିଁଛନ୍ତି ୬ ପଞ୍ଚାୟତ ଚାଷୀ

ମହାକାଳପଡ଼ା,୩/୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ଚାଷୀ ଓ ଚାଷର ବିକାଶ ପାଇଁ କେନ୍ଦ୍ର, ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଚାଷଜମିରେ ଜଳସେଚନର ପ୍ରମୁଖ ଭୂମିକା ରହିଛି। ହେଲେ ଜଳସେଚନ ପରି ମୌଳିକ ସୁବିଧା ସୁଯୋଗ ନ ଥିବାରୁ ଚାଷ କାମ ଆଗେଇ ପାରୁନାହିଁ ବୋଲି…

ଗଜାଧାନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲେ ଚାଷୀ: କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ ଚେତାବନୀ

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ରେକର୍ଡ ପରିମାଣରେ ବର୍ଷା ହୋଇଥିଲା। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଏଭଳି ବର୍ଷା ହେବା ଯୋଗୁ କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ସବୁଠି…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ ୨ ଗୁରୁତର

ଥୁଆମୂଳ ରାମପୁର,୩ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ କର୍ଲାପାଟ ଥାନା ଅଞ୍ଚଳରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ପୂର୍ବାହ୍ନରେ ବାଲିସରା…

ଫେରିଲେ ନିଖୋଜ ସ୍ବାମୀ, ସାବିତ୍ରୀ ବ୍ରତରେ ହୋଇଥିଲେ ନିଖୋଜ

ଧର୍ମଶାଳା,୩।୬(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ପଂଚାୟତ ର ବାର୍ଡାଙ୍ଗି ଗ୍ରାମର ପାପୁନ ସାମଲ ସାବିତ୍ରୀ ବ୍ରତରେ ନିଖୋଜ ହୋଇଥିଲେ। ଯାହାକୁ ନେଇ ଶୁଭଲକ୍ଷ୍ମୀଙ୍କ ପରିବାର କୁଆଖିଆ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ…

IPL 2025 Final RCB vs PBKS: ଅଜବ ସଂଯୋଗ…, ୩ ଜୁନ ସହ ବିରାଟ କନେକ୍ସନ, RCB ଚାମ୍ପିୟନ ହେବା ଥୟ!

ନୂଆଦିଲ୍ଲୀ,୩।୬: ଆଜି ଅର୍ଥାତ ଜୁନ ୩ ତାରିଖରେ ଅହମ୍ମଦାବାଦରେ ଆରସିବି ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ସିଜିନରେ ଆଇପିଏଲ ନିଶ୍ଚିତ ଭାବରେ ଏକ ନୂତନ ଚାମ୍ପିୟନ ପାଇବ। ୨୦୦୮ରେ ଆରମ୍ଭ ହୋଇଥିବା ଏହି…

IPL 2025 Final: କିଏ ହେବ ଚାମ୍ପିୟନ, AI କହିଲା…, ପ୍ରଶଂସକ କଲେଣି ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୩।୬: ଆଜି ଅର୍ଥାf ଜୁନ ୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ IPL 2025ର ଫାଇନାଲ ମ୍ୟାଚ ଖେଳାଯିବ। ଉଭୟ ଦଳ ସେମାନଙ୍କର ପ୍ରଥମ ଟାଇଟଲ ପାଇଁ ବ୍ୟାକୁଳ। ଏହି ଟାଇଟଲ ମୁକାବିଲା ପୂର୍ବରୁ,…

ଗୃହଶତ୍ରୁ

ଇରାନର ଦକ୍ଷିଣ ପାଶର୍‌ବ ଏବଂ ଆଫଗାନିସ୍ତାନର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ପାକିସ୍ତାନର ସବୁଠୁ ବଡ଼ ପ୍ରଦେଶ ହେଉଛି ବେଲୁଚିସ୍ତାନ। ପାକିସ୍ତାନର ୪୪ ପ୍ରତିଶତ ଅଞ୍ଚଳ ପରିମିତ ବେଲୁଚିସ୍ତାନ ସୁନ୍ନି ମୁସଲମାନ ଓ ଆଦିବାସୀବହୁଳ। ବେଲୁଚିସ୍ତାନକୁ ଏକ ସ୍ବତନ୍ତ୍ର ଦେଶ କରିବାକୁ…

ସ୍ବହସ୍ତେ ଜିହ୍ବା ଛେଦନ

ଇତ୍ୟବସରରେ ବହୁ ବର୍ଷ ବିତିଗଲାଣି। ଆମେ ପାର୍ବତୀ ବିଷୟରେ ଜାଣି ନାହୁଁ। ସେ କେଉଁ ଅବସ୍ଥାରେ ଏବେ ଅଛି, ତା’ ଜୀବନରେ ଆଉ କ’ଣ ଘଟିଛି, ତାହା ଜାଣିବା ପାଇଁ ମୁଁ ଆଗ୍ରହୀ ନୁହେଁ। କିନ୍ତୁ ଦେବଦାସ ପାଇଁ ମୋ ହୃଦୟ…

ପର ପ୍ରୀତି

ପରକୀୟା ପ୍ରୀତିଜନିତ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ି ଚାଲିବା ଦେଖିବାକୁ ମିଳୁଛି। ନିଜ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ସହ ପ୍ରେମ ସମ୍ବନ୍ଧ ନିବିଡ଼ ହେବା ବା ଶାରୀରିକ ସମ୍ପର୍କ ଗଭୀର ହେବା ପରେ ବିବାହ ବନ୍ଧନରେ ଆବଦ୍ଧ କୌଣସି…

ଟ୍ରମ୍ପଙ୍କଠାରୁ ମୁହଁ ଫେରାଇବା ପରେ ମାଷ୍ଟରଷ୍ଟ୍ରୋକ ମାରିଲେ ମସ୍କ, ଲଞ୍ଚ କଲେ…

ଓ୍ବାଶିଂଟନ,୩।୬: ଏଲୋନ ମସ୍କ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି। ଏଥର କାରଣ ହେଉଛି ତାଙ୍କର ନୂତନ ବାଜି XChat। ଆମେରିକା ରାଜନୀତିରେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ନିଜକୁ ଦୂରେଇ ରଖିବା ପରେ, ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ…

କେବେ, କେଉଁଠି, କେତେ ଭୟଙ୍କର ହେବ କରୋନା, ଆସିଲା ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ ଭାରତରେ କ’ଣ ରହିବ ସ୍ଥିତି…

ସୋଫିଆ: ଭାରତରେ ପୁଣି ଥରେ କରୋନା ବ୍ୟାପିବା ଆରମ୍ଭ କରିଛି। ଏ ସମ୍ପର୍କରେ, ସରକାର ଜନସାଧାରଣଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଏବଂ ଅନେକ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ପ୍ରଥମେ ୨୦୧୯ ଶେଷ ଏବଂ ୨୦୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?