Home

ନିର୍ବାଚନ ପୂର୍ବରୁ ଭାଜପାର ବଡ ଆକ୍ସନ, ବିଦ୍ରୋହୀ ନେତାଙ୍କୁ…

ଚଣ୍ଡିଗଡ଼,୩୦।୯: ହରିୟାଣାରେ ଭାଜପାର ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଦ୍ରୋହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପୂର୍ବତନ ମନ୍ତ୍ରୀ ରଣଜିତ ଚୌଟାଲାଙ୍କ ସମେତ ୮ଜଣ ବିଦ୍ରୋହୀ ନେତାଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। କଂଗ୍ରେସ ମଧ୍ୟ ୨୪…

ପ୍ରଥମେ ବିକିଲେ ଘର, ଏବେ କିଣିଲେ ବିଳାସପୂର୍ଣ୍ଣ ଗାଡ଼ି, ଦାମ ଶୁଣିଲେ

ମୁମ୍ବାଇ: ହିମାଚଳ ପ୍ରଦେଶ ମଣ୍ଡି ଆସନର ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। କଙ୍ଗନା ଲ୍ୟାଣ୍ଡ ରୋଭରର ରେଞ୍ଜ ରୋଭର ଅଟୋବାୟୋଗ୍ରାଫି LWB ମଡେଲକୁ ତାଙ୍କ ଘରକୁ ଆଣିଛନ୍ତି। ଏହାପୂର୍ବରୁ ଅଭିନେତ୍ରୀ…

ଅନ୍ଧବିଶ୍ୱାସ କରିଦେଉଛି ଅନ୍ଧ

ଇଂଲିଶ ମିଡିୟମ ସ୍କୁଲରେ ପଢ଼ି ବଡ଼ ହେଇହେବ ଓ ତାଙ୍କ ପୂର୍ବ ପୁରୁଷଙ୍କଠାରୁ ଉତ୍ତମ ଶିକ୍ଷା ପାଇବା ଆଶା ରଖି ଉତ୍ତରପ୍ରଦେଶ ହାଥରାସ ଜିଲା ନିକଟବର୍ତ୍ତୀ ଡିଏଲ୍‌ ପବ୍ଲିକ୍‌ ସ୍କୁଲରେ ପୁଅକୁ ଭର୍ତ୍ତି କରିଥିଲେ ସ୍ଥାନୀୟ ବାସିନ୍ଦା କ୍ରିଷ୍ଣା କୁସଓ୍ବା। ହେଲେ…

ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ

ନୂଆଦିଲ୍ଲୀ: ପ୍ରାଞ୍ଜଳୀ ଚଭନ ନାମ୍ନୀ ଜଣେ ଡିଜିଟାଲ ଆର୍ଟିଷ୍ଟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଏକ ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ସେ ଏହି ଅବସରରେ ତାଙ୍କର ଯତ୍ନ ନେଉଥିବା ନର୍ସଙ୍କୁ ଖୁସି କରାଇବାକୁ ଚାହିଁଥିଲେ। ଡାକ୍ତରଖାନାର ବିଛଣାରେ ପଡ଼ି…

୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ

ଚେନ୍ନାଇ: ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ତାଙ୍କ ଏକ୍ସ’ ଆଇଡିରେ କିଛି ଦୁର୍ଲଭ ପ୍ରଜାତିର ଫୁଲ ଗଛଗୁଡ଼ିକର ଫଟୋ ଶେୟାର କରିଛନ୍ତି। ପୋଷ୍ଟର କ୍ୟାପ୍‌ଶନ୍‌ରେ ସୁପ୍ରିୟା ଲେଖିଛନ୍ତି, ଏହା ହେଉଛି ତାମିଲନାଡ଼ୁର…

‘ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’

ହାଇଦ୍ରାବାଦ: ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ପାର୍ଟ ୧’ ଶୁକ୍ରବାର ମୁକ୍ତିଲାଭ କରିଛି। ଆରମ୍ଭରୁ ହିଁ ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିବାରେ ଲାଗିଛନ୍ତି, ଯାହାଫଳରେ ଏହା ବକ୍ସ ଅଫିସ୍‌ରେ ମଧ୍ୟ ଧମାଲ୍‌ ମଚାଇବାରେ ଲାଗିଛି। କେବଳ ଘରୋଇ…

