Home

ବାପା ମୋ ଉପରେ ପ୍ରବଳ ରାଗିଛନ୍ତି…କାହିଁକି ଏମିତି କହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୬: ନିକଟରେ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ପୂର୍ବରୁ ସେ ଟି-୨୦କୁ ଅଲବିଦା କହିଥିଲେ। ଏବେ ସେ ଭାରତୀୟ ଦଳ ପାଇଁ କେବଳ ଏକଦିବସୀୟ କ୍ରିକେଟରେ ଖେଳିବା ଦେଖିବାକୁ ପାଇବେ। ଚେତେଶ୍ୱର ପୂଜାରାଙ୍କ ପତ୍ନୀ ପୂଜା ପୂଜାରାଙ୍କ…

କିଏ ଶଶି ଥରୁରଙ୍କ ପୁଅ ଇଶାନ, ଭାରତ-ପାକିସ୍ତାନକୁ ନେଇ ପଚାରିଲେ ଏମିତି ପ୍ରଶ୍ନ, କଂଗ୍ରେସ ଏମପିଙ୍କୁ କହିବାକୁ ପଡିଲା…

ନୂଆଦିଲ୍ଲୀ,୬।୬: କଂଗ୍ରେସ ଏମପି ଶଶି ଥରୁରଙ୍କ ପୁଅ ଇଶାନ ଥରୁର ହଠାତ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ପିତା ଏବଂ ବରିଷ୍ଠ ରାଜନେତା ଶଶି ଥରୁରଙ୍କୁ ପହଲଗାମ ଆକ୍ରମଣ ଏବଂ ଭାରତ-ପାକିସ୍ତାନ ସମ୍ପର୍କିତ ଏପରି ପ୍ରଶ୍ନ ପଚାରିଥିଲେ ଯାହା ସବୁଠି ଆଲୋଚନା…

ଦାମୋଦରପୁର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ

ଗଞ୍ଜାମ,୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ୧୨ ନମ୍ବର ଓ୍ବାର୍ଡର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ ଜମିରହିଥିବା ଦେଖିବାକୁ ମିଳିଛି। ଯାହା ଓ୍ବାର୍ଡବାସୀଙ୍କ ପାଇଁ ନାହିଁ ନ ଥିବା ସମସ୍ୟା ସୃଷ୍ଟି କରୁଛି। ପ୍ରତ୍ୟହ ଓ୍ବାର୍ଡର ଘରୁ ଡ୍ରେନ୍‌ରେ…

ଚେନାବ ବ୍ରିଜ୍‌ ଉପରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି: ଚାଇନା-ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

ଶ୍ରୀନଗର,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ରେଆସି ଜିଲା ଅନ୍ତର୍ଗତ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌କୁ ଉଦ୍‌ଘାଟନ କରିଛନ୍ତି। ବ୍ରିଜ୍‌ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଉଡ଼ାଉଥିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ଚେନାବ ବ୍ରିଜ୍‌ରୁ ତ୍ରିରଙ୍ଗା…

ପାଦର ଆଙ୍ଗୁଠି କାଟିଦେବାକୁ ପ୍ଲାନିଂ କରିଥିଲେ ଏହି କ୍ରିକେଟର୍‌..ଆଉ ତା’ପରେ ଘଟିଗଲା ଏମିତି କିଛି

ନୂଆଦିଲ୍ଲୀ,୬।୬: ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ କାର୍ସେ ତାଙ୍କ ଜୀବନର ଏକ ଲୋମଟାଙ୍କୁରା ଘଟଣା ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଦିନେ ଏକ ନିରନ୍ତର ଯନ୍ତ୍ରଣାଦାୟକ ସମସ୍ୟାରୁ ସୁସ୍ଥ ହେବା ପାଇଁ ତାଙ୍କ ପାଦର ଆଙ୍ଗୁଠି କାଟିବାକୁ ଚିନ୍ତା କରିଥିଲେ। କାରଣ ଏହା…

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଅନ୍ୟ ଏକ ଗାଡ଼ି

ବାରଙ୍ଗ,୬ା୬(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ବଜାର ନିକଟରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ସହିତ ଗୋଟିଏ ଟ୍ରକ୍‌ ଧକ୍କା ହୋଇଛି। ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ…

ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ବିଲାୱାଲ ଭୁଟ୍ଟୋ: ଦେଲେ ପରମାଣୁ ଆକ୍ରମଣ ଧମକ

ଇସଲାମାବାଦ୍‌,୬।୬: ପାକିସ୍ତାନ ପୁଣିଥରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛି। ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତି ଉପରେ ପରମାଣୁ ଯୁଦ୍ଧର ଧମକ…

ମଣ୍ଡିରେ ପଡ଼ିଛି ୩ ଲକ୍ଷ ପ୍ୟାକେଟ ଧାନ

ଅତାବିରା,୬।୬(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଚାଷୀ ସର୍ବାଧିକ ଧାନ ଉତ୍ପାଦନ କରିଥାନ୍ତି। ଚଳିତବର୍ଷ ଧାନ ଫସଲ ବେଶ୍‌ ଆଶାଜନକ ଭାବେ ହୋଇଥିଲା। ହେଲେ ଧାନ ଅମଳ କରି ବିକିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ଚିନ୍ତିତ ହୋଇଛନ୍ତି। ମନ୍ଥର ଗତିରେ…

RBIର ବଡ଼ ଉପହାର: ଏଣିକି ଘର-କାର ଲୋନ୍‌ ହେବ ଶସ୍ତା

ନୂଆଦିଲ୍ଲୀ,୬।୬: ଋଣ ନେଉଥିବା କିମ୍ବା ଋଣ ଉପରେ EMI ଦେଉଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ବଜାର ଆଶାଠାରୁ ଅଧିକ ରେପୋ ରେଟ୍‌ ହ୍ରାସ କରିଛି। ଜୁନ ୪ ତାରିଖରେ ଆରମ୍ଭ ହୋଇଥିବା…

ସରକାର ବଦଳିଲା, ଅଗ୍ରଗତି ହେଲାନି

ସୋନପୁର,୬।୬(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ନୂଆ ଭାଜପା ସରକାର ଆସିବା ପରେ ସୁବର୍ଣ୍ଣପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଜିଲାବାସୀ ଆଶା କରିଥିଲେ। ଏହି ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ବଡ ପ୍ରତିଷ୍ଠାନ ନାହିଁ। ତେଣୁ ରାଜ୍ୟର ସବୁ ଅଞ୍ଚଳର…

ଭାରତ ତିଆରି କଲା ସବୁଠୁ ବିପଦପୂର୍ଣ୍ଣ ମିଶାଇଲ୍‌: ଚାଇନା-ପାକିସ୍ତାନ ଥରହର

ନୂଆଦିଲ୍ଲୀ,୬।୬: ET-LDHCM DRDO ଖୁବଶୀଘ୍ର Extended Trajectory – Long Duration Hypersonic Cruise Missile (ET-LDHCM) ପରୀକ୍ଷଣ କରିବାକୁ ଯାଉଛି। ET-LDHCM ଅର୍ଥାତ୍‌ Extended Trajectory – Long Duration Hypersonic Cruise Missile ହେଉଛି ଭାରତର ଏପର୍ଯ୍ୟନ୍ତ ସବୁଠାରୁ…

ଆଇପିଏଲ୍‌ ଖେଳକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ମାଡ଼ପିଟ୍‌, ଜଣେ ମୃତ

ପଟାଙ୍ଗି,୬ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ତଳ ସାହିରେ ବସବାସ କରୁଥିବା ସ୍ବର୍ଗତଃ କମୁ ଲାଛନାଙ୍କ ପୁଅ କମୁ ଅଜିତ୍‌ ଗୁରୁତର ହୋଇ ଆନ୍ଧ୍ର ରାଜ୍ୟର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ରହିଥିଲେ। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?