ବିଳାସପୂର୍ଣ୍ଣ କାର ନିର୍ମାତାଙ୍କ ପାର୍ବଣ ଉପହାର

ଭୁବନେଶ୍ୱର,୩୦।୯: ଚଳିତ ପାର୍ବଣ ପୂର୍ବରୁ ବିଳାସପୂର୍ଣ୍ଣ କାର ର୍ନିମାତାଗୁଡିକଙ୍କ ପକ୍ଷରୁ ଫେଷ୍ଟିଭ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ପାର୍ବଣ ଋତୁରେ ଗାଡି ବ୍ରିକି ବୃଦ୍ଧି ପାଇଁ ଆକର୍ଷଣୀୟ ଅଫର ଓ ଆଖିଦୃଶିଆ ଇଏମଆଇ ଭଳି ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେବାକୁ…

ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ

ଭୁବନେଶ୍ୱର,୩୦।୯: ପ୍ଲାଟିନମ ଗିଲ୍‌ଡ ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ସୁକ୍ଷ୍ମ କାରିଗରିରେ ନିର୍ମିତ ମେନ୍‌ ଅଫ ପ୍ଲାଟିନମ୍‌ ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ଏମ୍‌ଏସ୍‌…

ଅଲ୍‌ ଓଡ଼ିଶା ସେଲ୍ଫ୍‌ ଫାଇନାନ୍‌ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦।୯ (ଅଭୟ ଦାଶ): ଅଲ୍‌ ଓଡ଼ିଶା ସେଲ୍ଫ୍‌ ପାଇନାନ୍‌ସିଂ କଲେଜର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ୍‌ ପୁଷ୍ପକ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା ଓ ବାର୍ଷିକ ସମ୍ମିଳନୀରେ ୧୩୫ କଲେଜର ପ୍ରତିନିଧମାନେ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର…

ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ

ଭୁବନେଶ୍ୱର,୩୦।୯: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ର ବହୁ ପ୍ରତୀକ୍ଷିତ ଦ ବିଗ୍‌ ବିଲିୟନ ଡେଜ୍‌ (ଟିବିବିଡି)ର ୧୧ତମ ସଂସ୍କରଣ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ଲିପ୍‌କାର୍ଟ ଭିଆଇପି ଏବଂ ପ୍ଲସ୍‌ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍ସେସ୍‌ ୨୦୨୪ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇଥିଲାବେଳେ…

ୟୁଏସ୍‌ ପୋଲୋର ନୂତନ ଆଉଟଲେଟ

ଭୁବନେଶ୍ୱର,୩୦।୯: ଭାରତର ଅଗ୍ରଣୀ କାଜୁଆଲ୍‌ ଓୟାର ବ୍ରାଣ୍ଡ୍‌ ତଥା ବିଶ୍ୱପ୍ରସିଦ୍ଧ ୟୁନାଇଟେଡ୍‌ ଷ୍ଟେଟ୍ସ ପୋଲୋ ଆସୋସିଏଶନ୍‌ (ୟୁଏସ୍‌ପିଏ)ର ରିଟେଲ ଚେନ ୟୁଏସ୍‌ ପୋଲୋ ଆସୋସିଏଶନ ବା ୟୁଏସ୍‌ ପୋଲୋର ନୂତନ ଆଉଟଲେଟ ଭୁବନେଶ୍ୱରର ଜନପଥ ରୋଡ(ଶହୀଦନଗରସ୍ଥିତ ମହାନ୍ତି ଛକ)ଠାରେ ଉଦ୍‌ଘାଟିତ ହୋଇଯାଇଛି।…

ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଥିବାବେଳେ ଏହା ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଛତିଶଗଡ଼ ଧାମତାରୀ ଜିଲାର ଏକ ଛୋଟ ଗାଁ ପାରସତରାଇ ଜଳ ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ମରୁଡ଼ି ପ୍ରବଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri